Latest Odisha News

BREAKING NEWS

[ଦେଖନ୍ତୁ ଭିଡ଼ିଓ] : ୬୧ ବର୍ଷ ତଳେ କଟକ ପ୍ରସିଦ୍ଧ ଦୁର୍ଗାପୂଜାର ବିରଳ ଭିଡ଼ିଓ

କଟକ: ଐତିହାସିକ ସହର କଟକ । ଏଠାରେ ପାର୍ବଣର ପରମ୍ପରା ନିଆରା । କଟକରେ ଶାରଦୀୟ ଦଶହରା ପୂଜାର ସ୍ଵତନ୍ତ୍ର ମାଦକତା ଓ ମହକ ରହିଛି । ଶତାଧିକ ବର୍ଷ ହେବ ଏଠାରେ ପାର୍ବଣ ପାରମ୍ପରିକ ରୀତିନୀତିରେ ପାଳିତ ହୋଇ ଆସୁଛି । କଟକ ଦୁର୍ଗାପୂଜା କେବେ ଆରମ୍ଭ ହେଲା ତାହାର ସେମିତି କିଛି…

ରାଜ୍ୟରେ ଅଣାୟତ୍ତ କରୋନା: ଗୋଟିଏ ଦିନରେ ୪ ହଜାର ସଂକ୍ରମିତ ଚିହ୍ନଟ !

ଭୁବନେଶ୍ୱର: ରାଜ୍ୟରେ କରାଳ ରୂପ ନେଲାଣି କରୋନା ଭୂତାଣୁ। କିଛି ଦିନ ହେବ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ଟପୁଛି। ଆଜି ଏହି ସଂଖ୍ୟା ୪ ହାଜର ପାଖାପାଖି ପହଞ୍ଚିଛି। ୨୪ ଘଣ୍ଟାରେ ରାଜ୍ୟରୁ ବାହାରିଛନ୍ତି ଆଉ ୩ ହଜାର ୯ ଶହ ୯୬ କରୋନା ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୨୩୫୯ ଓ…

ପ୍ରାଚୀନ କାଳରେ ମୁଦ୍ରା ସ୍ଥାନରେ କିପରି ହେଉଥିଲା ‘କଉଡି’ର ବ୍ୟବହାର, ଜାଣନ୍ତୁ

ଭୁବନେଶ୍ୱର: କଉଡ଼ି ବା କପର୍ଦ୍ଦକ ହେଉଛି ସାମୁଦ୍ରିକ ଜୀବର ଶକ୍ତ କୋଷ ବିଶେଷ। ଏହା 'ଧନ' ଓ 'ମୂଲ୍ୟ' କୁ ମଧ୍ୟ ସୂଚାଇଥାଏ। ପ୍ରାଚୀନ କାଳରେ ଏହା ଦେଶ ବିଦେଶରେ ମୁଦ୍ରା ରୂପେ ବ୍ୟବହୃତ ହେଉଥିଲା। ଓଡ଼ିଶାର କେଶରୀ ବଂଶର ରାଜାମାନଙ୍କ ରାଜତ୍ୱ କାଳରେ ଏବଂ ତା ପୂର୍ବରୁ ମୁଦ୍ରାରୂପେ କଉଡ଼ିର…

ବର୍ଷାରେ ଭୁଶୁଡିପଡିଲା ଏହି ପଦ୍ମଶ୍ରୀ ପୁରସ୍କୃତଙ୍କ ଘର; ଅସ୍ଥାୟୀ ବାସସ୍ଥାନ ପାଇଁ କଲେ ନିବେଦନ

ସମ୍ବଲପୁର: ଲୋକପ୍ରିୟ ଲୋକ ଗୀତ ରଙ୍ଗବତୀର ଗାୟକ ତଥା ପଦ୍ମଶ୍ରୀ ପୁରସ୍କାର ବିଜେତା ଜିତେନ୍ଦ୍ରୀୟ ହରିପାଲଙ୍କ ଝାଟିମାଟିର ଘର ପ୍ରବଳ ବର୍ଷା ଫଳରେ ଭାଙ୍ଗି ଯାଇଛି। ହରିପାଲ ତାଙ୍କ ପରିବାରର ସଦସ୍ୟମାନଙ୍କ ସହ ସମ୍ବଲପୁରର ଷ୍ଟେସନ ପଡିଆ ସ୍ଥିତ ଏକ ନୂଆଣିଆ ଚାଳ ଘରେ ରହିଆସୁଥିଲେ । ଗତମାସ…

ମାନସିକ ଅବସାଦରେ ରହୁଛନ୍ତି କି? 

