Latest Odisha News

BREAKING NEWS

ବିରୋଧୀଙ୍କ ଚାପ ଆଗରେ ନୁଆଁଇଲେ ସରକାର

ଭୁବନେଶ୍ୱର: ବିରୋଧୀଙ୍କ ଚାପ ଆଗରେ ମୁଣ୍ଡ ନୁଆଁଇଲେ ରାଜ୍ୟ ସରକାର । ମଙ୍ଗଳବାର ବିଧାନସଭାରେ ସରକାର କହିଛନ୍ତି ଯେ ପୁରୀ ଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ୱରେ ଥିବା ଐତିହ୍ୟ କରିଡର ପ୍ରକଳ୍ପର ଯାଞ୍ଚ ପାଇଁ ଏକ ଗୃହ କମିଟି ଗଠନ କରାଯିବ । ମାର୍ଚ୍ଚ ୩୧ରେ ଏହି  କମିଟି ଗଠନ ହେବ। ସଂସଦୀୟ…

ପୁରୀରେ ଦୁଇଟି ନୂଆ ରୁଟରେ ଗଡିବ ମୋ ବସ୍, ଏପ୍ରିଲ ୧ତାରିଖରୁ ସେବା ଆରମ୍ଭ

ପୁରୀ :  ପୁରୀରେ ଦୁଇଟି ନୂଆ ରୁଟରେ ଗଡିବ ମୋ ବସ୍ । ପୂର୍ବରୁ ପୁରୀ ଜିଲ୍ଲାରେ ଦୁଇଟି ରୁଟରେ ବସ ସେବା ଜାରି ରହିଥିଲା ।କିନ୍ତୁ ଏଥର ପୁରୀ ସହର ମଧ୍ୟରେ ମୋ ବସ ଚଳାଚଳ ଆରମ୍ଭ ହେବ ।ରୁଟ ନଂ ୫୨ ପୁରୀ ବସ ଷ୍ଟାଣ୍ଡରୁ ରେଳ ଷ୍ଟେସନ , ସମୁଦ୍ର କୂଳ, ସ୍ୱର୍ଗଦ୍ୱାର ଦେଇ ଲାଇଟ ହାଉସ ପର୍ଯ୍ୟନ୍ତ…

ଶୂନ୍ୟ କାଳରେ ଉଠିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ : ବିଧାନସଭାରେ ଟିମ୍ ଗଠନ କରି ପୁରୀ ପଠାଇବା ପାଇଁ…

ଭୁବନେଶ୍ୱର : ବିଧାନସଭା ଶୂନ୍ୟ କାଳରେ ଉଠିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ । ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ କହିଛନ୍ତି ବିକାଶମୂଳକ କାର୍ଯ୍ୟକୁ କେହି ବିରୋଧ କରିବେ ନାହିଁ ।ମାତ୍ର ବିକାଶ ନା ରେ ଯଦି ମନ୍ଦିର ପ୍ରତି ବିପଦ ସୃଷ୍ଟି ହେବ ସେଥିପାଇଁ ସରକାର ଦାୟୀ ହେବେ…

[ଭିଡିଓ] ଦୁବାଇ ଏକ୍ସପୋରେ ରଣବୀର ସିଂଙ୍କ ସହ ଠୁମକା ଲଗାଇଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର

ଦିଲ୍ଲୀ : ଦୁବାଇ ଏକ୍ସପୋ ଇଭେଣ୍ଟରେ ଜଲୱା ଦେଖାଇଲେ କେନ୍ଦ୍ରମନ୍ତ୍ରୀ । ଦୁବାଇରେ ଚାଲିଥିବା ଇଣ୍ଡିଆ ଏକ୍ସୋପରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଯୋଗଦେଇଥିଲେ । ଏହି ଇଭେଣ୍ଟର ବଲଉଡ ଷ୍ଟାର ରଣବୀର ସିଂ ଙ୍କ ମଧ୍ୟ ଉପସ୍ଥିତ ଥିଲେ । ହଠାତ୍ ଏହି ପୋଗ୍ରାମରେ ରଣବୀର ସିଂଙ୍କ ସହ ତାଳଦେଇ …

ଦ୍ୱିତୀୟ ବିବାହ କରିବେ ଆଇଏଏସ ଟିନା ଡାବି, କାହିଁକି ଏହି ଖବର ଖାସ ?

ଜୟପୁର: ୨୦୧୬ ବ୍ୟାଚର ୟୁପିଏସସି ଟପ୍ପର ଟିନା ଡାବି ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ମିଳିଥିବା ସୂଚନା ଅନୁୟାୟୀ, ଏପ୍ରିଲ ୨୨ ତାରିଖରେ ଜୟପୁରର ଏକ ଘରୋଇ ହୋଟେଲରେ ଟିନା ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ୨୦୧୮ରେ ଟିନା ଡାବି ଅତହର ଖାନଙ୍କୁ ବିବାହ…

ତୋଷାଳି ମେଳା ଆୟୋଜନ ହୋଇପାରିବ, ପୁସ୍ତକ ମେଳା କାହିଁକି ନୁହେଁ ?

