Latest Odisha News

BREAKING NEWS

 କବିତା : ନାରୀ

ଅଭିଜିତ ଦେବର୍ଷି  ତୁମେ ଅଳସ ନଦୀର କନ୍ୟା ସତେ ଶ୍ରାବଣର ସେହି ବନ୍ୟା ।। ତୁମେ ହୃଦୟର ସେହି ସ୍ବପ୍ନ ଆଦରେ, କରିଛି ଯାହାର ଯତ୍ନ ।। ତୁମେ ମାତା ,ଭଗିନୀର ଛାୟା ପୁଣି ପ୍ରେୟସୀ ସ୍ପର୍ଶର ମାୟା ।। ତୁମ ପାଖେ ଗଚ୍ଛିତ ଅସୀମ ପ୍ରେମ ଓ ସ୍ନେହ ରହି କେ ପାରିବ, ତୁମ୍ଭ…

କବିତା : ଡାଏରୀ

ଶୈଳେନ୍ଦ୍ର ନାରାୟଣ ବେହେରା  ସେ ତ ମୋରି ସୃଷ୍ଟି ମୋ ଚେତନାର କମଳିନୀ , ମୋ ଅନୁଭୂତିର ସ୍ପର୍ଶକାତର ବିପ୍ଲବିନି ମୋ କଳ୍ପନାର ସମାନ୍ତରାଳ ଚୌହଦୀ ମୋ ଆବେଗର ରଞ୍ଜିତ ବର୍ଣ୍ଣାବଳୀ ମୋ ଡାଏରୀ ! ଉଦ୍ଭ୍ରାନ୍ତ ପଥିକ ତ ନୁହଁ ମୁଁ ! ଦିଗହଜା ନାବିକର ମଜବୁରି ତ ନାହିଁ ମୋଠି !…

ବିଲରେ ଫସଲ କରିବ ଡ୍ରୋନ୍

ନୂଆଦିଲ୍ଲୀ: ବଦଳିଛି ସମୟ, ବଦଳିଛି ବିଜ୍ଞାନ । ଆଧୁନିକ ଜ୍ଞାନ କୌଶଳକୁ ନେଇ ଚାଷ କାର୍ଯ୍ୟରେ ବେଶ୍ ଉନ୍ନତି ହେଉଛି । କୃଷି କ୍ଷେତ୍ରରେ ବିଜ୍ଞାନର ଉପଯୋଗ କରିବା ପାଇଁ କେନ୍ଦ୍ର ସରକାର ମଧ୍ୟ  ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି। ଏବେ ପୁଣି ପାଦେ ଆଗେଇଛି ବିଜ୍ଞାନ । ଚାଷ କ୍ଷେତ୍ରରେ…

ହଷ୍ଟେଲରେ ରହୁଥିବା ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ଚେଙ୍କ

ବ୍ରହ୍ମପୁର: ବ୍ରହ୍ମପୁର ଏକ ଘରୋଇ ସ୍କୁଲରେ ପଢୁଥିବା ଜଣେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ସିନିୟର ଛାତ୍ରମାନେ ଚେଙ୍କ ଦେବା ସହ ମାଡ ମରିଥିବା ଅଭିଯୋଗ ହୋଇଛି। ପିଡ଼ିତ ଛାତ୍ରଙ୍କ ମାଆ ପୁଲିସ ନିକଟରେ ଲିଖିତ ଅଭିଯୋଗ କରିବା ପରେ ଗୋସାଇଁନୂଆଗାଁ ଥାନା ପୁଲିସ ଏକ ମାମଲା ରୁଜୁ କରିଛି।…

ଗୋଡ଼ ନାହିଁ ତଥାପି ସ୍ୱାବଲମ୍ବୀ ଅମୂଲ୍ୟ

କେନ୍ଦ୍ରାପଡ଼ା :  ତାଙ୍କ ହାତର ନିହଣ ଇତିହାସ ଲେଖେ । ସେ ଇତିହାସ ନିଜ ସଂଘର୍ଷର । ନିଜ ସଫଳତାର । ସେ ଇତିହାସରେ ଯଶ କି ଅପଯଶ ନଥାଏ । ସେ ଇତିହାସ ଦିଏ ବଞ୍ଚିବାର ପ୍ରେରଣା, ସଂଘର୍ଷ କରିବା ପାଇଁ ସାହସ । ସେ ଭିନ୍ନକ୍ଷମ, ହେଲେ ନିଜକୁ ଅସହାୟ ବୋଲି ଭାବିନାହାନ୍ତି କି  ସମୟ ସୁଅରେ ତାଙ୍କ…

