Latest Odisha News

BREAKING NEWS

ଦିବଂଗତ ବିଧାୟକଙ୍କ ଏକାଦଶାହ ପୂର୍ବରୁ ଧାମନଗର ଉପନିର୍ବାଚନ ପାଇଁ ପ୍ରସ୍ତୁତି

ଭୁବନେଶ୍ୱର: ଦିବଂଗତ ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ପରଲୋକ ପରେ ଏହି ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ଶାସକ ବିଜୁ ଜନତା ଦଳ ଓ କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଜେପି ଏପରି ପ୍ରସ୍ତୁତିକୁ ସମାଲୋଚନା କରିଛି। ସରକାର ସାମନ୍ୟତମ ସୌଜନ୍ୟତା ରଖିବା ଦରକାର ବୋଲି ବିଜେପି…

ବିଜେଡି ନେତାଙ୍କ ମୃତ ଦେହ ଉଦ୍ଧାର, ଲେଖିଥିଲେ ସାର୍ବଜନୀନ କରିବେ ଭିଡିଓ

ଭୁବନେଶ୍ୱର: ବିଜେଡି ନେତାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର। ମୃତ ବ୍ୟକ୍ତି ହେଉଛନ୍ତି ଧର୍ମେନ୍ଦ୍ର ସାହୁ। ସେ ପୁରୀ ଜିଲ୍ଲା ନିମାପଡ଼ାର ୧୧ ନମ୍ବର ଜୋନ୍‌ର ବିଜେଡି ଜିଲ୍ଲା ପରିଷଦ ସଭ୍ୟ । ସକାଳୁ ଭୁବନେଶ୍ୱର ସ୍ଥିତ ତାଙ୍କ ବାସଭବନରୁ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି। ସେ ତାଙ୍କ…

ରୋହିତଙ୍କ ଛକା କଲା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ରେକର୍ଡ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷରେ ନାଗପୁର ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଏକ ନୂଆ ବିଶ୍ୱ ରେକର୍ଡ କରିଛନ୍ତି। ଏହି ମ୍ୟାଚରେ କଙ୍ଗାରୁ ଦଳ ବିପକ୍ଷରେ ଦ୍ୱିତୀୟ ଇନିଂସର ପ୍ରଥମ ଓଭରର ତୃତୀୟ ବଲରେ ରୋହିତ ଶର୍ମା ଏକ ଛକା ମାରିଥିଲେ।…

ଆମେରିକାରେ ବଢୁଛି କୋରାପୁଟ ହଳଦୀ ସାବୁନର ଚାହିଦା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆମେରିକାରେ ବଢିଛି କୋରାପୁଟ ହଳଦୀର ଚାହିଦା। କୋରାପୁଟ ହଳଦୀରୁ ଏକ ସାବୁନ ପ୍ରସ୍ତୁତ ହେଉଛି। ଏହା ଆମେରିକାର ଗ୍ୱାତେମାଲା ରାଜ୍ୟରେ ଥିବା ଲୋକଙ୍କ ନିକଟରେ ଆଦୃତ ହୋଇପାରିଛି। ତେଣୁ ଏହି ସାବୁନକୁ ଆମେରିକା ପଠାଇବାକୁ ନିଷ୍ପତ୍ତି ହୋଇଛି। ବିଦେଶରେ ହଳଦୀ…

ଏନଆରଆଇ ଆକାଉଣ୍ଟ ଜରିଆରେ ଦେଶରେ ପିଏଫଆଇ ଆକାଉଣ୍ଟକୁ ଆସୁଥିଲା ପାଣ୍ଠି:ଇଡି

ନୂଆଦିଲ୍ଲୀ: ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି  (ଏନଆଇଏ) ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆତଙ୍କବାଦ ପାଣ୍ଠି ସମ୍ବନ୍ଧରେ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫଆଇ)ର ସାରା ଦେଶରେ ଥିବା ଅନେକ ଅଫିସରେ ରେଡ୍ କରିଛି । ଏଥିସହିତ ପିଏଫଆଇ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ…

