Latest Odisha News

ରାଜ୍ୟରେ ଆଉ ୩ କରୋନା ପଜିଟିଭ୍ ରୋଗୀ ଚିହ୍ନଟ, ମୋଟ ସଂଖ୍ୟା ୧୦୩ ଛୁଇଁଲା

ଭୁବନେଶ୍ୱର: ଶନିବାର କରୋନା ପଜିଟିଭ୍ ରୋଗୀଙ୍କ ସଂଖ୍ୟା ୧୦୦ ଛୁଇଁଥିବା ବେଳେ ଆଜି ଆଉ ତିନି କରୋନା ପଜିଟିଭ୍ ରୋଗୀ ଚିହ୍‌ନଟ ହୋଇଛନ୍ତି । ଏଥି ସହ ମୋଟ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୧୦୩ରେ ପହଞ୍ଚିଛି ବୋଲି ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଟିହ୍ନଟ ହୋଇଥିବା…

ଆଜି ଦିନ ୧୧ଟାରେ ମୋଦୀଙ୍କ ‘ମନ୍ କୀ ବାତ୍‌’

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନ ୧୧ଟାରେ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କୀ ବାତ୍‌’ ଜରିଆରେ ନିଜ ମତ ରଖିବେ । ଏହି ୬୪ ତମ ଅଧ୍ୟାୟରେ ସେ ଦେଶବ୍ୟାପୀ କରୋନା ସଂକ୍ରମଣ ଭୟରେ ଚାଲିଥିବା ଲକ୍‌ଡାଉନ ପ୍ରସଙ୍ଗରେ ନିଜ ମତ ରଖିବେ । ମନ କୀ ବାତ୍ ନେଇ…

୧୦୦ ଛୁଇଁଲା ଓଡିଶାରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା

ଭୁବନେଶ୍ୱର : ଯାଜପୁରରେ ଶନିବାର ୬ ଜଣ କରୋନା ପଜିଟିଭ ଚିହ୍ନଟ ହେବା ସହିତ ଓଡିଶାରେ ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୧୦୦ ଛୁଇଁଛି । ଏଥି ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟରରେ ସୂଚନା ଦିଆଯାଇଛି । Health Update: 25th April, 2020 Six New Positive Cases in…

ରାଜ୍ୟରେ କରୋନା ସଂକ୍ରମିତ ୧୦ ଜିଲ୍ଲା ମଧ୍ୟରୁ ୫ କରୋନା ମୁକ୍ତ

ଭୁବନେଶ୍ୱର: ଓଡିଶାର ୧୦ ଜିଲ୍ଲାରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏଥି ମଧ୍ୟରୁ ୫ଟି ଜିଲ୍ଲା ଏବେ କରୋନା ମୁକ୍ତ ହୋଇଛନ୍ତି । ଏ ନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । କରୋନା ମୁକ୍ତ ହୋଇଥିବା ଏହି ଜିଲ୍ଲାଗୁଡିକ ମଧ୍ୟରେ ରହିଛି କଟକ, ପୁରୀ,…

କରୋନା ପାଇଁ ବାତିଲ ହେଲା ସ୍ପେନର ପ୍ରସିଦ୍ଧ ଟମାଟୋ ଫିଙ୍ଗା ପର୍ବ ‘ଲା ଟମାଟିନା’

ବୁନୋଲ୍‌ (ସ୍ପେନ): କରୋନା ସଂକ୍ରମଣ ପାଇଁ ସ୍ପେନର ପ୍ରସିଦ୍ଧ ଟମାଟୋ ଫିଙ୍ଗା ପର୍ବ ‘ଲା ଟମାଟିନା’ ବାତିଲ୍ ହୋଇଥିବା ଘୋଷଣା କରାଯାଇଛି । ବର୍ତ୍ତମାନ ସ୍ପେନରେ କରୋନା ମହାମାରୀ ରୂପ ନେଇଥିବାରୁ ଅଗଷ୍ଟ ମାସରେ ହେବାକୁ ଥିବା ଏହି ଉତ୍ସବକୁ ବାତିଲ କରାଯାଇଛି । ସହସ୍ରାଧିକ ବିଦେଶୀ…

ଲକ୍ ଡାଉନ ଡାଏରୀ: ସରକାରଙ୍କ ସଚେତନତା ବାର୍ତ୍ତାର ଚେହେରା ବିଜୟଲକ୍ଷ୍ମୀ, ଲୋକଙ୍କୁ ସଚେତନ କରୁଥିବାରୁ ଖୁସି

