Latest Odisha News

BREAKING NEWS

ମାଲକାନଗିରିରେ ପଣ୍ଡ ହେଲା ନକ୍ସଲଙ୍କ ଷଡଯନ୍ତ୍ର, ଲ୍ୟାଣ୍ଡମାଇନ ଜବତ କଲେ ବିଏସଏଫ ଯବାନ

ମାଲକାନଗିରି : ମାଲକାନଗିରିରେ ପଣ୍ଡ ହେଲା ନକ୍ସଲଙ୍କ ଷଡଯନ୍ତ୍ର । ଯବାନଙ୍କୁ ଟାର୍ଗେଟ କରି ନକ୍ସଲ ମାନେ ଲଗାଇଥିବା ଲ୍ୟାଣ୍ଡମାଇନକୁ ଜବତ କରିଛନ୍ତି ବିଏସଏଫ ଯବାନ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ସଦାରାମ, ସନ୍ୟାସୀଗୁଡା ଓ ତୋଟାଗୁଡା ଗାଁ ନିକଟସ୍ଥ ପାହାଡର ଉପରେ…

ପୁଲିସ ଏନକାଣ୍ଟରରେ ଜଣେ ହାର୍ଡକୋର ମାଓବାଦୀ ନିହତ

ମାଲକାନଗିରି : ପୁଣି ଏନକାଉଣ୍ଟର। ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ପୁଲିସ ଓ ମାଓବାଦୀ।  ମାଲକାନଗିରି ଛତିଶଗଡ ସିମାନ୍ତ ନାରାୟଣପୁର ଜିଲ୍ଲାରେ ଏନକାଣ୍ଟର । ପୋଲିସ ଗୁଳିରେ ଜଣେ ହାର୍ଡକୋର ମାଓବାଦୀ ନିହତ ହୋଇଥିବା ସୁଚନା । ଘଟଣା ସ୍ଥଳରୁ ବନ୍ଧୁକ ସହ ଭାରି ମାତ୍ରାରେ ବିସ୍ଫୋରକ…

ଛତିଶଗଡରେ ସଶସ୍ତ୍ର ମାଓବାଦୀଙ୍କ ଲଙ୍କାକାଣ୍ଡ

ମାଲକାନଗିରି: ମୋତେ ଯେତେ ମାଠିବୁ ମାଠ, ମୁଁ ସେଇ ଦରପୋଡା କାଠ୍ । ବାରମ୍ବାର କୁମ୍ବିଂ ଅପରେସନ୍ ଓ ଏନକାଉଣ୍ଟର୍ ପରେ ବି ସାବାଡ୍ ହେଉନାହାଁନ୍ତି ମାଓବାଦୀ । ଆଜି ଛତିଶଗଡ ବିଜାପୁର ଜିଲ୍ଲାରେ ଅଗ୍ନିକାଣ୍ଡ ଘଟାଇ ତାଣ୍ଡବ ରଚିଛନ୍ତି ସଶସ୍ତ୍ର ମାଓବାଦୀ । ଆଜି ବିଜାପୁର ଜିଲ୍ଲା…

ଛତିଶଗଡ଼ ଦାନ୍ତେଓ୍ୱାଡାରେ ଏନକାଉଣ୍ଟର, ହାର୍ଡକୋର ମାଓବାଦୀ ନିହତ

ମାଲକାନଗିରି: ଛତିଶଗଡ ଦାନ୍ତେୱାଡା ଜିଲ୍ଲାରେ ପୁଣି ଏନକାଣ୍ଟର । ପୋଲିସ ଗୁଳିରେ ଜଣେ ହାର୍ଡକୋର ମାଓବାଦୀ ନିହତ ହୋଇଛି । ମୃତ ମାଓବାଦୀ ସିନାଖତି ଏରିଆ କମିଟି ମୁଖ୍ୟ ମୁଇଆ ମାଡକାମ । କଟେକଲ୍ୟାଣ ଥାନା ଅନ୍ତର୍ଗତ ଚିକପାଲ ଜଙ୍ଗଲରେ ଯବାନମାନେ କମ୍ବିଂ ଅପରେସନ୍ କରୁଥିବା ବେଳେ ଗୁଳି ବିନିମୟ…

ପୋଲିସ-ମାଓବାଦୀ ମୁହାଁମୁହିଁ , ୨ ହାର୍ଡକୋର ମାଓବାଦୀ ମୃତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୋଲିସ-ମାଓବାଦୀ ମୁହାଁମୁହିଁ । ଗୁଳିମାଡରେ ୨ ହାର୍ଡକୋର ମାଓବାଦୀ ମୃତ । ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ଏସ.ଏଲ.ଆର ବନ୍ଧୁକ, ଏଲ.ଏମ.ଜି ଭଳି ଅତ୍ୟାଧୁନିକ ବନ୍ଧୁକ ଜବତ । ବିଜାପୁର ଜିଲ୍ଲାର…