ମିଛ ଅଭିଯୋଗ ଆଣିବାକୁ ପାକିସ୍ତାନ ବାଛିଲା ଜାତିସଂଘ ମଞ୍ଚ, ଭାରତର କଡା ଜବାବ

ନୂଆଦିଲ୍ଲୀ: ମିଳିତ ଜାତିସଂଘ ସାଧାରଣ ସଭାରେ କଶ୍ମୀର ପ୍ରସଙ୍ଗ ଉଠାଇବା ସହିତ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଭାରତ ବିରୋଧରେ ଅନେକ ବିବୃତ୍ତି ଦେଇଛନ୍ତି। ଏବେ ଭାରତ ମଧ୍ୟ ପାକିସ୍ତାନକୁ କଡା ଜବାବ ଦେଇଛି। ଜାତିସଂଘରେ ସମ୍ବୋଧିତ କରି ଭାରତର ରାଷ୍ଟ୍ରଦୂତ ମିଜିଟୋ ଭିନିଟୋ…

ହ୍ୱାଟସଆପ୍ କଲ କଲେ ଦେବାକୁ ପଡିବ ପଇସା, ଆପଣଙ୍କ ମତାମତକୁ ସରକାରଙ୍କ ଅପେକ୍ଷା

ନୂଆଦିଲ୍ଲୀ: ଏବେ ଆମେ ଇଣ୍ଟରନେଟକୁ ବହୁଳ ଭାବରେ ବ୍ୟବହାର କରୁଛେ। ତେଣୁ ଫୋନରେ ଯଦି ରିଚାର୍ଜ ପ୍ୟାକ ସରି ଯାଇଛି ତାହେଲେ ଇଣ୍ଟରନେଟ ଜରିଆରେ ହ୍ୱାଟସଆପ, ଫେସବୁକ କିମ୍ବା ଅନ୍ୟ ଆପ୍ ଜରିଆରେ ଆମେ ଫୋନ୍ କଲ କରି ଦେଉଛୁ । ତା ପୁଣି ମାଗଣା। ଏବେ ଆଗାମୀ ଦିନରେ ଏହି ସେବା ଆଉ ମାଗଣା…

କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ବେଆଇନ କହି ଭାରତ ସହ ଶାନ୍ତି ସମ୍ପର୍କ ଚାହୁଁଛି କହିଲା ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ପୁଣି ଥରେ ଜାତିସଂଘର ସାଧାରଣ ସଭାରେ କଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି। ଅନ୍ତର୍ଜାତୀୟ ଫୋରମରେ ଧାରା ୩୭୦ ପ୍ରସଙ୍ଗ ଉଠାଇ ଭାରତ ସରକାରଙ୍କୁ ସମାଲୋଚନା କରିବାକୁ ଚେଷ୍ଟା କରିଛନ୍ତି 'କାଙ୍ଗାଳ' ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ। ସେ…

ଆଇସିଏମଆରର ନୂଆ ନିର୍ଦ୍ଦେଶକ ହେଲେ ରାଜୀବ ବହଲ, କରୋନା ବେଳେ ମନେ ରହିବ ବଳରାମଙ୍କ ଅବଦାନ

ନୂଆଦିଲ୍ଲୀ: ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର)ର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି ଡକ୍ଟର ରାଜୀବ ବହେଲ। ଶୁକ୍ରବାର କେନ୍ଦ୍ର ସରକାର ରାଜୀବ ବହଲଙ୍କୁ ତିନି ବର୍ଷ ପାଇଁ ଆଇସିଏମଆରର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଥିବା ବେଳେ ସ୍ବାସ୍ଥ୍ୟ ଅନୁସନ୍ଧାନ ବିଭାଗର ସଚିବ ଭାବେ…

ବିବାଦରେ ବିଶ୍ବେଶ୍ବର ଟୁଡୁଙ୍କ ବୟାନ, କୁଡୁମୀ ସମାଜ ପକ୍ଷରୁ ତେଜିଲା ବିରୋଧ

ଓଡ଼ିଶା ସମ୍ବାଦ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁ଼ଡୁଙ୍କ ବୟାନକୁ ବିରୋଧ। କଡୁମୀ ସମାଜଙ୍କୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ବିରୋଧ କରି ଓଡ଼ିଶା, ପଶ୍ଚିମବଙ୍ଗ, ଝାଡଖଣ୍ଡର କୁଡୁମୀ ସମାଜ ମୟୂରଭଞ୍ଜ ସାଂସଦଙ୍କ କୁଶପୁତଳିକା ଦାହ କରିବା ସହିତ ବିବାଦୀୟ ମନ୍ତବ୍ୟ ପାଇଁ…