Latest Odisha News

BREAKING NEWS

କବିତା : ସଂଶୋଧନ

 ଭାରତୀ ସରିତା ମହାନ୍ତି  ମଣିଷ ମାତ୍ରକେ ଭୁଲ ଅଛି ସିନା ନ କରେ ଯେ' ସଂଶୋଧନ ଜୀବନଟା ତା'ର ହୁଏ ଅସଜଡା ପାଏ ନିନ୍ଦା ଅପମାନ। ଜ୍ଞାନ ଆହରଣ ପାଇଁ କରେ ଶିକ୍ଷା ହୁଏ ତା'ର ମୂଲ୍ୟାୟନ ହୋଇଥିବା ଭୁଲ୍ ସଂଶୋଧନ କଲେ ସପନ ହୁଏ ପୂରଣ। କେବେ ପରିସ୍ଥିତି କେବେ ପରିବାର କେବେ…

ଗଳ୍ପ : ତୋ ପାଇଁ ଗପ ଟିଏ

ସୁନୀତା ପ୍ରଧାନ  କେହି ଯଦି ମୋତେ ପ୍ରେମ ଗଳ୍ପ ଲେଖିବାକୁ କୁହେ ମୁଁ ସିଧା ମନା କରିଦିଏ।ମୁଁ କୁହେ ମୋ ଦେଇ ସେ ପ୍ରେମ ଗପ ଫପ ଲେଖା ହୋଇ ପାରିବ ନାହିଁ। କିନ୍ତୁ ଜାଣିଚୁ ଆଜି ୩୦ବର୍ଷ ପରେ କେବଳ ତୋରି ପାଇଁ ହିଁ ମୁଁ ଲେଖୁଛି ଏ ଗପ!!! ମାନସୀ ରାୟ।ମାନୀ,ମାନୁ, ମନି କିଏ କଣ ଡାକେ…

ବ୍ୟଙ୍ଗ : ଦୁଇ ନାଆର ନାବିକ

ଓଁ ଅଭିଜ୍ଞାନ ସାହୁ  ଏଇ ଆମ ମାଡୁଆ ଭାଇ । ବୟସର ସଞ୍ଜ ସମୟକୁ କୁହନ୍ତୁ ଗୋଟେ ଗୁଲୁଗୁଲିଆ କଲେଜ ଝିଅ ସହ ପ୍ରେମ ହେଇଗଲା । କେମିତି କେଉଁ ପରିସ୍ଥିତିରେ ଫେସବୁକିଆ ପ୍ରେମ ହୋଇଗଲା ସେ ଆଉ ଗୋଟେ ଲମ୍ବା କାହାଣୀ । ପ୍ରେମରେ ଉବୁଟୁବୁ ଭାଇଙ୍କୁ ଶୟନେ ସପନେ କେବଳ ସେଇ ସୁନ୍ଦରୀର ଚେହେରା…

କବିତା : ଫଗୁଣ ଆସିଛି ବୋଲି

ଶୁଭ୍ରାଂଶୁ ଶେଖର ମାହୁନ୍ତ ବନ ଉପବନ ପୁଲକିତ ଆଜି ଫଗୁଣ ଆସିଛି ବୋଲି , ଆମ୍ବଡାଳେ ବସି ପଞ୍ଚମ ତାନରେ ଗୀତ ଯେ ଗାଏ କୋଇଲି । କାକରଭିଜା ଏ ଫଗୁଣ ସକାଳେ ଶିହରିତ ହୁଏ ମନ , ଚମ୍ପକ ବନର ମଧୁର ମହକ କରୁଛି ସତେ ଉଚ୍ଛନ୍ନ। ପହିଲି ବସନ୍ତ ନିଆରା ମଳୟ ଆଣିଛି ଚୋରା ଚଇତି ,…

କବିତା : ରାଧା

ରବି ପଣ୍ଡା ଛାଡି ଆସିଲିଣି ଅନେକ ଦିନରୁ କଅଁଳ ବୟସ ମନ ନିଦାଘ ଋତୁର କାମନା ଆତୁର ଅତୃପ୍ତ ଯଉବନ। ରୁପମଞ୍ଜୁଳ ଏବେ ପାଂଶୁଳ ବୟସର କଳାଦାଗ ଭରିଦେଲାଣି ମୋ' ଦେହରେ ଦେହରେ ଜରାଜର୍ଜର ଭୋଗ। ପାଦତଳ ମାଟି ପରିତ୍ୟକ୍ତ ଏବେ କଳଙ୍କର ମୁହିଁ ପ୍ରତିମା ନାଇଁତ ଯମୁନା ନାଇଁ…

