ଭଦ୍ରକରୁ ଚିହ୍ନଟ ହେଲେ ଆଉ ତିନି କରୋନା ପଜିଟିଭ୍, ଓଡିଶାରେ ମୋଟ ସଂଖ୍ୟା ୮୨ ଛୁଇଁଲା
ଭୁବନେଶ୍ୱର : ଭଦ୍ରକରୁ ଚିହ୍ନଟ ହେଲେ ଆଉ ତିନି ନୂଆ କରୋନା ପଜିଟିଭ ରୋଗୀ । ଏହାପରେ ରାଜ୍ୟରେ ଦ୍ୱିତୀୟ ସର୍ବାଧିକ ପଜିଟିଭ ଜିଲ୍ଲା ଭାବରେ ଭଦ୍ରକରେ ସଂଖ୍ୟା ୧୧ରେ ପହଞ୍ଚିଛି । ରାଜ୍ୟରେ ମୋଟ କରୋନା ପଜିଟିଭ୍ ରୋଗୀଙ୍କ ସଂଖ୍ୟା ୮୨ ଛୁଇଁଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ…