Latest Odisha News

BREAKING NEWS

ସ୍ୱଳ୍ପ ଗଳ୍ପ : ବିଶ୍ୱ ସାହିତ୍ୟର ପ୍ରଥମ ଆତ୍ମଜୀବନୀ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୭୫ ବହିଟିର ନାଆଁ ହେଉଛି,"ଦି ବୁକ୍ ଅଫ୍ ମାର୍ଜେରି କେମ୍ପେ"।ଏହି ବହିଟି ର ପ୍ରକାଶ କାଳ ହେଉଛି ଖ୍ରୀଅ ୧୪୩୦। ବହିଟି ଇଂରେଜୀ ଭାଷାରେ ଲିଖିତ।ଏହି ବହିଟି ସାହିତ୍ୟ ସମାଲୋଚକଙ୍କ ମତରେ ଏଯାବତ୍ ଉପଲବ୍ଧ ଆତ୍ମଜୀବନୀମୂଳକ ପୁସ୍ତକ…

ଦୁଗ୍ଧ : ଏକ ବିକଳ୍ପର ଜନ୍ମକଥା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୭୩ ସ୍ମରଣରେ ଥାଉ ଏଇ ବ୍ରିଟିଶ ନାଆଁଟି । ଥୋମାସ୍ ସିପ୍ ଗ୍ରିମୱାଦେ । ଯେଉଁ ଘଟଣାକୁ ଉଲ୍ଲେଖ କରିବା ଆମର ଉଦ୍ଦେଶ୍ୟ ତାହାର ପ୍ରାୟ ଦଶ ବର୍ଷ ପରେ ଲଣ୍ଡନର ଏକ ସମାଚାର ପତ୍ର"ଲିଭିଙ୍ଗ ଏଜ୍" ତାହାର ୧୪ ଫେବ୍ରୁଆରୀ,୧୮୫୭…

ସ୍ୱଳ୍ପ ଗଳ୍ପ : ଯାହା ଏରାସମସ୍ କହିଛନ୍ତି

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୭୨ ବହିପୋକ ବା ଯାହାକୁ ଆମେ ଇଂରେଜୀରେ "ବୁକୱାର୍ମ" ବୋଲି କହିଥାଉ ତାହାର ତାତ୍ପର୍ଯ୍ୟାର୍ଥ ହେଉଛି ଏମିତି ଜଣେ ବହିନିବାସୀ ଚରିତ୍ର ଯିଏ ସର୍ବଦା ବହିର ଜଗତରେ ବସବାସ କରିଥାଏ ଆଉ ସେ ସେହି ବହି ଜଗତର ଅଭ୍ୟନ୍ତରକୁ ଏଇଭଳି…

ସ୍ଵଳ୍ପ ଗଳ୍ପ : ସମୟର ଚିତ୍ରନାଟ୍ୟ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୭୧ (କୋରସ୍) ଠିକଣା ତଉଲ ବେଉସା କହି ହାତରେ ନିକିତି ଧରିଛି ଭାଇ। ସଂସାର ବୋଲନ୍ତେ ଯେତେ ଗହକି ବେଗେ ନିଜ ମୂଲ ନିଅ ପରଖି। ପାଦରେ ଡେଣା ତା ପିଠିରେ ଡେଣା ଡେଣାକୁ ବୁଝିବା ପାଠରେ ଗଣା। ୨ (ନାଟ୍ୟାରମ୍ଭ)…

ସ୍ୱଳ୍ପ ଗଳ୍ପ : ରାଜାଙ୍କ ବାସ୍ନା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୭୦  ଖ୍ରୀପୂ ୨୧୦ ର କାହାଣୀ। କାହାଣୀ କହିଲେ ତ କେବଳ ଗୋଟିଏ ଅବସ୍ଥାନ। ବେଳେ ବେଳେ ନିର୍ଦ୍ଦିଷ୍ଟ,ବେଳେବେଳେ ଅନିର୍ଦ୍ଦିଷ୍ଟ । କାହାଣୀ କିନ୍ତୁ ପୁରାତନ ହୁଏ ନାହିଁ। ଯେତେବେଳେ ଦେଖିବ ଆଗ ଭଳି ବେଶ୍ ସତେଜ,ବେଶ୍…

