Latest Odisha News

BREAKING NEWS

ମୃତ୍ୟୁ ପୂର୍ବରୁ ଛାତ୍ରଙ୍କ ହ୍ୱାଟସଆପ୍ ଚାଟ୍, ରାଗିଂ ଅଭିଯୋଗକୁ କେମିତି ଅସ୍ୱୀକାର କରିବେ କଲେକ କର୍ତ୍ତୃପକ୍ଷ ?

ବଲାଙ୍ଗୀର: ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ୧୦ ଦିନ ହେବ ଏମବିବିଏସ ପ୍ରଥମ ବର୍ଷରେ ନାମଲେଖାଇଥିବା ଛାତ୍ର ନିଶାନ୍ତ କୁମାରଙ୍କ ମୃତ୍ୟୁ ପଛରେ ରାଗିଂ ଅଭିଯୋଗ ! ଡିନ୍ ଡାକ୍ତର ସବିତା ମହାପାତ୍ର ରାଗିଂ ଅଭିଯୋଗକୁ ମୂଳରୁ ଖାରଜ କରୁଛନ୍ତି। ଏପରି ସ୍ଥିତିରେ ପୁଲିସ ମୃତ୍ୟୁ ଘଟଣାର…

ମାର୍ଶାଘାଇରେ ଦଳିତ ଯୁବକଙ୍କୁ ନାକ ଘଷାଇବା ଘଟଣା, ରିପୋର୍ଟ ତଲବ କଲେ ଏନଏଚଆରସି

ଭୁବନେଶ୍ୱର: ଗାଁ ମନ୍ଦିରକୁ ଦାନ ଦେବାକୁ ମନା କରିବାରୁ ଜଣେ ଦଳିତ ଯୁବକଙ୍କୁ ଛେପରେ ନାକ ଘଷିବାକୁ ବାଧ୍ୟ କରାଯାଇଥିବା ଘଟଣାକୁ ନେଇ ଜାତୀୟ ମାନବାଧିକାର କମିସନ (ଏନଏଚଆରସି) ଓଡ଼ିଶା ସରକାରଙ୍କୁ ରିପୋର୍ଟ ମାଗିଛନ୍ତି। ଏହି ଘଟଣାକୁ ନେଇ ବିଭିନ୍ନ ମିଡିଆରେ ଖବର ପ୍ରକାଶ ପାଇବା ପରେ ଏନଏଚଆରସି…

ହିଞ୍ଜିଳି ଓ ଶେରଗଡର ନିର୍ବାଚିତ ପ୍ରତିନିଧି ମାନଙ୍କ ସହ ମୁଖ୍ୟମନ୍ତ୍ରୀ କଲେ ଆଲୋଚନା

ଭୁବନେଶ୍ୱର: ନିକଟରେ ପଞ୍ଚାୟତ ଏବଂ ପୌର ନିର୍ବାଚନରେ ବିଜୟୀ ହୋଇଥିବା ନବ ନିର୍ବାଚିତ ପ୍ରତିନିଧିଙ୍କ ସହିତ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତକାଲି ସଂଧ୍ୟାରେ ନବୀନ ନିବାସଠାରେ ହିଞ୍ଜିଳି ଓ ଶେରଗଡ ଅଞ୍ଚଳର ନବ ନିର୍ବାଚିତ ପ୍ରତିନିଧି ମାନଙ୍କ ସହ ମୁଖ୍ୟମନ୍ତ୍ରୀ…

ବାରବାଟିରେ ଖେଳଯିବ ଭାରତ ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି

କଟକ: ବାରବାଟିରେ ଜମିବ ଟି-ଟ୍ୱେଣ୍ଟି ମ୍ୟାଚ । ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଦ୍ୱିତୀୟ ଟି-ଟ୍ୱେଣ୍ଟି କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ । ଜୁନ ୧୨ ତାରିଖରେ ଏହି ମ୍ୟାଚ ରହିଛି । ମୋଟ୍ ୫ଟି ଟି-୨୦ ମ୍ୟାଚ ଖେଳିଯିବ ବୋଲି ସ୍ଥିର ହୋଇଛି । ଜୁନ୍ ୯ରୁ ଏହି ମ୍ୟାଚ…

ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗ ଦେଲେ ଟିଏମସିର ଆପତ୍ତି ଅଛି କି ?