ଭୁବନେଶ୍ୱର:  କରୋନା ପାଇଁ ସାରା ଦେଶରେ ଏବେ ସଙ୍କଟ । ବିଭିନ୍ନ ସମସ୍ୟାକୁ ନେଇ ଲୋକମାନେ ଅବସାଦରେ ଅଛନ୍ତି । କେତେ ଲୋକ ରୋଜଗାର ହରାଉଥିବା ବେଳେ କେତେ ଲୋକ ମାନସିକ ସନ୍ତୁଳନ ହରାଉଛନ୍ତି । ଅବସାଦ ଯୋଗୁଁ ଅନେକ ଆତ୍ମହତ୍ୟାର ବାଟ ବାଛି ନେଉଛନ୍ତି। ଏହାସହ ସାଧାରଣ ଜୀବନରେ ଆପଣ ସୁସ୍ଥ…

ମେଡ଼ିସିନ ବାବା: ଧନୀଙ୍କ ପାଖେ ହାତ ପତେଇ ଗରିବଙ୍କ ପାଇଁ ଏକାଠି କରନ୍ତି ଔଷଧ

ନୂଆଦିଲ୍ଲୀ: ସାଧାରଣତଃ ବାବା କହିଲେ ଆମ ମନକୁ ଆସେ କେହି ଜଣେ ବୃଦ୍ଧ ବ୍ୟକ୍ତି ନିଜ ଧର୍ମ ପ୍ରଚାର ପାଇଁ କାମ କରୁଥିବେ ।  କିନ୍ତୁ ଦିଲ୍ଲୀରେ ଏମିତି ଜଣେ ବାବା ଅଛନ୍ତି, ଯିଏ ଧର୍ମ, ଜାତି ଉପରକୁ ଉଠି ମାନବଧର୍ମ ବିଷୟରେ ଭାବନ୍ତି ଓ ଗରିବ ଲୋକଙ୍କର ସହାୟତା କରିବାକୁ ନିଜ ଜୀବନର ଲକ୍ଷ୍ୟ…

ଗୋଟିଏ ଦିନରେ ରାଜ୍ୟରେ ୩୬୦୦ ଟପିଲା କରୋନା କେସ୍

ଭୁବନେଶ୍ୱର: ରାଜ୍ୟରେ କରାଳ ରୂପ ନେଲାଣି କରୋନା ଭୂତାଣୁ। କିଛି ଦିନ ହେବ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ଟପୁଛି। ୨୪ ଘଣ୍ଟାରେ ରାଜ୍ୟରୁ ବାହାରିଛନ୍ତି ଆଉ ୩ ହଜାର ୬ ଶହ ୩୧ କରୋନା ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୨୨୧୪ ଓ ଲୋକାଲ୍ କଣ୍ଟାକ୍ଟ କେସ ରହିଛି ୧୪୧୭ । ଖୋର୍ଦ୍ଧା…

ହୀରାକୁଦରେ ଧୀରେଧିରେ ବନ୍ଦ ହେଉଛି ଗେଟ୍; ୧୬ ଟି ଗେଟ ଦେଇ ପ୍ରବାହିତ ହେଉଛି ବନ୍ୟାଜଳ

ସମ୍ବଲପୁର: କମିଛି ବର୍ଷାର ପରିମାଣ। ହୀରାକୁଦରେ ବନ୍ଦ ହେଉଛି ଗେଟ୍ । ବର୍ତ୍ତମାନ ସୁଦ୍ଧା ହୀରାକୁଦର ଜଳଭଣ୍ଡାରରୁ ୧୬ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟା ପାଣି ନିଷ୍କାସିତ ହେଉଛି । ହୀରାକୁଦର ମୋଟ୍ ୪୬ ଟି ଗେଟ ଖୋଲା ଯାଇଥିଲା । ତେବେ ସେଥିରୁ ଆଉ ୧୬ ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି ।…

ଦେହ ପାଇଁ କେତେ ଉପକାରୀ ତେନ୍ତୁଳି…

ଭୁବନେଶ୍ୱର: ପାଟିକୁ ଖଟା ଲାଗିଲେ ସୁଦ୍ଧା ଦେହ ପାଇଁ ହିତକର ତେନ୍ତୁଳି । ଏହାକୁ ସାଧାରଣତଃ ଖଟା କିମ୍ବା ଆଚାର ପ୍ରସ୍ତୁତି ରେ ବ୍ୟବହାର କରାଯାଇଥାଏ। ତେନ୍ତୁଳିରେ ଥିବା ଭିଟାମିନ୍‌ ଇ’, ସି’ ଓ ବି’ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବଢ଼ାଇଥାଏ। ତେନ୍ତୁଳିରେ ଥିବା ଫାଇବର୍‌ ଖାଦ୍ୟ ହଜମରେ…

ହୀରାକୁଦରେ ୨୪ ଟି ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ସମ୍ବଲପୁର: କମିଛି ବର୍ଷାର ପରିମାଣ। ହୀରାକୁଦରେ ବନ୍ଦ ହେଉଛି ଗେଟ୍ । ବର୍ତ୍ତମାନ ସୁଦ୍ଧା ହୀରାକୁଦର ଜଳଭଣ୍ଡାରରୁ ୨୪ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟା ପାଣି ନିଷ୍କାସିତ ହେଉଛି । ହୀରାକୁଦର ମୋଟ୍ ୪୬ ଟି ଗେଟ ଖୋଲା ଯାଇଥିଲା । ତେବେ ସେଥିରୁ ୨୨ଟି ଗେଟ୍ ବନ୍ଦ ହୋଇଥିବା ବେଳେ ଆଉ ୨୪ ଟି…