Latest Odisha News

BREAKING NEWS

ବାଲେଶ୍ୱର ଓ ଭଦ୍ରକରେ ସନ୍ଧ୍ୟାରେ ବଢ଼ିପାରେ ପବନର ବେଗ: ଆଇଏମ୍‌ଡି

ନୂଆଦିଲ୍ଲୀ: ବତ୍ୟା ଅମ୍ଫାନ ଯୋଗୁଁ ଉତ୍ତର ଓଡ଼ିଶାରେ ବଢ଼ୁଛି ପବନର ବେଗ । ଏବେ ଏହା ପଶ୍ଚିମବଙ୍ଗକୁ ଗତି କରିଛି, କିନ୍ତୁ ଏହାର ପ୍ରଭାବ ଉତ୍ତର ଓଡ଼ିଶାରେ ପଡିଛି । ବାଲେଶ୍ୱରରେ ୯୧ କିଲୋମିଟର ବେଗରେ ପବନ ବହୁଛି । ଏନେଇ ଆଇଏମ୍‌ଡି ଡିଜି ସୂଚନା ଦେଇଛନ୍ତି । ସେହିପରି ଚାନ୍ଦବାଲିରେ ମଧ୍ୟ…

ବସ୍‌, ଟ୍ରେନ୍ ପରେ ମେ’୨୫ରୁ ଉଡିବ ଘରୋଇ ବିମାନ

ନୂଆଦିଲ୍ଲୀ: ବସ୍‌, ଟ୍ରେନ୍ ପରେ ଦେଶରେ ଆରମ୍ଭ ହେବ ଘରୋଇ ବିମାନ ସେବା । ଆସନ୍ତା ମେ’ ୨୫ରୁ ଦେଶରେ ଆଂଶିକ ଭାବେ ଘରୋଇ ବିମାନ ସେବା ଆରମ୍ଭ ହେବ । ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ସୂଚନା ଦେଇଛନ୍ତି । ପ୍ରଥମିକ ପର୍ଯ୍ୟାୟରେ ଘରୋଇ ବିମାନ ଉଡାଣ ଭରିବ । ଏନେଇ…

‘ଅମ୍ଫାନ’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ, ସୁନ୍ଦରବନରେ ଛୁଇଁଲା ସ୍ଥଳଭାଗ

ଭୁବନେଶ୍ୱର: ଆରମ୍ଭ ହୋଇଛି ମହାବାତ୍ୟା ‘ଅମ୍ଫାନ’ର ଲ୍ୟାଣ୍ଡଫଲ ପ୍ରକ୍ରିୟା । ଏହା ପଶ୍ଚିମବଙ୍ଗର ସୁନ୍ଦରବନରେ ସ୍ଥଳଭାଗ ଛୁଇଁଛି । ଧୀରେ ଧୀରେ ଅମ୍ଫାନର ସମ୍ମୁଖ ଭାଗ ସ୍ଥଳଭାଗକୁ ପ୍ରବେଶ କରୁଛି । ଏହି ଲ୍ୟାଣ୍ଡଫଲ ଶେଷ ହେବାକୁ ପ୍ରାୟ ୪ ଘଂଟା ସମୟ ଲାଗିବ । ଏନେଇ ଆଞ୍ଚଳିକ ପାଣିପାଗ…

‘ଅମ୍ଫାନ’ ନେଲା ଆଉ ଏକ ମୁଣ୍ଡ, କେନ୍ଦ୍ରାପଡାରେ ଜଣେ ମୃତ

କେନ୍ଦ୍ରାପଡା: ଧୀରେ ଧୀରେ ଭୟଙ୍କର ରୂପ ଧାରଣ କରୁଛି ବାତ୍ୟା ‘ଅମ୍ଫନ’ । ଏହାର ପ୍ରଭାବର ପୁରା ଉତ୍ତର ଓଡ଼ିଶାରେ ପଡିଥିବା ଦେଖିବାକୁ ମିଳିଛି । ଅମ୍ଫାନ ବାତ୍ୟାରେ କେନ୍ଦ୍ରାପଡା ସାତଭାୟାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିିଳିଛି । ମୃତ ମହିଳାଙ୍କ ବୟସ ୫୭ ବର୍ଷ । ତାଙ୍କ ନାଁ…

‘ଅମ୍ଫାନ’ ମୁକାବିଲା ପାଇଁ ସଜାଗ ଅଛି ଏନ୍‌ଡିଆର୍‌ଏଫ୍

ନୂଆଦିଲ୍ଲୀ: ଆସନ୍ତାକାଲି ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବ ବାତ୍ୟା ଅମ୍ଫାନ । ଲ୍ୟାଣ୍ଡଫଲ ବେଳେ ଏହାର ତାଣ୍ଡବ ରଚିବ । ଏହାର ପ୍ରଭାବ ଫନି ଭଳି ରହିବ । ଏଥିପାଇଁ ପୁରା ସଜାଗ ଅଛି ଏନ୍‌ଡିଆର୍‌ଏଫ୍ । ଏନେଇ ଏନ୍‌ଡିଆର୍‌ଏଫ୍ ଡିଜି ସତ୍ୟନାରାୟଣ ପ୍ରଧାନ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି…

