Latest Odisha News

BREAKING NEWS

ପ୍ରବାସୀ କହିଲେ ‘କୁଛ ତୋ କରୋ ସରକାର’

ମୋହାଲି: ଖାଲି ପଡିଛି ଘରଦ୍ୱାର । କିଛି ତ କର ସରକାର । ଆମ ଶ୍ରମିକଙ୍କୁ ଆମ ଗାଁକୁ ପଠାଇ ଦିଅ । ଯିଏ ଆମକୁ ଆଣିଥିଲା ସିଏ ମଝି ରାସ୍ତାରେ ଝାଡି ପଳାଇଲା । ପାପି ପେଟ ପାଇଁ ଆମେ କରୁଛୁ ସଂଘର୍ଷ । କିଛି ତ ସରକାର, ଆମକୁ ଆମ ଘରକୁ ପଠାଇଦିଅ । କିଛି ଏଭଳି ଅଭିନବ ଢ଼ଙ୍ଗରେ ଗୀତ ଗାଇ ନିଜ ଦୁଃଖ…

ରାଜସ୍ଥାନ ହାଇକୋର୍ଟରେ ଘରୋଇ ସ୍କୁଲ ଛାତ୍ରଛାତ୍ରୀଙ୍କ ସ୍କୁଲ ଫି’ ଛାଡ ଆବେଦନ ଖାରଜ

ଜୟପୁର: ଖାରଜ ହେଲା ଲକଡାଉନ୍ ସମୟରେ ଘରୋଇ ସ୍କୁଲର ଛାତ୍ରଛାତ୍ରୀଙ୍କ ସ୍କୁଲ ଫି’ ଛାଡ ଆବେଦନ । ଏହାକୁ ରାଜସ୍ଥାନ ହାଇକୋର୍ଟ ଖାରଜ କରିଛନ୍ତି । କୋର୍ଟ କହିଛନ୍ତି ଯେ, ପୂର୍ବରୁ ରାଜ୍ୟ ସରକାର ଏପ୍ରିଲ୯ରେ ସ୍କୁଲ ଫି ସ୍ଥଗିତ ରଖିବା ପାଇଁ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ । ତେଣୁ ଏହି…

ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍‌କୁ ଜଟଣୀ ମନା: ସୁର ରାଉତରାୟ

ଭୁବନେଶ୍ୱର: ରାଜ୍ୟକୁ ଫେରୁଛନ୍ତି ଶହ ଶହ ପ୍ରବାସୀ ଓଡ଼ିଆ । ସରକାରଙ୍କ ଶ୍ରମିକଙ୍କ ଫେରିବା ପାଇଁ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ ବ୍ୟବସ୍ଥା କରିଛନ୍ତି । ତେବେ ଏହି ସ୍ୱତନ୍ତ୍ର ଟ୍ରେନ୍‌କୁ ଜଟଣୀରେ ଅଟକିବାକୁ ଦେବୁ ନାହିଁ ବୋଲି ଜଟଣୀ ବିଧାୟକ ସୁର ରାଉତରାୟ । ସେ କହିଛନ୍ତି, ସରକାର ବାହାର…

ହସ୍ପିଟାଲ ବେଡ୍‌ରେ ୧୫ ମାସର କରୋନା ଶିଶୁ, ଡାକ୍ତରଙ୍କୁ ଦେଉଛି ଫ୍ଲାଇଂ କିସ୍‌

ଚଣ୍ଡିଗଡ: କରୋନା ସହ ଲଢ଼ୁଛି କୁନି ଛୁଆ । ହସ୍ପିଟାଲ ବେଡ୍ ଉପରେ ସେ ଡାକ୍ତରଙ୍କୁ ଦେଉଛି ଫ୍ଲାଇଂ କିସ୍ । ହ୍ୟାଣ୍ଡ ସେକ୍ ମଧ୍ୟ କରୁଛି । କେବଳ ସେତିକି ନୁହେଁ ତା’ ପାଖରେ ଠିଆ ହୋଇଥିବା ଡାକ୍ତର ତାକୁ ଯେପରି କହୁଛନ୍ତି ସେ ସେପରି କରୁଛି । ଆଉ ଡାକ୍ତର ମଧ୍ୟ ତା ସହ ଖେଳୁଛନ୍ତି, ତାକୁ…

କ୍ରିକେଟ ଖେଳିଛନ୍ତି କରୋନା ପଜିଟିଭ

ବଲାଙ୍ଗିର: କେସ୍ ନମ୍ବର-୧୪୭ଙ୍କ ଆସିଲା ଗସ୍ତ ବିବରଣୀ । ବଲାଙ୍ଗିର ଲେଖିରିଆର ଏହି ୧୮ ବର୍ଷୀୟ ଆକ୍ରାନ୍ତ ଯୁବକଙ୍କ ବାବଦରେ ତଥ୍ୟ ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ୧୬ ମାର୍ଚ୍ଚ ରାତିରେ ତାମିଲନାଡୁର ତିରିପୁରରୁ ବଲାଙ୍ଗିର ଆସିଥିଲେ ଆକ୍ରାନ୍ତ ଜଣକ । ୧୭ ମାର୍ଚ୍ଚରେ ଅନ୍ୟ ୪ ଜଣଙ୍କ ସହ…

