ସ୍ୱପ୍ନାଦେଶ
ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’
ଫଗୁଣ ମାସ ପଶିକି ଏଇ ଦିନେ ଦି ଦିନ ହେଇଥିବ। ଗାଁରେ ସେତେବେଳକୁ ଜମିବାଡ଼ିରେ ଏତେ କିଛି କାମ ନାହିଁ। ମାଘ ମାସ ସୁଦ୍ଧା ସମସ୍ତଙ୍କ ଧାନ ଅମଳ ସରିଛି। ସେଥିପାଇଁ କେହି କେହି ଜମିରେ ମୁଗ ବିରି ବୁଣିଛନ୍ତି ତ ଆଉ କିଏ ଖରାଦିନିଆ ପନିପରିବା…