ଭୁବନେଶ୍ୱର: କରୋନା ସଂକ୍ରମଣ ନେଇ ସରକାର ଲୋକଙ୍କୁ ବାରମ୍ବାର ସଚେତନ କରୁଛନ୍ତି । ଏଥି ପାଇଁ ଟିଭିରେ ବିଭିନ୍ନ ପ୍ରକାର ବିଜ୍ଞାପନ ଜରିଆରେ ବିଭିନ୍ନ ପ୍ରସଙ୍ଗରେ ସଚେତନତାର ବାର୍ତ୍ତା ଦିଆଯାଉଛି । ତେବେ ଏସବୁ ବାର୍ତ୍ତା ଦେବା ଭିତରେ ଯିଏ ଓଡିଶାବାସୀଙ୍କ ବେଶୀ ପରିଚିତ ହୋଇପାରିଛନ୍ତି ସେ…

ଲକ୍‌ଡାଉନ୍‌ରେ ଦୋକାନ ଖୋଲିବା ନେଇ ନୂଆ ନିର୍ଦ୍ଦେଶ ଜାରି କଲେ ଓଡିଶା ସରକାର 

ଭୁବନେଶ୍ୱର: ଲକ୍‌ଡାଉନ୍‌ରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ, ଔଷଧ ଏବଂ ଜରୁରୀକାଳୀନ ସେବା ଯୋଗାଉଥିବା ଦୋକାନ ଖୋଲା ରହିଥିବାବେଳେ, ଓଡିଶା ସରକାରଙ୍କ ପକ୍ଷରୁ ଆଜି ସଂଶୋଧିତ ନିର୍ଦ୍ଦେଶ ଜାରି କରାଯାଇଛି । କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଗତାକାଲି ଜାରି ହୋଇଥିବା ସଂଶୋଧିକ…

ଯାଜପୁରରେ ସଟ୍‌ଡାଉନ୍ ସ୍ଥିତି ସମୀକ୍ଷା କଲେ ଅତିରିକ୍ତ ପୋଲିସ୍ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ

ଯାଜପୁର: ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ସହିତ ଯାଜପୁର ଜିଲ୍ଲାରେ ଜାରିହୋଇଛି ୬୦ ଘଣ୍ଟିଆ ସଟ୍ ଡାଉନ୍ । ଜିଲାରେ ସଟ୍‌ଡାଉନ୍ କଟକଣାକୁ କଡାକଡି ଭାବରେ ଲାଗୁ କରାଯାଉଥିବାବେଳେ ଶୁକ୍ରବାର ସ୍ଥିତିର ସମୀକ୍ଷା କରିଛନ୍ତି ଅତିରିକ୍ତ ପୋଲିସ୍…

ଅକ୍ଷୟ ତୃତୀୟା ଓ ଚନ୍ଦନଯାତ୍ରା ବିଧି ଶ୍ରୀମନ୍ଦିର ବେଢା ମଧ୍ୟରେ କରିବାକୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ

ପୁରୀ: କରୋନା ସଂକ୍ରମଣ ରୋକିବା ପାଇଁ ଦେଶବ୍ୟାପୀ ଲକଡାଉନ ଜାରି ହୋଇଥିବାରୁ ଅକ୍ଷୟ ତୃତୀୟାରେ ଜଗନ୍ନାଥଙ୍କ ରଥକାଠ ଅନୁକୂଳ ବିଧି ଶ୍ରୀମନ୍ଦିର ବେଢା ମଧ୍ୟରେ କରାଯିବ । ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ସହ ସାକ୍ଷାତ ଆଲୋଚନା ପରେ ଶଙ୍କରାଚାର୍ଯ୍ୟ ଉଭୟ ଅକ୍ଷୟ…

ବାହାର ରାଜ୍ୟରୁ ଓଡିଶାକୁ ଫେରିବାକୁ ଚାହୁଁଥିବା ଲୋକଙ୍କ ପଂଜୀକରଣ ଆରମ୍ଭ, ଜାଣନ୍ତୁ କେମିତି ଓ କେଉଁଠି ହେବ

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ଲକ୍ ଡାଉନ ଶେଷ ହେବାକୁ ଥିବା ବେଳେ ବାହାର ରାଜ୍ୟରୁ ଓଡିଶାକୁ ଫେରିବାକୁ ଅପେକ୍ଷା କରିଥିବା ଲୋକଙ୍କ ପାଇଁ ବାଧ୍ୟତାମୂଳକ ଅନଲାଇନ ପଂଜୀକରଣ ଆଜିଠାରୁ ଆରମ୍ଭ ହୋଇଛି । covid19.odisha.gov.in ଅନଲାଇନ ପୋଟାଲରେ ପଂଜୀକରଣ କଲା ପରେ ହିଁ ଓଡିଶା…