ବାହାର ଫେରନ୍ତାଙ୍କ ଯତ୍ନ ନେବାକୁ ନିବେଦନ କଲେ ନବୀନ

ଭୁବନେଶ୍ୱର: ୧୦ ଦିନ ତଳେ ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ୬୧ ଥିଲା । ଏବେ ତାହା ଦୁଇ ଗୁଣ ବଢିଗଲାଣି । କିନ୍ତୁ ଡରିବାର ନାହିଁ । ଆମେ ସତର୍କ ରହିଲେ ବିପଦକୁ ଏଡାଇ ଦେଇପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟବାସୀଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରଥମେ…

ଲୁଡୁ ଖେଳ ହେଲା କାଳ, ସ୍ତ୍ରୀର ମେରୁଦଣ୍ଡ ଭାଙ୍ଗିଦେଲା ସ୍ୱାମୀ

ଗୁଜୁରାଟ: ଲୁଡୁ ଖେଳ ହେଲା କାଳ । ହାରିବା ସହ୍ୟ କରିପାରିଲେନି ସ୍ୱାମୀ । ରାଗିଗଲେ, ସ୍ତ୍ରୀକୁ ନିସ୍ତୁକ ମାଡ ମଧ୍ୟ ମାରିଲେ । ରାଗ ଏତେ ଯେ, ସ୍ତ୍ରୀକୁ ପିଟି ପିଟି ତାର ମେରୁଦଣ୍ଡ ଭାଙ୍ଗିଦେଲେ । ଲକଡାଉନ୍ ଭିତରେ ଏଭଳି ଏକ ଲୋମଟାଙ୍କୁରା କାହାଣୀ ସାମ୍ନାକୁ ଆସିଛି ଗୁଜୁରାଟ ବଡୋଦରାରୁ ।…

ଯାଜପୁରରୁ ଚିହ୍ନଟ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ, ୧୧୧ ଛୁଇଁଲା ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ପୁଣି ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସମ୍ପୃକ୍ତ ବ୍ୟକ୍ତି ଜଣକ ହେଲେ ଯାଜପୁର ବାସୁଦେବପୁରର । ତାଙ୍କ ବୟସ ୩୪ ବର୍ଷ । ସେ ନିକଟରେ କୋଲକତାରୁ ଫେରିଥିବା ଜଣାପଡିଛି । ଆକ୍ରାନ୍ତ ବ୍ୟକ୍ତିଙ୍କ କଂଟାକ୍ଟ ଟ୍ରେସିଂ କାମ ଜାରି ରହିଛି । ଏହାକୁ ମିଶାଇ…

କଟକଣା ଯୁକ୍ତ ରଥଯାତ୍ରା ହେଉ: ମୁକ୍ତି ମଣ୍ଡପ

ପୁରୀ: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ି ଚାଲିଛି । ସେପଟେ କରୋନା ନେଇ ସମଗ୍ର ରାଜ୍ୟରେ ଲକଡାଉନ୍ ମଧ୍ୟ ଜାରି ରହିଛି । ଲକଡାଉନ୍ କଟକଣା ଭିତରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ହେବ ନା ନାହିଁ ତାକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା ଲାଗି ରହିଛି । ଏହାକୁ ନେଇ ଆଜି ଜଗନ୍ନାଥ…

ଦାମୀ ଗାଡିରେ ବିଦେଶୀ ମଦ କାରବାର, ଜଣେ ଗିରଫ

ଭୁବନେଶ୍ୱର: ତାଲାବନ୍ଦ ମଧ୍ୟରେ ଦାମୀ ଗାଡିରେ ବୁହା ଚାଲିଛି ବିଦେଶୀ ମଦ । ଭୁବନେଶ୍ୱର ସ୍ଥିତ ନୟାପଲ୍ଲିରୁ ବିପୁଳ ବ୍ରାଣ୍ଡେଡ ବିଦେଶୀ ମଦ ଜବତ ହୋଇଛି । ବଡ କଥା ହେଲା ଏହି ମଦ ଗୁଡିକୁ ଏକ ଦାମୀ ଗାଡିରେ ବୁହା ଯାଉଥିବା ଜଣାପଡିଛି । ପୋଲିସ ଖବର ପାଇ ଚଢ଼ାଉ କରି ଗାଡିରୁ ୫୧ ଲିଟର ବିଦେଶୀ…