ସୁପ୍ରିମ୍ କୋର୍ଟରେ ପହଞ୍ଚିଲା ବିବିସି ଡକ୍ୟୁମେଣ୍ଟାରୀ ଫିଲ୍ମ ମାମଲା
ନୂଆଦିଲ୍ଲୀ : ବର୍ତ୍ତମାନ ବିବାଦୀୟ ବିବିସିର ଡକ୍ୟୁମେଣ୍ଟ୍ରୀ ଫିଲ୍ମ ମାମଲା ସୁପ୍ରିମ କୋର୍ଟରେ ପହଞ୍ଚିଛି । ୨୦୦୨ ମସିହାରେ ଗୁଜୁରାଟରେ ହୋଇଥିବା ଦଙ୍ଗା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପରେ ଏହି ଡକ୍ୟୁମେଣ୍ଟାରୀଟି ଆଧାରିତ ହୋଇଛି । ଏହି ଫିଲ୍ମରେ ଅନେକ ବିବାଦୀୟ ପ୍ରସଙ୍ଗଥିବା…