ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି
ଆଦୌ ରୂପାନ୍ତର ଚାହୁଁ ନଥିବା ପୃଥିବୀ
ଏହି ଗୋଟିକ ଶେଷ ଚିଠି ହେଉ ତୁମ ପାଇଁ ପ୍ରକାଶ୍ୟରେ । 'ଶେଷ' ଶବ୍ଦଟି ହିଁ ଲୁହଉଦ୍ରେକକାରୀ କାରଣ ବିଦାୟର ଭାବଟି କେମିତି କେଜାଣି ଯୋଡ଼ି ହୋଇରହିଥାଏ ଏହା ସହ ପ୍ରଚ୍ଛନ୍ନ ଭାବରେ। ଦିନେ କେବେ କହୁଥିଲି ପ୍ରତିଟି ପରିଣତି ପୂର୍ଣ୍ଣତାରେ ସମ୍ପନ୍ନ ହେଉ…