ବିଦାୟୀ ବେଳେ ନିରଞ୍ଜନ କହିଲେ ଏକାଠି ହୁଅ କଂଗ୍ରେସ କର୍ମୀ
ଭୁବନେଶ୍ୱର: ନୂଆ ପିସିସି ସଭାପତି ନିଯୁକ୍ତ ହେବା ପରେ ବିଦାୟୀ ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରେସମିଟ୍ କରିଛନ୍ତି। ଏହି ଅବସରରେ ନୂଆ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଶୁଭେଛା ଜଣାଇଛନ୍ତି । ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ସେ ଇସ୍ତଫା ଦେଇଥିଲେ। ଏ ନେଇ ଦଳର ହାଇକମାଣ୍ଡ ସୋନିଆ…