କବିତା : ତୁମ ପ୍ରେମରେ
ପ୍ରସେନଜିତ ସେଠୀ
ଆଗୋ ଚନ୍ଦ୍ର ମୁଖି ମୃଗ ସମ ଆଖି
ବଣ ମଲ୍ଲୀ ବାସ ତୁମେ,
ସଦ୍ୟ ପ୍ରସ୍ଫୁଟିତା ଗୋଲାପ କଢି ଗୋ
ବସା ବାନ୍ଧିଛ ମୋ ମନେ !!
ଆପାଦ ମସ୍ତକ ଶୋଭାରାଜି ତବ
ଦେଖିଲେ ପାଗଳ ଚିତ୍ତ
ସ୍ଵର୍ଗରୁ ସତେକି ଅପସରା ଗଣ
ମର୍ତ୍ତ୍ୟ ପରେ ସମାହିତ !!
ସ୍ଵର ତବ କାନେ କୋଇଲିର…