Latest Odisha News

ଜୀବନ ଚକ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ବିନୟାର ପରିବାରରେ ଆଉ କାହାର କୌଣସି ଅସ୍ତିତ୍ୱ ନାହିଁ । ଏପରିକି ତା ସ୍ୱାମୀ ବୈରିଗଞ୍ଜନ ବି ଆପାତତଃ ଜଣେ ପ୍ରଖ୍ୟାତ ସ୍ତ୍ରୈଣ । ମାନେ ସ୍ତ୍ରୀ କହିଲେ ଉଠିଲା, ଆଉ ସ୍ତ୍ରୀ କହିଲେ ବସିଲା । ବିନୟାର ତିନିଟା ପୁଅ ଆଉ ଦୁଇଟା ଝିଅ । ବଡ଼…

ଦୁର୍ଗା

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ଗୋବିନ୍ଦ ବଲ୍ଲଭ ବାବୁ ଚାକିରିରୁ ଅବସର ନେବାର ପ୍ରାୟ ବାର ବର୍ଷ ହୋଇଗଲାଣି । ଏହାରି ଭିତରେ ଜୀବନ ତମାମ ସମ୍ପୂର୍ଣ୍ଣ ସକ୍ରିୟ ଓ ଚଳଚଞ୍ଚଳ ଥିବା ଗୋବିନ୍ଦ ବଲ୍ଲଭ, ଏବେ କେତେବର୍ଷ ହେଲା ଟିକିଏ ମାନ୍ଦା ହୋଇଯାଇଛନ୍ତି । ମୋଟା ମୋଟି…

ମାଆ ଆସିଛି

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ଗାଁରେ ପବିତ୍ର ମହାଳୟା ଶ୍ରାଦ୍ଧ । ସେଥିପାଇଁ ସପ୍ତାହେ ଆଗରୁ ସମସ୍ତେ ଲାଗିପଡ଼ିଛନ୍ତି ଘରର ପୁରୁଣା କନ୍ଥା ପଟି, ଲୁଗାପଟା ସବୁ ସଫା କରିବାରେ। ପୁରୋହିତ ଆସି ପାଞ୍ଚ ଦିନ ଆଗରୁ କହିଦେଇ ଯାଇଛନ୍ତି, କାହାଘରେ ଯଦି ଯୋଗାଡ଼ ଯନ୍ତ୍ର…

ଅଲୋଡ଼ା ପୁଅ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ଷଷ୍ଠ ଶ୍ରେଣୀରେ ପଢୁଥାଏ ବିଜୟ । ବୟସ ଏଇ ଏଗାର ବାର ବର୍ଷ ହେବ । ଗାଁରୁ ଚାଲି ଚାଲି ପାଖାପାଖି ପାଞ୍ଚ କିଲୋମିଟର ଗଲେ ସ୍କୁଲ । ତା ସହିତ ତା ଗାଁରୁ ଆଉ ସାତ ଆଠ ଜଣ ପିଲା ବି ଏକାଠି ଯାଆନ୍ତି ସେହି ସ୍କୁଲକୁ । କାରଣ, ତା ନିଜ ଗାଁରେ…

ଅଦିନିଆ ବର୍ଷା

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ନନ୍ଦକିଶୋର ଘଡ଼େଇ ନିଜ ଗାଁ ଛାଡ଼ି ପଳେଇ ଆସିଥିଲା ମାତ୍ର ସାତ ବର୍ଷ ବୟସରେ। ସେ ଯେତେବେଳେ ମାତ୍ର ଦେଢ଼ବର୍ଷର ଥିଲା, ସେତେବେଳେ ବସନ୍ତ ରୋଗରେ ପଡ଼ି ଆରପାରିକୁ ଚାଲିଯାଇଥିଲା ତା ବାପା। ମାଆ ଯାହା ଯେମିତି କରି ତାକୁ ବଡ଼ କରେଇଲା,…

