Latest Odisha News

BREAKING NEWS

“ମିଛ ଏନକାଉଣ୍ଟର ପାଇଁ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହେଉ”

ନୂଆଦିଲ୍ଲୀ: ୨୦୧୯ରେ ହାଇଦ୍ରାବାଦରେ ଏକ ଦୁଷ୍କର୍ମ ପରେ ହତ୍ୟା ହୋଇଥିଲା । ଏହି ଘଟଣାର ଅଭିଯୁକ୍ତ ଖସି ପଳାଉଥିବାରୁ ପୋଲିସ ଏନକାଉଣ୍ଟର କରିଥିଲା ବୋଲି କହିଥିଲା। ଏନକାଉଣ୍ଟର ଉଦ୍ଦେଶ୍ୟମୂଳକ ଥିଲା ଏପରି କରି ପୋଲିସ ମାନବିକ ଅଧିକାର ଷୁର୍ଣ୍ଣ କରିଛି କହି କୋର୍ଟରେ ମାମଲାକୁ ଚ୍ୟାଲେଞ୍ଜ…

ଓବିସି ସଂରକ୍ଷଣ: ମଧ୍ୟପ୍ରଦେଶକୁ ଅନୁମତି ମିଳିଲା, ଓଡ଼ିଶାକୁ କାହିଁକି ମିଳୁନି ପଚାରିଲେ ବିରୋଧୀ

ଭୁବନେଶ୍ୱର: ରାଜ୍ୟରେ ଓବିସିଙ୍କୁ ସଂରକ୍ଷଣ ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ କୌଣସି ଆନ୍ତରିକତା ନାହିଁ । ସଂରକ୍ଷଣ ପ୍ରସଙ୍ଗରେ ପୂର୍ବରୁ ଭୁଆଁ ବୁଲାଉଥିବା ରାଜ୍ୟ ସରକାର ବର୍ତମାନ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି । ମନ୍ଦ ଉଦ୍ଦେଶ୍ୟ ରଖିଥିବା ରାଜ୍ୟ ସରକାର ୫୪ ପ୍ରତିଶତ ଓବିସି ବର୍ଗକୁ…

ଅନୁଭବ କାହିଁକି ପ୍ରଚାର ତାଲିକାରୁ ବାଦ୍ ପଡ଼ିଲେ ଜବାବ ରଖିଲେ ଦେବାଶିଷ

କଟକ: ସୋଶିଆଲ ମିଡ଼ିଆ ପ୍ଲାଟଫର୍ମ ୟୁଟ୍ୟୁବରେ ପ୍ରାୟ ଅଧ ଘଣ୍ଟାଏର ଏକ ଭିଡିଓ ଜାରି କରି ନିଜ ଭିତରେ ଥିବା ଅନେକ ଦୁଃଖକୁ ସର୍ବସାଧାରଣକୁ ଆଣିଛନ୍ତି କେନ୍ଦ୍ରାପଡା ସାଂସଦ ତଥା ଓଲିଉଡ କଳାକାର ଅନୁଭବ ମହାନ୍ତି। ସେ ତାଙ୍କ ଭିଡିଓରେ ନିଜର ରାଜନୈତିକ କ୍ୟାରିଅରକୁ ନେଇ ଆଶଙ୍କା ପ୍ରକାଶ…

କାକଟପୁର ତହସିଲଦାରଙ୍କୁ ୫୦ଟି ଗଛ ଲଗାଇବାକୁ ଦଣ୍ଡ ଦେଲେ ଓଡ଼ିଶା ହାଇକୋର୍ଟ

କଟକ: ଜମି ଜବରଦଖଲକାରୀଙ୍କ ପକ୍ଷ ନଶୁଣି ଜୋରିମାନା ଲଗାଇବା ମହଙ୍ଗା ପଡିଛି । ଏଥିପାଇଁ ଓଡ଼ିଶା ହାଇକୋର୍ଟ କଟକ ଜିଲ୍ଲାର କାକଟପୁର ତହସିଲଦାରଙ୍କୁ ଗଛ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ଏକ ପ୍ରକାର ଦଣ୍ଡ ବୋଲି ହାଇକୋର୍ଟ କହିଛନ୍ତି। ପକ୍ଷ ନରଖି ଶୁଣାଣି କରିଥିଲେ …

ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ରଦ୍ଦ କଲେ ହାଇକୋର୍ଟ, ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ୍ ରଦ୍ଦ ହୋଇଛି । ଓଡିଶା ହାଇକୋର୍ଟ ଏହି ଜାମିନକୁ ରଦ୍ଦ କରିଛନ୍ତି । ଗତ ୯ ତାରିଖରେ ନିୟମିତ ଜାମିନ ପାଇଁ କୋର୍ଟ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ଏହାପରେ ଶୁକ୍ରବାର ଏହାର ରାୟ ପ୍ରକାଶ କରିଛନ୍ତି । ଆସନ୍ତା ୨୩…