ଛତିଶଗଡ଼ର କାଁକେର ଜିଲ୍ଲାରେ ଯବାନ ଓ ମାଓବାଦୀ ମୁହାଁମୁହିଁ

ମାଲକାନଗିରି: ବର୍ବରତାର ସମସ୍ତ ସୀମା ଲଂଘିଲେ ଲାଲ ବାହିନୀ । ପୁଣିଥରେ ଗୁଳି ବିନିମୟରେ ଜଣେ ଯବାନ ଗୁରୁତର । ମାଲକାନଗିରି ସୀମାନ୍ତ ଛତିଶଗଡ଼ କାଁକେର ଜିଲ୍ଲାରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ସୂଚନା ରହିଛି । ଏପରିକି ଜିଲ୍ଲାର ତୋଡ଼କି ଥାନା ଅନ୍ତର୍ଗତ କୋଷରଣ୍ଡା…

ମାଲକାନଗିରିରେ ଭାରରେ ବୁହା ହେଲା ରୋଗୀ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି ସ୍ବାସ୍ଥ୍ୟ ସେବାର କରୁଣ ଚିତ୍ର । ରାସ୍ତା ଖରାପ ଯୋଗୁଁ ଗାଁକୁ ଯାଇ ପାରିଲା ନାହିଁ ୧୦୮ ଆମ୍ବୁଲାନ୍ସ । ଫଳରେ ଭାରରେ ବୁହା ହେଲେ ରୋଗୀ । ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ…

ମାଲକାନଗିରିରେ ବିଏସଏଫ ବାହିନୀର ଜନକଲ୍ୟାଣ କାର୍ଯ୍ୟକ୍ରମ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବିଏସଏଫ ବାହିନୀ ପକ୍ଷରୁ ଜନକଲ୍ୟାଣ କାର୍ଯ୍ୟକ୍ରମ ଆରମ୍ଭ । ଆଣ୍ଟି ନକ୍ସଲ ଅପରେସନ ସହ ବିଏସଏଫ ବାହିନୀର ଯବାନମାନେ ପ୍ରତିମାସରେ ଗୋଟିଏ ଆଦିବାସୀ ଗାଁରେ ଜନ କଲ୍ୟାଣ କାର୍ଯ୍ୟକ୍ରମ କରିବେ । ଗରିବ ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇବା ସହ ଘରୋଇ…

ମାଲକାନଗିରି ଗସ୍ତରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡ଼ୁ

ମାଲକାନଗିରି: ଦିନିକିଆ ମାଲକାନଗିରି ଜିଲ୍ଲା ଗସ୍ତରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡ଼ୁ । ଆଜି ଏୟାରଫୋର୍ସର ଏକ ସ୍ୱତନ୍ତ୍ର ହେଲିକ୍ୟାପ୍ଟର ଯୋଗେ ବାଲିମେଳା ମିନି ଷ୍ଟାଡ଼ିୟମରେ ପହଞ୍ଚିଥିଲେ । ଏକଲବ୍ୟ ଆଦର୍ଶ ଘରୋଇ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନା କରିବା ସହ କେନ୍ଦ୍ର…

[ଭିଡ଼ିଓ] ତୋର ନାଲିକୁ ମୋର କଳା : ଉପାନ୍ତ ଇଲାକାରେ ପରମ୍ପରା ନାଁରେ ଜମୁଛି ଜୁଆ ଆଡ୍ଡା

ମାଲକାନଗିରି: ତୋର ନାଲିକୁ ମୋର କଳା କୁକୁଡା, ଗଞ୍ଜା ଗୋଡରେ ବାନ୍ଦେ ଛୁରି ଆଉ ହାତରେ ଧରେ ଟଙ୍କା ଆ ଏଥର ଲଢେଇ କରିବା ଆଉ କିଏ ବାଜି ମାରୁଛି ତାହା ଦେଖିବା । ଏମିତି କିଛି ନିଆରା ଢଙ୍ଗରେ କୁକୁଡା ଲଢେଇକୁ ନେଇ ମାଲକାନଗିରି ଜିଲ୍ଲାରେ ଚାଲିଛି ଜୁଆ ଖେଳ । ତେବେ ୧୦ କି ୨୦ ଟଙ୍କାରେ ଏଇଠି…