କୋଲକାତା: ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗ ଦେବାକୁ ପ୍ରସ୍ତୁତ ଥିବା କୁହାଯାଉଛି । ଅନ୍ୟପଟେ ପଶ୍ଚିମବଙ୍ଗରେ ଟିଏମସିକୁ ସଫଳତା ଦେବାରେ ପ୍ରଶାନ୍ତଙ୍କର ଗୋଟିଏ ବଡ ଭୂମିକା ରହିଛି । ଅନ୍ୟପଟେ ଏବେ ଟିଏମସି ଏବଂ କଂଗ୍ରେସ ପରସ୍ପରର ବିରୋଧୀ । ସାରା ଦେଶରେ କଂଗ୍ରେସ…

ମସ୍କୋ ଯିବେ ଜାତିସଂଘ ମହାସଚିବ, ଶାନ୍ତି ଫେରାଇ ଆଣିବାକୁ ପୁଟିନଙ୍କ ସହ କରିବେ ଆଲୋଚନା

ମସ୍କୋ: ମଙ୍ଗଳବାର ମସ୍କୋ ଗସ୍ତରେ ଯିବେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ। ଏହି ଗସ୍ତ ସମୟରେ ସେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବେ । ୟୁକ୍ରେନରେ ଚାଲିଥିବା ଯୁଦ୍ଧକୁ ଶେଷ କରିବାକୁ ଗୁଟେରସ ପ୍ରୟାସ କରିବେ ବୋଲି ଜଣାପଡିଛି । ଗୁଟେରେସ ରୁଷର ବୈଦେଶିକ ମନ୍ତ୍ରୀ…

ନୀତି ଆୟୋଗ ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରାଜୀବ କୁମାର

ନୂଆଦିଲ୍ଲୀ: ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ହଠାତ୍ ଇସ୍ତଫା ଦେବା ପଛର କାରଣ ଜଣାପଡିନାହିଁ ।  ଦେଶର ବରିଷ୍ଠ ଅର୍ଥନୀତିଜ୍ଞ ଭାବରେ ଜଣାଶୁଣା ରାଜୀବ କୁମାର ୨୦୧୭ ଅଗଷ୍ଟରେ ନୀତି ଆୟୋଗର ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଏହା…

ରୁଷକୁ ସମର୍ଥନ କରିବାରୁ ବେଜିଂକୁ ଆମେରିକାର ନାଲିଆଖି, ଭାରତକୁ ସହଯୋଗର ହାତ

ନୂଆଦିଲ୍ଲୀ: ଋଷକୁ ସମର୍ଥନ କରିବା ନେଇ ଆମେରିକା ବାରମ୍ବାର ଚୀନକୁ ଚେତାବନୀ ଦେଇଆସୁଛି। ଆମେରିକା କହିଛି ଯେ, ରୁଷ ଉପରେ ଯେଉଁ ପ୍ରକାରର କଟକଣା ଲଗାଇଛି, ତା'ଠାରୁ ଚୀନ ଶିକ୍ଷା ନେବା ଉଚିତ। ଅପରପକ୍ଷରେ ଆମେରିକା କହିଛି ଯେ ଭାରତ ରୁଷର ଅସ୍ତ୍ରଶସ୍ତ ଉପରେ ନିର୍ଭରଶୀଳ, ଯାହାକୁ ସେ କମାଇବାକୁ…

ଗଣ୍ଡମୁଣ୍ଡା ଘାଟିରେ ଓଲଟିଲା ଯାତ୍ରିବାହୀ ବସ, ୩୦ ଆହତ

ଜି ଉଦୟଗିରି: ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଯାତ୍ରିବାହୀ ବସ୍ । ବାଲିଗୁଡାର ବୁଡ଼ାଗୁଡା ରାସ୍ତାର ଗଣ୍ଡମୁଣ୍ଡା ଘାଟିରେ ଏପରି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୩୦ ଫୁଟ୍ ତଳକୁ  ଯାତ୍ରିବାହୀ ବସରେ ୩୦ ଜଣ ଯାତ୍ରୀ ଥିଲେ ବୋଲି ଜଣାପଡିଛି । ଯେଉଁଥିରେ ୫ ଜଣ ଶିଶୁ ମଧ୍ୟ ଥିଲେ। ସମସ୍ତ…

କଂଗ୍ରେସ ବିଧାୟକ ସାଲୁଜାଙ୍କ ଉପରେ ବର୍ଷିଲେ ଦଳୀୟ ମୁଖପାତ୍ର

ଭୁବନେଶ୍ୱର: କଂଗ୍ରେସ ଦଳରେ ଶୃଙ୍ଖଳା ନାହିଁ । ଯେଉଁଥିପାଇଁ ଦଳରେ କନ୍ଦଳ ଭରି ରହିଛି । ତେଣୁ ଦଳ ଆଗକୁ ବଢି ପାରୁନାହିଁ । ଯଦି ସନ୍ତୋଷ ସିଂହ ଭଳି ବିଧାୟକ ନିଜର ଅସନ୍ତୋଷକୁ ମିଡିଆ ଆଗରେ କହିବା ପରିବର୍ତ୍ତେ ଦଳୀୟ ଫୋରମରେ କହିବେ ତାହେଲେ ଭଲ ହୁଅନ୍ତା । ଏକଥା କହିଛନ୍ତି କଂଗ୍ରେସ…