ସ୍ୱଳ୍ପ ଗଳ୍ପ : ଡ୍ୟୁଡୋରେଣ୍ଟ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୬୯ ଡ୍ୟୁଡୋରେଣ୍ଟର କଥା ମାନେ ଦେହର ଝାଳ କଥା ଅବଶ୍ୟ ଆସିବ। ଝାଳକୁ ନେଇ ଆମର ଅନେକ ଗୌରବଗାଥା ପ୍ରଚଳିତ ରହିଛି। ଅସଲରେ ଆମେ "ମୁଣ୍ଡ ଝାଳକୁ ତୁଣ୍ଡରେ ମାରିବା " ଭଳି ଯେତିକି ଯେତିକି ଆତ୍ମମୋହିତ ହେବା ଭଳି କଥାମାନ…

ସ୍ୱଳ୍ପ ଗଳ୍ପ : କ୍ଷୁଦ୍ରକାୟ ପୃଥିବୀ ଏବଂ ଦୀର୍ଘକାୟ ସମ୍ରାଟ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୬୮ କ୍ଷୁଦ୍ରକାୟ ପୃଥିବୀ ଏବଂ ଦୀର୍ଘକାୟ ସମ୍ରାଟ କ୍ଷମତାର ଶକ୍ତ ରାଜଦଣ୍ଡଟି ଧାରଣ କରିଥିବା କାରଣରୁ ସମ୍ରାଟ ଆମର ଚେତନାରେ ଚିରକାଳ ଦୀର୍ଘକାୟ। ଏଇ କଥାକୁ କହିବାରର ଅର୍ଥ ନିଶ୍ଚୟ ଅତିକଥନ । ଦୀର୍ଘକାୟ ସମ୍ରାଟ…

ସ୍ୱଳ୍ପ ଗଳ୍ପ : କିଛି ବ୍ୟାଙ୍କ କର୍ମଚାରୀ, ଏକଦା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୬୭ ଗୋଟିଏ ବିଶେଷ ବର୍ଗ ତଥା କିଛି ବିଶେଷ ବ୍ୟାଙ୍କ କର୍ମଚାରୀଙ୍କୁ ଆଧାର କରି ଏଇ ଲେଖାଟି ଲିଖିତ। ପ୍ରଥମରୁ ଗୋଟିଏ ସ୍ପଷ୍ଟୀକରଣ। ସବୁ ବୃତ୍ତିରେ କିଛି ନା କିଛି ମାଙ୍କଡାମୀ ପ୍ରତ୍ୟକ୍ଷ ବା ପରୋକ୍ଷ ରୂପରେ ରହିଥାଏ।…

ସ୍ୱଳ୍ପ ଗଳ୍ପ : ଜଣେ ଅପରାଜିତ ରାଜକନ୍ୟା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୬୬ ବାସ୍ତବ ଜଗତର ରାଜକନ୍ୟାରୁ ସେ ଯେତେବେଳେ କାହାଣୀ ଜଗତର ଗୋଟିଏ ରାଜକନ୍ୟା ପାଲଟି ଗଲେ ସେତେବେଳେ ସେ ଅଧିକରୁ ଅଧିକ ସୁନ୍ଦର ଦିଶୁଥିଲେ। ରାଜକନ୍ୟାମାନଙ୍କୁ କାହାଣୀରେ ଅପରୂପା ଆଉ ଚିରକିଶୋରୀ କରି ରଖିବା ଭଳି ଆମର…

ସ୍ୱଳ୍ପ ଗଳ୍ପ : ଗଧର ପିଠିରେ ରକ୍ତଦାଗ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୬୫ ଗଧର ପିଠିରେ ରକ୍ତଦାଗ ସେ ଇଜିପ୍ଟର ଖଲିଫା। ନାଆଁ ଅଲ-ହକିମ୍ ବି-ଅମର । ତାଙ୍କର ମୁଣ୍ଡଦୋଷ ଥିଲା। ଆଉ ସେଇଥିପାଇଁ ଲୋକେ ତାଙ୍କୁ ପରୋକ୍ଷରେ କହୁଥିଲେ ହକିମ୍ ପାଗଳା। ହକିମ କହିଲେ ବୈଦ୍ୟଙ୍କୁ ବୁଝାଏ । ମାତ୍ର…