Latest Odisha News

BREAKING NEWS

ବ୍ୟଙ୍ଗ : ପୂଜା ପାଇଁ ଫୁଲ

ଓଁ ଅଭିଜ୍ଞାନ ସାହୁ କେତେ ଯତନରେ ଫୁଲ ଗଛ ଗୁଡାକ ବଢ଼େଇଥିଲି । ରଙ୍ଗ ବେରଙ୍ଗ ଫୁଲ ଗଛ ସାଙ୍ଗକୁ ଘରକୁ ଆସୁଥିବା ଅତିଥିମାନଙ୍କ ଦୃଷ୍ଟି ପ ଡ଼ିବା ଭଳି ସ୍ଥାନରେ ବିଭିନ୍ନ କିସମର ଗୋଲାପ ଗଛ ଲଗେଇଥିଲି । ଗଛରେ ଫୁଲ ଫୁଟିଲେ ଯେତିକି ଆନନ୍ଦ ମିଳେନି ଯଦି କେହି ଅତିଥି ସତ ହେଉ କି ମିଛ ହେଉ…

କବିତା : ରେ ମନ 

ଯଶୋବନ୍ତୀ ରାଉତ ରେ ମନ, ତୋତେ ବାନ୍ଧି ଯଦି ହେଉଥାନ୍ତା ପ୍ରୀତିରେ,ସ୍ମୃତିରେ, ହସରେ, ଲୁହରେ, ଧ୍ୟାନ ଅବା ଧାରଣାରେ, ଗୀତ ଅବା ଗଳ୍ପରେ, ଚଞ୍ଚଳ ଅସ୍ଥିର ବୋଲି କେମିତି ତୁ ଛାପି ହେଇଥାନ୍ତୁ ପ୍ରତି ହୃଦୟରେ !! ତଥାପି ମନେ ରଖିବୁ ସମୟ ଆଉ ଭାଗ୍ଯ ଏମିତି ପରିବର୍ତ୍ତନଶୀଳ…

ଗଳ୍ପ : କୁନ୍ତୀ

ମଞ୍ଜୁବାଳା ପଣ୍ଡା  ସକାଳୁ ସକାଳୁ ବିକ୍ରମର ଫୋନ୍। : ସର ଖୁଡୀ ଚାଲିଗଲେରେ ଜିତୁ। : ଏଁ? କ'ଣ କହୁଛୁ ବିକି? : ହଁ ରେ ଭାଇ। ବିକ୍ରମର ଗଳା ଭାରି ଶୁଭିଲା। : କିନ୍ତୁ କେମିତି? ମୁଁ ତ ଏଇ ଦି' ମାସ ତଳେ ଗାଁ'କୁ ଗଲାବେଳେ ଦେଖିଛି ତାଙ୍କୁ। ସମ୍ପୂର୍ଣ୍ଣ ସୁସ୍ଥ ଥିଲେ। : ଅକାଳ…

କବିତା : ମୂଳ

 ରାମକୃଷ୍ଣ  ବ୍ୟକ୍ତିଗତ ବୋଲି ଆଉ କିଛି ନାହିଁ ଏବେ ମୋର ଶୋଇବା ଘର ନିବୁଜ ସିନ୍ଦୁକ, ଗୁପ୍ତ ଡାଏରୀର ପ୍ରତି ପୃଷ୍ଠା ଓ ଛାତି ତଳ ଢବା ଘରକୁ ଧସେଇ ପଶିଛି ପୃଥିବୀ ନିଜକୁ ପଛ କରି ସମୟର ଚିତ୍ର ଆଙ୍କିବା ବେଳେ ଖୋଲି ଯାଇଛି ସବୁ ଝରକା କବାଟ ଗୁପ୍ତ ଖମାରର, ହୃଦୟ ଓ ଆୟୂଷର,…

ଆସୁଛନ୍ତି ରାଷ୍ଟ୍ରପତି: କାଲି ସନ୍ଧ୍ୟାରେ ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିବେ କୋବିନ୍ଦ

ଭୁବନେଶ୍ଵର: ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । କାଲି ସଂଧ୍ୟା ୬ଟାରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେଠାରୁ ସିଧା ରାଜଭବନ ଯାଇ ସେଠାରେ ରାତ୍ରି ଯାପନ କରିବେ । ୨୧ ତାରିଖ ସକାଳେ ଭୁବନେଶ୍ୱର ଏୟାରପୋର୍ଟ…