ସମୁଦ୍ରରେ ବୁଡ଼ି ଜଣେ ଛାତ୍ର ମୃତ, ଦୁଇ ଉଦ୍ଧାର

ବ୍ରହ୍ମପୁର: ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର କଣ୍ଟିଆଗଡ଼ ନିକଟ ପ୍ରସିଦ୍ଧ ବଟେଶ୍ୱର ଶୈବପୀଠ ପାଦଦେଶର ସମୁଦ୍ର ବେଳାଭୂମିରେ ସ୍ନାନ ବେଳେ ୩ଜଣ ଛାତ୍ର ସୋମବାର ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ୨ଜଣଙ୍କୁ ଜୀବିତ ଉଦ୍ଧାର…

ଚୀନକୁ ଟକ୍କର ଦେବେ ଆଇଟିବିପି ଜବାନ, ବିନା ଅସ୍ତ୍ରଶସ୍ତ୍ରରେ ଚାଲିଛି କଡା ପ୍ରଶିକ୍ଷଣ

ନୂଆଦିଲ୍ଲୀ: ଚୀନ ବର୍ଡର ନିକଟରେ ନିୟୋଜିତ ଆଇଟିବିପି ଜବାନ ବିନା ଅସ୍ତ୍ରଶସ୍ତ୍ରରେ କଠିନ ପ୍ରଶିକ୍ଷଣ ନେଉଛନ୍ତି । ଏଥିରେ ଭାରତୀୟ ଜବାନ ସିଦ୍ଧହସ୍ତ ହେଲେ ଚୀନ ସେନାକୁ ସଠିକ ଜବାବ ଦେଇପାରିବେ । ତୁଷରପାତ, ବରଫ ଝଡ, ହିମ ସ୍ଖଳନ ଓ ଅମ୍ଳଜାନ ଅଭାବ ପରିସ୍ଥିତିରେ କିପରି ଶତ୍ରୁକୁ ସାମ୍ନା…

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ବଦଳି ଉପରେ ସ୍ଥିଗିତ ରଖିଲା କେନ୍ଦ୍ର

ଭୁବନେଶ୍ବର: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ବଦଳି ଉପରେ ସ୍ଥଗିତ ରଖିଲା କେନ୍ଦ୍ର। ନିକଟରେ ସୁପ୍ରିମକୋର୍ଟର କଲେଜିୟମ ଜଷ୍ଟିସ ଏସ ମୁରଲୀଧରଙ୍କୁ ମାଡ୍ରାସ ହାଇକୋର୍ଟକୁ ବଦଳି କରିବାକୁ ସୁପାରିଶ କରିଥିଲେ। କଲେଜିୟମର ଜଷ୍ଟିସ ଏସ ମୁରଲୀଧରଙ୍କ ବ୍ୟତୀତ ଅନ୍ୟ ବିଚାରପତିଙ୍କ ମଧ୍ୟ…

ଚିଟଫଣ୍ଡ ପ୍ରସଙ୍ଗରେ ସିବିଆଇ ଓ ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଚିଟଫଣ୍ଡ ଠକେଇର ଗୁମର ଖୋଲିବ କି? ସୁପ୍ରିମକୋର୍ଟ ଓଡ଼ିଶା ସରକାର ଓ ସିବିଆଇକୁ ଚିଟଫଣ୍ଡ ହିତାଧିକାରୀଙ୍କ ଟଙ୍କା ଫେରସ୍ତ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ରିପୋର୍ଟ ଦେବାକୁ କହିଛନ୍ତି। ମଙ୍ଗଳବାର ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ଜବାବ ମାଗିବା ପରେ…