Latest Odisha News

BREAKING NEWS

ରାଜ୍ୟର ବିଭିନ୍ନ ସ୍ଥାନରେ ଝଡତୋଫାନ୍‌, ବଜ୍ରପାତ ନେଲା ୬ ଜୀବନ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାପାତ ଯୋଗୁଁ ଆଜି ୬ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏଥି ସହ ଜଣେ ଗୁରୁତର ଅଛନ୍ତି । ମୟୂରଭଂଜ ଖୁଣ୍ଟା ଥାନା ବଡକତରା ଗାଁରେ ବଜ୍ରାଘାତରେ ତିନି ଯୁବକଙ୍କ ମୃତ୍ୟୁ ହୋଇଛି । ଏହି ତିନି ଯୁବକ ଗାଁ ପୋଖରୀରୁ ମାଛ ଧରୁଥିବା ବେଳେ ଏହି…

ମେ ୩ ପରେ ହେବ ପୁରୀ ରଥଯାତ୍ରା ନିଷ୍ପତ୍ତି, ଅକ୍ଷୟ ତୃତୀୟାରୁ ନ ହୋଇପାରେ ରଥକାମ

ଭୁବନେଶ୍ୱର : କରୋନା ସଂକ୍ରମଣ ପରୀପ୍ରେକ୍ଷୀରେ ସାରା ଦେଶରେ ମେ ୩ ତାରିଖ ଯାଏଁ ଲକଡାଉନ ଜାରି ରହିଛି । ଏହି ସମୟ ମଧ୍ୟରେ ସମସ୍ତ ପ୍ରକାର ଧାର୍ମିକ ସମାବେଶ ଓ ଜନସମାଗମ ହେଉଥିବା ପର୍ବପର୍ବାଣି ପାଳନ ଉପରେ କଟକଣା ଲାଗୁ କରାଯାଇଛି । ଶ୍ରୀଜଗନ୍ନାଥଙ୍କର ଘୋଷଯାତ୍ରା ପାଇଁ ଅକ୍ଷୟ ତୃତୀୟାରୁ…

ଭଦ୍ରକରେ ପୁଣି ୪ ନୂଆ କରୋନା ପଜିଟିଭ ଚିହ୍ନଟ, ସମସ୍ତଙ୍କର ପଶ୍ଚିମବଙ୍ଗ ଲିଙ୍କ୍

ଭୁବନେଶ୍ୱର: ଭଦ୍ରକ ଜିଲ୍ଲାରେ ପୁଣି ଚାରି ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏମାନଙ୍କ ମଧରୁ ତିହିଡି ବ୍ଲକର ଦୁଇ ଜଣ ଓ ଧାମନଗର ବ୍ଲକର ଦୁଇ ଜଣ ବ୍ୟକ୍ତି ରହିଥିବା ବେଳେ ସମସ୍ତେ ନିକଟରେ ପଶ୍ଚିମବଙ୍ଗରୁ ଫେରିଥିବା…

ପ୍ରସିଦ୍ଧ ଖୋର୍ଦ୍ଧା ଗାମୁଛାରୁ ତିଆରି ହେଲା ମାସ୍କ

ଭୁବନେଶ୍ୱର : କରୋନା ସଂକ୍ରମଣ ପରୀପ୍ରେକ୍ଷୀରେ ସରକାରଙ୍କ ପକ୍ଷରୁ ଘରୁ ବାହାରିବା ମାତ୍ରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଏଥି ସହିତ ହାତ ତିଆରି ମାସ୍କର ଚାହିଦା ମଧ୍ୟ ବୃଦ୍ଧି ପାଇଛି । ପୂର୍ବରୁ ସମ୍ବଲପୁରୀ କପଡାରୁ ତିଆରି ମାସ୍କକୁ ଲୋକେ ବେଶ୍ ପସନ୍ଦ କରୁଥିବା ବେଳେ…

ଲକ୍ ଡାଉନ ଡାଏରୀ: ପରିବାର ସହ ସମୟ ବିତାଇବାର ସୁଯୋଗ ପାଇଛନ୍ତି ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡା

ଭୁବନେଶ୍ୱର: ଦେଶବ୍ୟାପୀ ଲକ୍ ଡାଉନ ପରିସ୍ଥିତି ଏମିତି ଏକ ମୋଡରେ ଆଣି ଠିଆ କରିଛି ଯେ ସମସ୍ତେ ଉପାୟ ଶୂନ୍ୟ । ଯିଏ ନିଜ ପରିବାର ଲୋକଙ୍କ ପାଖରେ ରହିପାରିଛନ୍ତି ସେମାନେ ନିଜକୁ ଧନ୍ୟ ମନେ କରୁଥିବା ବେଳେ ଆଉ କାହାର ପିଲାଛୁଆ ଦୂରରେ ଥିବା ନେଇ ସେମାନେ ଚିନ୍ତାରେ ରହୁଛନ୍ତି । ତେବେ…