କବିତା : ଓଢଣା ତଳୁ ମୁହଁଟି ଖୁବ ସୁନ୍ଦର ଦିଶେ

ଅନସୂୟା ପଣ୍ଡା  ତତେ ବହୁତ କିଛି ଜାଣିବାର ଅଛି, ତୁ ଯେମିତି ଜାଣୁ, ଯେମିତି ବୁଝୁ, ଏ ସବୁ ଯାହା ଚାଲିଛି, ତାହା ସେମିତି ନୁହେଁ l କେଉଁଠି କଷ୍ଟ ହେଲେବି ମୁହଁରେ କୃତ୍ରିମ ହସ ଫୁଟlଇ ବାକୁ ପଡିବ, କେଉଁଠି ହସ ଲାଗିଲେ ବି ଗମ୍ଭୀର୍ଯ୍ୟର ଚାହାଣି, ଏ ସବୁ ସାମନା ଵାଲାକୁ କାବୁ…

ଭୟାବହ ଅଗ୍ନିକାଣ୍ଡ: ରାତିରେ ଶୋଇଥିବା ବେଳେ ନିଆଁ ଲାଗି ୫ଟି ପରିବାରର ୧୧ବଖରା ଜଳି ପାଉଁଶ

ଭଦ୍ରକ: ରାତିରେ ଶୋଇଥିବା ବେଳେ ଘରେ ଲାଗିଲା ନିଆଁ । ଚାହୁଁ ଚାହୁଁ ବ୍ୟାପିଲା । ଗୋଟିଏ ଘରୁ ଆଉ ଗୋଟିଏ ଘରକୁ ଡେଇଁଲା । ନିଆଁ ଗିଳିଦେଲା ୫ଟି ପରିବାରର ୧୧ ବଖରା ଘର । ପାଉଁଶ ହୋଇଛି ବର୍ଷ ବର୍ଷର ସାଇତା ସମ୍ପତ୍ତି । ଭଦ୍ରକ ଜିଲ୍ଲା ଚରମ୍ପା ବେଲମଳା ଗାଁରେ ଗତକାଲି ରାତିରେ ଭୟାବହ…

ବରଗଡର ସଫଳ ଚାଷୀ ରାମକୃଷ୍ଣ ସାହୁ ….କଣ ତାଙ୍କ ସଫଳତାର ରହସ୍ୟ, ଆସନ୍ତୁ ଜାଣିବା

ବରଗଡ: ସୋହେଲା ବ୍ଲକ ଘୁମୁନିପାଲି ଗାଁର ରାମକୃଷ୍ଣ ସାହୁ । ପରିବାର କହିଲେ ବାପା, ମା, ସ୍ତ୍ରୀ ଏବଂ ଗୋଟେ ଝିଅ । ବାପା ତାଙ୍କର ଚାଷ କାମ କରି ପରିବାର ଚଳାଉଥିଲେ । ରାମକୃଷ୍ଣ ନବମ ଶ୍ରେଣୀ ଯାଏଁ ପାଠ ପଢିବା ପରେ ସହରକୁ ବାହାରକୁ ଯାଇ ଏକ ବେସରକାରୀ ସଂସ୍ଥାରେ ଦୀର୍ଘ ୭ ବର୍ଷ କାଳ…

  କବିତା : କେହିଜଣେ

ନାରାୟଣ ସାହୁ  କେତେ କେତେ କ୍ରୁଶବିଦ୍ଧ ଯୁଦ୍ଧ ଯେ ଲଢ଼ିଲି ଦୂର୍ଗମ୍ୟ ଅରଣ୍ୟ ସବୁ ବିଚରଣ କଲି, ଭଙ୍ଗା ମାଠିଆରେ ପାଣି ରଖି ମଥା ଉପର ସୂର୍ଯ୍ୟଙ୍କୁ ମୁଣ୍ଡିଆ ମାରିଲି, ଶାନ୍ତି ଶାନ୍ତି ଗୁଣୁଗୁଣୁ ହେଲି! କେତେ ଅବଦମିତ ଇଚ୍ଛା , ଅନିଚ୍ଛା ଓ ସ୍ଵାଧୀନତାକୁ ନିଜ ପାପୁଲିରେ…

ଗଳ୍ପ :  ଚିଠି

ସସ୍ମିତା ମହାନ୍ତି  ଶୀତଦିନର ଗୋଟିଏ ଅଳସ ଅପରାହ୍ନ।ଖାଇସାରି ଗଡପଡ ହେଉ ହେଉ ଅଭ୍ୟାସବଶତଃ ଖବରକାଗଜ ଉପରେ ଆଖି ପକଉଥାଏ ମୁଁ।ଏହି ସମୟରେ ବାହାରେ ଚିଠି ଚିଠି ଡାକ ଶୁଭିବା ସହିତ କଲିଂବେଲ୍ ଟି ବାଜି ଉଠିଲା।ଚିଠି ଶବ୍ଦଟି ମୋ କାନକୁ ଲଙ୍କାରେ ହରିନାମ ପରି ଶୁଣାଗଲା।ଆଜିର ଏହି ଇଣ୍ଟରନେଟ୍…