ଧାରାବାହିକ ଉପନ୍ୟାସ : ଦେବୀ (୨୦)
କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୨୦
ପ୍ରୀତିପୁର ଆଉ ମୁକ୍ତାପୁର ମଝିରେ ଯେଉଁ ବିସ୍ତୀର୍ଣ୍ଣ ଉଚ୍ଚ ଭୂମି ତାହା ଦିନଥିଲା ଏକ ସବୁଜ ସମୃଦ୍ଧ ଗାଆଁ ବିରହପୁର। ତାହାର ଏକ ଦିଗରେ ସମୁଦ୍ର ଅନ୍ୟ ଏକ ଦିଗରେ ପ୍ରାଚୀ ନଈ। ଗାଆଁକୁ ଲାଗି ଛୋଟ ଏକ ବଣ।ଗାଆଁର ଚାରିଦିଗରେ…