Latest Odisha News

BREAKING NEWS

ଦେହ ପାଇଁ କେତେ ଉପକାରୀ ତେନ୍ତୁଳି…

ଭୁବନେଶ୍ୱର: ପାଟିକୁ ଖଟା ଲାଗିଲେ ସୁଦ୍ଧା ଦେହ ପାଇଁ ହିତକର ତେନ୍ତୁଳି । ଏହାକୁ ସାଧାରଣତଃ ଖଟା କିମ୍ବା ଆଚାର ପ୍ରସ୍ତୁତି ରେ ବ୍ୟବହାର କରାଯାଇଥାଏ।

ତେନ୍ତୁଳିରେ ଥିବା ଭିଟାମିନ୍‌ ଇ’, ସି’ ଓ ବି’ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବଢ଼ାଇଥାଏ। ତେନ୍ତୁଳିରେ ଥିବା ଫାଇବର୍‌ ଖାଦ୍ୟ ହଜମରେ ସହାୟକ ହୋଇଥାଏ।

ତେନ୍ତୁଳିରେ ବହୁତ ପରିମାଣରେ ଆଇରନ୍‌, ଫାଇବର୍‌, ମ୍ୟାଗ୍‌ନେସିୟମ୍‌, କ୍ୟାଲ୍‌ସିୟମ୍‌ ଓ ଫସ୍‌ଫରସ୍‌ ଭଳି ଭିଟାମିନ୍‌ ପ୍ରଚୁର ପରିମାଣରେ ରହିଥାଏ। ଯାହା ଶରୀରକୁ ସୁସ୍ଥ ରଖିବାରେ ସାହଯ୍ୟ କରେ।

ତେନ୍ତୁଳିରେ ଥିବା ପ୍ରଚୂର ମାତ୍ରାର ପୋଟାସିୟମ୍‌ ଶରୀରକୁ ଉଚ୍ଚ ରକ୍ତଚାପ ଓ କୋଲେଷ୍ଟ୍ରଲ ଭଳି ସମସ୍ୟାରୁ ସୁରକ୍ଷା ଦେଇଥାଏ।

Leave A Reply

Your email address will not be published.