୪୭ ବର୍ଷରେ ସଚିନ, କରୋନା ପାଇଁ ପାଳିବେନି ଜନ୍ମଦିନ

ଭୁବନେଶ୍ୱର : ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କର ଆଜି ୪୭ ତମ ଜନ୍ମଦିନ । କରୋନା ମହାମାରୀର ରୂପ ନେଇଥିବାରୁ ଚଳିତ ବର୍ଷ ସେ ଜନ୍ମଦିନ ପାଳିବେ ନାହିଁ ବୋଲି ଆଗୁଆ ଘୋଷଣା କରିଥିଲେ । କରୋନା ଯୁଦ୍ଧରେ ଲଢେଇ କରୁତିବା ଡାକ୍ତର, ନର୍ସଙ୍କ , ସ୍ୱାସ୍ଥ୍ୟ କର୍ମୀ, ସଫେଇ କର୍ମଚାରୀଙ୍କୁ…

ଓଡିଆ ଘରୋଇ ସହାୟିକାଙ୍କ ଶେଷକୃତ୍ୟ କଲେ ସାଂସଦ ତଥା କ୍ରିକେଟର ଗୌତମ ଗାମ୍ଭୀର

ଭୁବନେଶ୍ୱର : ପୂର୍ବତନ କ୍ରିକେଟର ତଥା ସାଂସଦ ଗୌତମ ଗାମ୍ଭୀର ନିଜ ଘରୋଇ ସହାୟିକାଙ୍କର ଶେଷକୃତ୍ୟ କରିଛନ୍ତି । ଘରୋଇ ସହାୟିକା ଥିବା ସରସ୍ୱତୀ ପାତ୍ର ନାମକ ଏହି ମହିଳା ଜଣଙ୍କ ଯାଜପୁର ଜିଲ୍ଲା ବ୍ୟାସନଗର ଅନ୍ତର୍ଗତ କୁସୁନପୁର ଗାଁର । ଗତ କିଛି ଦିନ ହେଲା ସେ ଅସୁସ୍ଥ ଥିଲେ । ତାଙ୍କୁ…

ନକଲି ଆଇପିଏସ୍ ଅଫିସରଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ

ଭୁବନେଶ୍ୱର: ରାଜଧାନୀରୁ ନକଲି ମହିଳା ଆଇପିଏସ୍ ଅଫିସରଙ୍କୁ ଗିରଫ ହୋଇଛନ୍ତି । କମିଶନରେଟ ପୋଲିସ ତାଙ୍କୁ ଗିରଫ କରିଛି । ଏହି ନକଲି ଅଫିସରଙ୍କ ନାଁ ଶର୍ମିଷ୍ଠା ବେହେରା । ସେ ଜଣେ ମହିଳା କନେଷ୍ଟବଳଙ୍କ ଡ୍ୟୁଟି ପରିବର୍ତ୍ତନ ପାଇଁ ବାରମ୍ବାର ରିଜର୍ଭ ଅଫିସରଙ୍କୁ ଚାପ ପକାଉଥିବା ଅଭିଯୋଗ…

କରୋନା ମୁକାବିଲା, ଗୁରୁବାର ରାଜ୍ୟରେ ରେକର୍ଡ ସଂଖ୍ୟକ ୨୪୭୪ ନମୁନା ପରୀକ୍ଷା

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସ୍ୱାବ ନମୁନା ପରୀକ୍ଷା ଗୁରୁବାର ରେକର୍ଡ କରିଛି । ଗୋଟିଏ ଦିନରେ ୨୪୭୪ଟି ନମୁନା ପରୀକ୍ଷା ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । Testing data for April 23,2020 Total Tested : 2474 RMRC: 1241…

ଲକ୍ ଡାଉନରେ ଭୁବନେଶ୍ୱରରୁ ଭୂଟାନ ଫେରିଲେ ୨୬ ବିଦେଶୀ ପର୍ଯ୍ୟଟକ

ଭୁବନେଶ୍ୱର : କରୋନା ପାଇଁ ଓଡିଶା ସମେତ ସାରା ଦେଶରେ ଲକ୍ ଡାଉନ ଜାରି ରହିଥିବା ବେଳେ ଅନେକ ସ୍ଥାନରେ ବାହାରୁ ଆସିଥିବା ପର୍ଯ୍ୟଟକମାନେ ଫସି ରହିଛନ୍ତି । ଓଡିଶାରେ ଫସି ରହିଥିବା ଏହି ଭଳି ୨୬ ଜଣ ପର୍ପ୍ୟଟକ ଆଜି ସ୍ୱତନ୍ତ୍ର ବିମାନ ଯୋଗେ ଭୂଟାନ ଫେରିଛନ୍ତି । ଏମାନଙ୍କୁ ଭୂଟାନର ପାରୋ…