ଅଜାଗ୍ରତ ହେଲେ ସିଂହପରା ଲୋକ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ଅଫିସରେ ଗୋଟିଏ ପରେ ଗୋଟିଏ ମିଟିଂ । ସକାଳୁ କଣ ନା କଣ କାମ ଏମିତି ଆସୁଛି ଯେ, ନିଃଶ୍ୱାସ ମାରିବାକୁ ବେଳ ନାହିଁ । ସେଦିନ ଅପରାହ୍ନରେ ଗୋଟିଏ ଟେକ୍ନିକାଲ ସେସନରେ ବିଶେଷଜ୍ଞ ଭାବେ ଉଦବୋଧନ ଦେବାର ଥିଲା ଆକାଶକୁ । ସେଥିପାଇଁ ପୂର୍ବରୁ…

କୃତଘ୍ନ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ କଳାପଥର ଗାଁରୁ ଆସି ରାହାସପୁରରେ ଚାକିରି କରୁଥାନ୍ତି ଚନ୍ଦନ ମାଷ୍ଟ୍ରେ । ପୂରା ନାଁ ଚନ୍ଦନ ଜୟପୁରିଆ। ପ୍ରାଥମିକ ବିଦ୍ୟାଳୟରେ ସିନା ଶିକ୍ଷକ, କିନ୍ତୁ ଯୋଗ୍ୟତା ଥିଲା ହାଇସ୍କୁଲ ମାଷ୍ଟ୍ର ହେବାର। ଜୀବନ ତମାମ ସବୁ ଶ୍ରେଣୀରେ ପ୍ରଥମ ।…

ବୁଢ଼ା ସାର୍

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ଗାଁ ଛକରେ ବସରୁ ଓହ୍ଲାଇଲା ପରେ ମତେ ଲାଗୁଥିଲା ମୁଁ ମୋ ଦୁନିଆକୁ ଫେରିଆସିଲି। ବହୁ ଦିନର ବ୍ୟବଧାନ ପରେ ଏଥର ଗାଁକୁ ଯାଇଥିଲି। ସହରର ଧାଁ ଦଉଡ଼ ଜୀବନ, ଅଫିସ୍ ରାଜନୀତି, ହଜାରେ ଦାଓଁପେଞ୍ଚଠୁ ଅନେକ ଦୂରରେ ମୋ ଗାଁ । ଗାଁ ଛକରୁ ଗାଁ…

ପ୍ରତିଦାନ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ମୁକୁନ୍ଦ ଚୌଧୁରୀ ଆଉ ମାନଗୋବିନ୍ଦ ମହାପାତ୍ର  ଉଭୟେ ପିଲାଦିନର ସାଥୀ । ଗୋଟିଏ ଗାଁରେ ଜନ୍ମ । ଏକାଠି ବଢ଼ିଛନ୍ତି ଉଭୟେ। ଉଭୟଙ୍କ ଚେହେରା ପ୍ରାୟ ଏକା ଭଳି । ଉଚ୍ଚତା ପାଖାପାଖି ଛଅ ଫୁଟ୍ । ପାଞ୍ଚ ହାତର ମଣିଷ । ମୁକୁନ୍ଦ ଟିକିଏ ଗୋରା…

ଅଡ଼ୁଆରେ ବାପା-ପୁଅ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ (ପୂର୍ବ ସଂଖ୍ୟାରେ ପ୍ରକାଶିତ “ଧର୍ମ ସଂକଟ”ର ଏହା ପରବର୍ତ୍ତୀ ଭାଗ) ଗାଁ ସଭାରେ ନିଷ୍ପତ୍ତି ଅନୁସାରେ ପରଦିନ ସକାଳୁ ବଂଶ କୁଟୁମ୍ବର ଭାଇ ବନ୍ଧୁ ସବୁ ପହଞ୍ଚିଗଲେ ଦେବବ୍ରତର ଦୁଆର ଆଗରେ । ସେଠାରୁ ସେମାନେ ତୁଠକୁ ଯିବେ । ତା ପରେ…