କବିତା : କବି

ହିମାଂଶୁ ଆଚାରୀ  କବି ସାରାକାଳ ଲୁହ ଆଉ ଲହୁରେ ବତୁରିଥିବା ହୃଦୟଖଣ୍ଡକ ଧରି ବ୍ରହ୍ମାଣ୍ଡକୁ ମୋର କୁହେ ମୁଠାଏ ଶବ୍ଦକୁ କରାୟତ କରି ନିଜକୁ ନିଜେ ଇ ବାଣ୍ଟୁଥାଏ କେବେ ପୁଣି ଶବ୍ଦହରା ହେଇ ନିଶାର୍ଦ୍ଧରେ ଆଉଟୁପାଉଟୁ ହୁଏ ! କବି ଭାଙ୍ଗୁଥାଏ/ ଯୋଡୁଥାଏ କେବେ ଫୁଲ ପରି ତ…

କବିତା : ତୁମ ପ୍ରେମରେ

ପ୍ରସେନଜିତ ସେଠୀ  ଆଗୋ ଚନ୍ଦ୍ର ମୁଖି ମୃଗ ସମ ଆଖି ବଣ ମଲ୍ଲୀ ବାସ ତୁମେ, ସଦ୍ୟ ପ୍ରସ୍ଫୁଟିତା ଗୋଲାପ କଢି ଗୋ ବସା ବାନ୍ଧିଛ ମୋ ମନେ !! ଆପାଦ ମସ୍ତକ ଶୋଭାରାଜି ତବ ଦେଖିଲେ ପାଗଳ ଚିତ୍ତ ସ୍ଵର୍ଗରୁ ସତେକି ଅପସରା ଗଣ ମର୍ତ୍ତ୍ୟ ପରେ ସମାହିତ !! ସ୍ଵର ତବ କାନେ କୋଇଲିର…

କବିତା : ସ୍ୱପ୍ନ

ଅନୀତା ଦାସ  ମୁଁ ବଞ୍ଚିବାକୁ ସଂଘର୍ଷ କରୁଥିବା ମଣିଷଟିଏ, ସ୍ୱପ୍ନ ଓ ବାସ୍ତବତା ମଝିର ପ୍ରାଚୀର ଭାଙ୍ଗିବାର ଅଯଥା ପ୍ରୟାସ କରୁଥିବା ଅସହାୟ ଟିଏ। ସ୍ୱପ୍ନ ସବୁ ଦଉଡାନ୍ତି ମତେ ତାଙ୍କ ପଛରେ ଦେଇ ମିଛ ପ୍ରତିଶ୍ରୁତି ତଥାପି ମୁଁ ଦଉଡେ ଲହୁଲୁହାଣ ହୋଇ ତୋଳିବାକୁ ଟିକେ ଖୁସି।…

ଅଳ୍ପଗଳ୍ପ :  ଉତ୍କଳ ଦିବସ

      ସୁପ୍ରିୟା ପଣ୍ଡା                 (୧) ଉତ୍କଳ ଦିବସ  ପାଳନ ହେବ ବୋଲି ସହରରେ ଏକ ପ୍ରମୁଖ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯୋଜନା ପ୍ରସ୍ତୁତ କରିବା ଆରମ୍ଭ କଲେ। ସେଦିନ କାହାକୁ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରାଯିବ, ସେ ବିଷୟରେ ଅନେକ ଆଳାପ ଆଲୋଚନା ପରେ ଶେଷରେ ଜଣେ…

ବ୍ୟଙ୍ଗ : ବିଦ୍ୟାନଗରୀ ଯୁବକ ସଂଘ

ଓଁ ଅଭିଜ୍ଞାନ ସାହୁ  ଆମ ଏରିଆର ସବୁ ମୁଖିଆମାନେ ଭାବିଲେ ଯେ ଏ ପୂଜା ଚାନ୍ଦା ଆଦାୟ ପାଇଁ ଗାଁରେ ଗୋଟେ ଯୁବକ ସଂଘ ରହିବା ଦରକାର । ଆମ ବୁଢ଼ାମାନଙ୍କୁ ଆଉ ଲୋକମାନେ ବେଶି ଚାନ୍ଦା ଦେଉନାହାନ୍ତି । ରେଜାରେ ରେଜାରେ କାମ ଚଳେଇଦଉଛନ୍ତି । ଯେଉଁ ଜାଗାରେ ଯୁବକ ସଙ୍ଘ ଯେତେ ଷ୍ଟ୍ରଙ୍ଗ ସେ…