ଭୁବନେଶ୍ୱର: ସୋମବାର ପାଖରୁ ରଜଧାନୀର ଜନତା ମୈଦାନରେ ଆରମ୍ଭ ହୋଇଛି ତୋଷାଳି ମେଳା । କୋଭିଡ ପାଇଁ ରାଜଧାନୀରେ ବିଭିନ୍ନ ମେଳାର ଆୟୋଜନ ବନ୍ଦ ରହିଥିଲା। ଏବେ କିନ୍ତୁ ନିୟମ ସବୁ ହଟିବା ପରେ ଧୀରେ ଧୀରେ ରାଜଧାନୀରେ ବିଭିନ୍ନ ମେଳାର ଆୟୋଜନ ହେଉଛି । ଏହାକୁ ନେଇ ରାଜଧାନୀବାସି ମଧ୍ୟ ବେଶ…

ମୋଦୀଙ୍କ ‘କଂଗ୍ରେସ ମୁକ୍ତ ଭାରତ’ ଅଭିଯାନ ବିରୋଧରେ ଗଡ଼କରୀ ?

ନୂଆଦିଲ୍ଲୀ: ଗୋଟିଏ ପଟେ ଦେଶରୁ କଂଗ୍ରେସ ହଟିବା ନେଇ ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାରା ଦେଉଛନ୍ତି ଅନ୍ୟପଟେ ଦଳର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ନୀତୀନ ଗଡକରୀ କହିଛନ୍ତି, ଦେଶରେ କଂଗ୍ରେସ ସୁଦୃଢ ହେବା ଦରକାର । ପାଞ୍ଚ ରାଜ୍ୟରେ କଂଗ୍ରେସ ମୂଳପୋଛ ହେବା ପରେ…

ପୁସ୍ତକ ପରିଚୟ : ମହା ଜାଗୃତି

ମହା ଜାଗୃତି କବି : ଦେବରାଜ ସାହୁ ପ୍ରକାଶକ : ବନଫୁଲ ପ୍ରକାଶନୀ ପୃଷ୍ଠା : ୯୦ ମୂଲ୍ୟ : ୧୦୦ ଯେଉଁ ସାହିତ୍ୟରେ ଉଚ୍ଚମାନର ମାନବତାବାଦୀ ଚେତନା ଅତି ନିବିଡ଼ ଭାବରେ ରହିଥାଏ, ତାହା ହିଁ ମଣିଷର ଆତ୍ମାକୁ ସେତେ ଅଧିକ ଆବିଷ୍ଟ କରି ପାରିଥାଏ । ସବୁକାଳର ଅସଲ ସୃଜନଶୀଳତା ହେଉଛି…

ଅପରାଜିତାଙ୍କୁ ଖାରବେଳଙ୍କ ପ୍ରଶ୍ନ, ଦଳକୁ ଏକାଠି କରିବ କିଏ ?

ଭୁବନେଶ୍ୱର: ନିଜର ଏକ ସ୍ୱତନ୍ତ୍ର ସଙ୍ଗଠନ କରି ନିଜର ପତିଆରା ବିସ୍ତାର କରୁଥିବା ନେଇ ଚର୍ଚ୍ଚାରେ ରହୁଥିବା ଭୁବନେଶ୍ୱର ସାଂସଦଙ୍କ ବିରୋଧରେ ଏକଚାଟିଆ ନିଷ୍ପତ୍ତି ନେଉଥିବା ଅଭିଯୋଗ ଆସିଛି । ମେୟର ନିର୍ବାଚନ ବେଳେ ସାଂସଦ ଅପରାଜିତା ନିଜ ଇଚ୍ଛାରେ ପ୍ରାର୍ଥୀ ଦେଉଥିଲେ ଏବଂ ହାରିବା ପରେ…

ସପ୍ତମ ବେତନ କମିଶନର ୨୦% ବକେୟା ଦେୟ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

 ଭୁବନେଶ୍ୱର : ସରକାରୀ କର୍ମଚାରୀଙ୍କୁ ମିଳିବ ବକେୟା ଦେୟ । ସପ୍ତମ ବେତନ କମଶନ ବାବଦରେ ଆଉ ୨୦ ପ୍ରତିଶତ ବକେୟା ଅର୍ଥ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏହା ଦ୍ୱାରା ସରକାରୀ କର୍ମଚାରୀ ମାନେ ସମ୍ପୁର୍ଣ୍ଣ ବକେୟା ରାଶି ପାଇପାରିବେ । ପୂୂର୍ବରୁ…