Latest Odisha News

BREAKING NEWS

ତିନି ଜିଲ୍ଲା ପାଇଁ ରାପିଡ୍ ରେସପନ୍ସ ଟିମ୍ ଗଠିତ

ଭୁବନେଶ୍ୱର: ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ହଠାତ୍ କରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ସରକାର ଏସବୁ ଜିଲ୍ଲା ପାଇଁ ତିନିଟି ସ୍ୱତନ୍ତ୍ର ରାପିଡ ରେସପନ୍ସ ଟିମ୍ ଗଠନ କରିଛନ୍ତି । ଏହି ଟିମ୍ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଦିଗରେ କାର୍ଯ୍ୟ କରିବ । ସ୍ୱାସ୍ଥ୍ୟ ସଚିବ ନିକୁଂଜ…

ବାଲେଶ୍ୱର ଜିଲ୍ଲାରେ ବଢିଲା କରୋନା ପଜିଟିଭଙ୍କ ସଂଖ୍ୟା, ମୋଟ ସଂଖ୍ୟା ୮ ଛୁଇଁଲା

ବାଲେଶ୍ୱର: ଚିହ୍ନଟ ହୋଇଥିବା ୫ ନୂଆ କରୋନା ପଜିଟିଭ ରୋଗୀ ବାଲେଶ୍ୱରର ବୋଲି ସୂଚନା ମିଳିଛି । ଏମାନଙ୍କର ମଧ୍ୟରେ ୩୪ ବର୍ଷୀୟ ଦୁଇଜଣ ମହିଳା, ୩୮ ବର୍ଷ ଓ ୨୬ ବର୍ଷର ଦୁଇ ଯୁବକ ଓ ୧୨ ବର୍ଷର ଜଣେ ବାଳକ ଅଛନ୍ତି । ଗତ ୧୯ ତାରିଖରେ ବାଲେଶ୍ୱରର ପଜିଟିଭ ବାହାରିଥିବା ଦୁଇ ଜଣଙ୍କର ଏମାନେ ନିକଟ…

ଯାଜପୁରରେ ୫ କରୋନା ପଜିଟିଭ ଚିହ୍ନଟ ପରେ ବଢିଲା କଟକଣା

ଯାଜପୁର: ସୋମବାର ଯାଜପୁରରେ ୫ କରୋନା ପଜିଟିଭ ରୋଗୀ ଚିହ୍ନଟ ପରେ ପ୍ରଶାସନ ପକ୍ଷରୁ କଟକଣାକୁ କଡାକଡି କରାଯାଇଛି । ଏଥି ସହ କଣ୍ଟେନମେଣ୍ଟ ଅଂଚଳକୁ ବୃଦ୍ଧି କରାଯାଇଛି । ତିନିଟି ବ୍ଲକର ସାତଟି ପଞ୍ଚାୟତର ୧୩ଟି ଗାଁକୁ ସିଲ କରାଯାଇଛି । ମେ ୪ ତାରିଖ ରାତି ୮ଟା ଯାଏଁ କଟକଣା ବଳବତ୍ତର ରହିବ…

ରାଜ୍ୟରେ ଆଉ ୫ କରୋନା ପଜିଟିଭ୍ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୯କୁ ବୃଦ୍ଧି

ଭୁବନେଶ୍ୱର: ଓଡିଶାରେ ଆଉ ପାଞ୍ଚ କରୋନା ପଜିଟିଭ୍ ରୋଗୀ ଚିହ୍ନଟ । ଏଥି ସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟ ୭୯କୁ ବୃଦ୍ଧି ପାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।  ପଜିଟିଭ ଚିହ୍ନଟ ହୋଇଥିବା ସମସ୍ତ ବ୍ୟକ୍ତି ବାଲେଶ୍ୱରର ବୋଲି ପ୍ରାଥମିକ ସୂଚନା ମିଳିଛି ।…

ଲକ୍‌ଡାଉନ ଡାଏରୀ: ରୋଷେଇ ସାଙ୍ଗକୁ କରୋନା ସମ୍ପର୍କିତ ଗୁଜବ ନେଇ ଲୋକଙ୍କୁ ସଚେତନ କରୁଛନ୍ତି ଓଡିଶାର ୱାଟରମ୍ୟାନ୍ ରଂଜନ…

ଭୁବନେଶ୍ୱର : କରୋନା ସଂକ୍ରମଣ ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍ ଘୋଷଣା ହୋଇଛି । ଏହି ସମୟରେ ଘରେ ରହୁଥିବାରୁ ଲୋକେ ପରିବାର ସଦସ୍ୟଙ୍କ ସହ ସମୟ ବିତାଇବା ସହ ନିଜ ଭିତରେ ଥିବା ଅନ୍ତର୍ନିହିତ ଗୁଣକୁ ବିକଶିତ କରିବା ପାଇଁ ଉଦ୍ୟମ କରୁଛନ୍ତି । ତେବେ ଏହି ସମୟରେ କିଏ କଣ କରୁଛନ୍ତି ସେ ନେଇ ଆମର…