ଉତ୍ତର ଓଡ଼ିଶାରେ ରହିବ ବାତ୍ୟା ‘ଅମ୍ଫାନ’ର ପ୍ରଭାବ: ଆଇଏମ୍‌ଡି

ଭୁବନେଶ୍ୱର:ଧିରେ ଧିରେ ସ୍ଥଳଭାଗ ଆଡକୁ ମାଡି ଆସୁଛି ବାତ୍ୟା ଅମ୍ଫାନ । ଯେତେ ଆଗକୁ ଆସୁଛି ସେତେ ଅଶାନ୍ତ ହେଉଛି ସମୁଦ୍ରକୂଳ । ୧୯୯୯ ମହାବାତ୍ୟା ପରେ ଏହା ହେଉଛି ବଙ୍ଗୋପସାଗରେ ଆସୁଥିବା ସବୁଠୁ ବଡ ବାତ୍ୟା । ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୫ କିମି ବେଗରେ ଗତି କରୁଛି । ଏହି…

୩ ରାଜ୍ୟର ଲୋକଙ୍କୁ କର୍ଣ୍ଣାଟକ ପ୍ରବେଶ ମନା

ବେଙ୍ଗାଳୁରୁ: ସାରା ଦେଶରେ ଗତକାଲିଠାରୁ ଲାଗୁ ହୋଇଛି ଲକଡାଉନ-୪ । ଏହି ଚତୁର୍ଥ ପର୍ଯ୍ୟାୟ ଲକଡାଉନରେ କେନ୍ଦ୍ର ସରକାର ଅନେକ ଜିନିଷ କୋହଳ କରିଛନ୍ତି । ତେବେ କର୍ଣ୍ଣାଟକ ସରକାର କିନ୍ତୁ ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛି । ନିଜ ରାଜ୍ୟର ସୁରକ୍ଷାକୁ ନଜରରେ ରଖି ୩ ରାଜ୍ୟର ଲୋକଙ୍କୁ…

କୋଚିଂ ସେଣ୍ଟର ଖୋଲିବା ନେଇ ରାଜ୍ୟପାଳଙ୍କୁ ଦାବିପତ୍ର

ଭୁବନେଶ୍ୱର: ବିଭିନ୍ନ ସ୍କୁଲରେ ଶିକ୍ଷା ଗ୍ରହଣ କଲେ ମଧ୍ୟ ଛାତ୍ରଛାତ୍ରୀ ଟ୍ୟୁସନ୍ ଓ କୋଚିଂ ସେଣ୍ଟର ଉପରେ ନିର୍ଭର କରିଥାନ୍ତି । କରୋନା ମହାମାରୀ ଲକ୍ ଡାଉନ୍ ଯୋଗଁ ଶିକ୍ଷାର ବିକାଶ ଉପରେ ପ୍ରଭାବ ପକାଇଛି । କେବଳ ବିଦ୍ୟାଳୟର ଅନ୍ ଲାଇନ୍ ପାଠରେ ଛାତ୍ରଛାତ୍ରୀଙ୍କ ଅଧିକ ବିକାଶ ହୋଇ ପାରିବ…

କରୋନା କବଳରେ କରୋନା ଯୋଦ୍ଧା, ରାଜ୍ୟର ପ୍ରଥମ ପୋଲିସ କର୍ମୀ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: କରୋନା କବଳରେ ରାଜ୍ୟର ପ୍ରଥମ ପୋଲିସ କର୍ମୀ । ଆକ୍ରାନ୍ତ ଜଣକ ଭୁବନେଶ୍ୱରର ସଶସ୍ତ୍ର ରିଜର୍ଭ ପୋଲିସ (ଏପିଆର) ର ଜଣେ ୩୬ ବର୍ଷୀଯ କନେଷ୍ଟବଳ ବୋଲି ସୂଚନା ମିଳିଛି । ତାଙ୍କ ନିକଟରେ କରୋନା ଲକ୍ଷଣ ନଥିବା ଜଣାପଡ଼ିଛି । ମାତ୍ର ସେ ଦୁଇଜଣ ରାଜ୍ୟ ବାହାର ଶ୍ରମିକଙ୍କ ସଂସ୍ପର୍ଶରେ…

‘ଅମ୍ଫାନ’ ମୁକାବିଲା, ପ୍ରସ୍ତୁତ ଅଛି ୭୬୦୦ ବାତ୍ୟା ଆଶ୍ରୟସ୍ଥଳୀ: ମନ୍ତ୍ରୀ

ଭୁବନେଶ୍ୱର: ସମୁଦ୍ର ଭିତରେ ମହାବାତ୍ୟର ରୂପ ନେଇଛି ସାମୁଦ୍ରିକ ଝଡ ଅମ୍ଫାନ । ଭାରତୀୟ ପାଣିପାଗ ବିଜ୍ଞାନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ତେବେ ବାତ୍ୟା ମୁକାବିଲା ନେଇ ପଂଚାୟତରାଜ ଓ ନଗର ଉନ୍ନୟନମନ୍ତ୍ରୀ ପ୍ରତାପ ଜେନା ସମୀକ୍ଷା କରିଛନ୍ତି । ସେ କହିଛନ୍ତି, ବାତ୍ୟାର ମୁକାବଇଲା…