ଧାରାବାହିକ ଉପନ୍ୟାସ : ଦେବୀ (୪୦)
କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୪୦
ବାହାରେ ଲାଗିଲାଣି ଆଲୁଅର ମହୋତ୍ସବ। ଘାସ ମଥାରେ ସଞ୍ଚିତ ବିଶ୍ୱାସ ମୁଣ୍ଡରେ ବୋହିଲେଣି ଏକ ସୂର୍ଯ୍ୟ। ଖୁସିହେବାର ଘୋଷଣାରତ ପକ୍ଷୀମାନେ ଏକ ଅନିଶ୍ଚିତ ମାତ୍ର ବିଶ୍ୱାସଯୋଗ୍ୟ ପଥ ଲଙ୍ଘିବା ଦିଗରେ।ଏ କ ମଶାଣୀଆ ନିରବତା ଓ…