ରାଜ୍ୟରେ ୭୪ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୪ ଜଣ ପଶ୍ଚିମବଙ୍ଗ ଫେରନ୍ତା: ବାଗଚୀ

ଭୁବନେଶ୍ୱର: ଓଡ଼ିଶା ପାଇଁ ଚିନ୍ତା ବଢ଼ାଇଛନ୍ତ ପଶ୍ଚିମବଙ୍ଗ ଫେରନ୍ତା । ରାଜ୍ୟରେ ଚିହ୍ନଟ ହୋଇଥିବା ୭୪ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୨୪ ଜଣ ପଶ୍ଚିମବଙ୍ଗ ଫେରନ୍ତା ଅଛନ୍ତି । ସେହିପରି ଆଜି ଚିହ୍ନଟ ହୋଇଥିବା ୧୩ ଜଣଙ୍କ ମଧ୍ୟରୁ ୧୦ ଜଣ ପଶ୍ଚିମବଙ୍ଗ ଲିଙ୍କ ରହିଛି । ଏନେଇ ସୂଚନା…

‘ପ୍ୟାର କରୋନା’ରେ ସଲମାନଙ୍କ ସଚେତନତା ବାର୍ତ୍ତା, ଭିଡିଓ ଭାଇରାଲ

ମୁମ୍ବାଇ: ଏବେ କରୋନା କବଳରେ ସମଗ୍ର ଦେଶ । ମହାମାରୀ କରୋନା ନ ବ୍ୟାପିବା ପାଇଁ ପୁରା ଦେଶକୁ ଲକଡାଉନ୍ କରାଯାଇଛି । ଏହି ସମୟରେ ଅନେକ ସେଲିବ୍ରିଟ୍ ସହାୟତାର ହାତ ବଢ଼ାଇବା ପାଇଁ ଆଗକୁ ଆସିଛନ୍ତି । ଆଉ ଏଥିରୁ ପଛରେ ପଡି ନାହାନ୍ତି ବଲିଉଡର ଭାଇଜାନ୍ ସଲମାନ ଖାନ୍ । ସଲମାନଙ୍କ ନୂଆ ଗୀତ…

ଫେସବୁକ୍ ଭାରତରେ ଲଞ୍ଚକଲା କଲା ଲାଇଭ୍ ଗେମିଂ ଆପ୍, ଜାଣନ୍ତୁ କ’ଣ ରହିଛି ସୁବିଧା

ନୂଆଦିଲ୍ଲୀ: କରୋନା ଜୀବାଣୁ କାରଣରୁ ଘରେ ରହୁଥିବା ଉପଭୋକ୍ତାମାନଙ୍କ ପାଇଁ ଫେସବୁକ୍ ଗେମିଂ ଆପ୍ ଲଞ୍ଚ କରିଛି । ଏହି ଆପ୍ ଭାରତୀୟ ବ୍ୟବହାରକାରୀଙ୍କ ପାଇଁ ବିଟା ଭର୍ସନ ଉପଲବ୍ଧ ହୋଇସାରିଛି । ଏପ୍ରିଲ ୨୦ରେ ଏହି ଗେମିଂ ପ୍ଲାଟଫର୍ମ ସର୍ବଭାରତୀୟ ସ୍ତରରେ ଲଞ୍ଚ କରାଯାଇଛି । ଏହି ଆପ୍…

ଭୁବନେଶ୍ୱରକୁ ଇନ୍ଦୋର ସହ ତୁଳନା, ସଚେତନ ନ ହେଲେ ରୋକି ହେବନି କରୋନା ସଂକ୍ରମଣ

ଭୁବନେଶ୍ୱର: ଜନସାଧାରଣ ସଚେତନ ନହେଲେ କରୋନା ସଂକ୍ରମଣକୁ ରୋକି ହେବ ନାହିଁ । ସାମାଜିକ ଦୂରତା ବଜାୟ ରଖିବା ନିହାତି ଜରୁରୀ । କୋଭିଡ୍‌- ୧୯ର ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟର ଗ୍ରାମାଞ୍ଚଳମାନଙ୍କର ଜନ ସାଧାରଣ ଯେତେଟା ସଚେତନ ଓ ସକ୍ରିୟ ସହରାଞ୍ଚଳର ଜନସାଧାରଣ ସେତେଟା ସଚେତନ ଓ ସକ୍ରିୟ…

ଦେଶର ୫୯ଟି ଜିଲ୍ଲା କରୋନା ମୁକ୍ତ: ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ମହାମହାରୀ କରୋନା ଦେଶରେ ଦ୍ରୁତି ଗତିରେ ବଢ଼ିଚାଲିଛି । ଗତ ୨୪ ଘଣ୍ଟାରେ କରୋନା ଭାଇରସ୍‌ର ୧୫୫୩ ନୂତନ କେସ୍ ସାମ୍ନାକୁ ଆସିଛି। ଦେଶରେ ୨୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୫୯ ଜିଲ୍ଲା କରୋନା ମୁକ୍ତ ହୋଇଛି। ଏହି ସବୁ ଜିଲ୍ଲାରେ ଗତ ୧୪ ଦିନ ହେବ କୌଣସି କରୋନା କେସ୍…