ବିହାରରେ କାଳବୈଶାଖୀ ବର୍ଷା ସହ ବଜ୍ରପାତ, ୩୩ ଜଣଙ୍କର ମୃତ୍ୟୁ

ପାଟଣା: ବିହାରର ୧୬ଟି ଜିଲ୍ଲାରେ କାଳବୈଶାଖୀ ଓ ବଜ୍ରପାତରେ ୩୩ ଜଣଙ୍କ ମୃତ୍ୟୁ ଘଟିଛି। ବିଭିନ୍ନ ସ୍ଥାନରେ ଏଭଳି ଘଟଣା ଘଟିବା ପରେ ସ୍ଥାନୀୟ ପ୍ରଶାସନ ଉଦ୍ଧାର କାର୍ୟ୍ୟରେ ନିୟୋଜିତ ହୋଇଛନ୍ତି। ଏହି ଦୁର୍ଘଟଣାରେ ଭାଗଲପୁର ଜିଲ୍ଲାରେ ସର୍ବାଧିକ ୭ ଜଣ ପ୍ରାଣ ହରାଇଥିବା ବେଳେ ଦ୍ୱିତୀୟରେ…

ବିଦେଶୀ ଆପକୁ ବର୍ଜନ ପାଇଁ ଆହ୍ୱାନ ବେଳେ ଦେଶୀ ଆପରେ ଠକାମିର ଜାଲ, ବାନ୍ଧିଲା ପୋଲିସ

ଭୁବନେଶ୍ୱର: ଠକାମି ପାଇଁ ବିଦେଶୀ ଆପର ଅପପ୍ରଚାର । ଦେଶୀ ଆପରେ ଠକେଇ ପାଇଁ ଚାଲ୍। ଏମିତି ଢଙ୍ଗରେ ଡିଜିଟାଲ ବିପ୍ଳବ ଆଳରେ ଦେଶୀ ଆପର ପ୍ରମୋସନ କରି ଠକେଇ ପାଇଁ ଜାଲ ବିଛାଇଥିଲେ । ଆଉ ନିରୀହ ଲୋକଙ୍କୁ ପୁଞ୍ଜି ନିବେଶର ସ୍କିମ ଦେଖାଇ ଠକୁଥିଲା ଠକ। ଏମିତି ଏକ ଠକକୁ ଉତରପ୍ରଦେଶର…

ବାର୍କ ରିପୋର୍ଟ: କମୁଛି ଓଟିଭିର ଦର୍ଶକ ସଂଖ୍ୟା, ଆଉ ଅନ୍ୟ ମାନଙ୍କର ?

ଭୁବନେଶ୍ୱର: ଗତସପ୍ତାହର ଟିଭି ଦର୍ଶକ କାହାକୁ ଅଧିକ ଦେଖିଛନ୍ତି ତାର ରିପୋର୍ଟ ପ୍ରକାଶ କରିଛି ବାର୍କ। ଯେଉଁଥିରେ ଦୁଇ ସପ୍ତାହ ହେବ ଗୋଟିଏ ବଡ଼ ବ୍ୟତିକ୍ରମ ଦେଖିବାକୁ ମିଳିଛି । ସର୍ବଦା ବାର୍କ ରେଟିଂରେ ଓଡିଆ ନ୍ୟୁଜ ଚ୍ୟାନେଲରେ ଏକ ନମ୍ବର ସ୍ଥାନରେ ରହୁଥିବା ଓଟିଭି ଏବେ ବି ଏକ ନମ୍ବର…

ଆଇଆଇଟି ମାଡ୍ରାସରେ 5ଜି ଟେଷ୍ଟର ସଫଳ ପରୀକ୍ଷଣ କଲେ କେନ୍ଦ୍ର ଟେଲିକମ୍ ମନ୍ତ୍ରୀ

ନୂଆଦିଲ୍ଲୀ: ଭାରତରେ 5G କଲର ପ୍ରଥମ ସଫଳ ପରୀକ୍ଷା ଗୁରୁବାର ଶେଷ ହୋଇଛି । ଆଇଟି ଏବଂ ଟେଲିକମ୍ୟୁନିକେସନ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଇଆଇଟି ମାଡ୍ରାସରେ ଏହି 5G କଲ କରିଛନ୍ତି। ସମଗ୍ର ନେଟୱର୍କକୁ ଭାରତରେ ଡିଜାଇନ୍ ଏବଂ ବିକଶିତ କରାଯାଇଛି ବୋଲି ଟୁଇଟ୍ କରି ସେ କହିଛନ୍ତି । ଟେଲିକମ୍…

ବନ୍ୟା ପାଣିରେ ଓଦା ହୋଇଯିବେ ବୋଲି କର୍ମଚାରୀଙ୍କ ପିଠିରେ ପାରି ହେଲେ ବିଜେପି ବିଧାୟକ

ଦିସପୁର: ଆସାମରେ ବନ୍ୟା ପରିସ୍ଥିତି । ପାଣି ଘେରରେ ଲକ୍ଷ ଲକ୍ଷ ଲୋକ । ତଳିଆ ଅଞ୍ଚଳରେ ଥିବା ଲୋକଙ୍କ ଦୁଦ୍ଦର୍ଶା ଦେଖିବାକୁ ଜମୁଛି ନେତାଙ୍କ ଭିଡ଼ । ଏହି ସମୟରେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ବନ୍ୟା ପାଣି ଜୋତାରେ ଲାଗିଲେ ଖରାପ ହୋଇଯିବ ଚିନ୍ତା କରି ଜଣେ ବିଜେପି ବିଧାୟକ…