ପାକିସ୍ତାନ ୧୯ ବର୍ଷରୁ କମ୍ କ୍ରିକେଟ୍ ଟିମ୍କୁ ଘେରିଲେ ବିକ୍ଷୋଭକାରୀ: ହୋଟେଲ ଆଗରେ ହଙ୍ଗାମା
ଲଣ୍ଡନ : ବ୍ରିଟେନ ଗସ୍ତରେ ଥିବା ପାକିସ୍ତାନର ୧୯ ବର୍ଷରୁ କମ୍ କ୍ରିକେଟ୍ ଦଳକୁ ନେଇ ଗୋଟିଏ ଅଜବ ଓ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପୋର୍ଟସମାଉଥ୍ ସହରର ଏକ ହୋଟେଲରେ ରହୁଥିବା ପାକିସ୍ତାନୀ ଖେଳାଳିମାନଙ୍କୁ ବେଆଇନ ଶରଣାର୍ଥୀ ବା ଅନୁପ୍ରବେଶକାରୀ ଭାବି ପ୍ରାୟ ୩୦ ରୁ ୪୦ ଜଣ…