Latest Odisha News

BREAKING NEWS

ଆସୁଛନ୍ତି ରାଷ୍ଟ୍ରପତି: କାଲି ସନ୍ଧ୍ୟାରେ ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିବେ କୋବିନ୍ଦ

ଭୁବନେଶ୍ଵର: ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । କାଲି ସଂଧ୍ୟା ୬ଟାରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେଠାରୁ ସିଧା ରାଜଭବନ ଯାଇ ସେଠାରେ ରାତ୍ରି ଯାପନ କରିବେ । ୨୧ ତାରିଖ ସକାଳେ ଭୁବନେଶ୍ୱର ଏୟାରପୋର୍ଟ…

କବିତା : ଓଢଣା ତଳୁ ମୁହଁଟି ଖୁବ ସୁନ୍ଦର ଦିଶେ

ଅନସୂୟା ପଣ୍ଡା  ତତେ ବହୁତ କିଛି ଜାଣିବାର ଅଛି, ତୁ ଯେମିତି ଜାଣୁ, ଯେମିତି ବୁଝୁ, ଏ ସବୁ ଯାହା ଚାଲିଛି, ତାହା ସେମିତି ନୁହେଁ l କେଉଁଠି କଷ୍ଟ ହେଲେବି ମୁହଁରେ କୃତ୍ରିମ ହସ ଫୁଟlଇ ବାକୁ ପଡିବ, କେଉଁଠି ହସ ଲାଗିଲେ ବି ଗମ୍ଭୀର୍ଯ୍ୟର ଚାହାଣି, ଏ ସବୁ ସାମନା ଵାଲାକୁ କାବୁ…

ଭୟାବହ ଅଗ୍ନିକାଣ୍ଡ: ରାତିରେ ଶୋଇଥିବା ବେଳେ ନିଆଁ ଲାଗି ୫ଟି ପରିବାରର ୧୧ବଖରା ଜଳି ପାଉଁଶ

ଭଦ୍ରକ: ରାତିରେ ଶୋଇଥିବା ବେଳେ ଘରେ ଲାଗିଲା ନିଆଁ । ଚାହୁଁ ଚାହୁଁ ବ୍ୟାପିଲା । ଗୋଟିଏ ଘରୁ ଆଉ ଗୋଟିଏ ଘରକୁ ଡେଇଁଲା । ନିଆଁ ଗିଳିଦେଲା ୫ଟି ପରିବାରର ୧୧ ବଖରା ଘର । ପାଉଁଶ ହୋଇଛି ବର୍ଷ ବର୍ଷର ସାଇତା ସମ୍ପତ୍ତି । ଭଦ୍ରକ ଜିଲ୍ଲା ଚରମ୍ପା ବେଲମଳା ଗାଁରେ ଗତକାଲି ରାତିରେ ଭୟାବହ…

ବରଗଡର ସଫଳ ଚାଷୀ ରାମକୃଷ୍ଣ ସାହୁ ….କଣ ତାଙ୍କ ସଫଳତାର ରହସ୍ୟ, ଆସନ୍ତୁ ଜାଣିବା

ବରଗଡ: ସୋହେଲା ବ୍ଲକ ଘୁମୁନିପାଲି ଗାଁର ରାମକୃଷ୍ଣ ସାହୁ । ପରିବାର କହିଲେ ବାପା, ମା, ସ୍ତ୍ରୀ ଏବଂ ଗୋଟେ ଝିଅ । ବାପା ତାଙ୍କର ଚାଷ କାମ କରି ପରିବାର ଚଳାଉଥିଲେ । ରାମକୃଷ୍ଣ ନବମ ଶ୍ରେଣୀ ଯାଏଁ ପାଠ ପଢିବା ପରେ ସହରକୁ ବାହାରକୁ ଯାଇ ଏକ ବେସରକାରୀ ସଂସ୍ଥାରେ ଦୀର୍ଘ ୭ ବର୍ଷ କାଳ…

  କବିତା : କେହିଜଣେ

ନାରାୟଣ ସାହୁ  କେତେ କେତେ କ୍ରୁଶବିଦ୍ଧ ଯୁଦ୍ଧ ଯେ ଲଢ଼ିଲି ଦୂର୍ଗମ୍ୟ ଅରଣ୍ୟ ସବୁ ବିଚରଣ କଲି, ଭଙ୍ଗା ମାଠିଆରେ ପାଣି ରଖି ମଥା ଉପର ସୂର୍ଯ୍ୟଙ୍କୁ ମୁଣ୍ଡିଆ ମାରିଲି, ଶାନ୍ତି ଶାନ୍ତି ଗୁଣୁଗୁଣୁ ହେଲି! କେତେ ଅବଦମିତ ଇଚ୍ଛା , ଅନିଚ୍ଛା ଓ ସ୍ଵାଧୀନତାକୁ ନିଜ ପାପୁଲିରେ…

ଗଳ୍ପ :  ଚିଠି

ସସ୍ମିତା ମହାନ୍ତି  ଶୀତଦିନର ଗୋଟିଏ ଅଳସ ଅପରାହ୍ନ।ଖାଇସାରି ଗଡପଡ ହେଉ ହେଉ ଅଭ୍ୟାସବଶତଃ ଖବରକାଗଜ ଉପରେ ଆଖି ପକଉଥାଏ ମୁଁ।ଏହି ସମୟରେ ବାହାରେ ଚିଠି ଚିଠି ଡାକ ଶୁଭିବା ସହିତ କଲିଂବେଲ୍ ଟି ବାଜି ଉଠିଲା।ଚିଠି ଶବ୍ଦଟି ମୋ କାନକୁ ଲଙ୍କାରେ ହରିନାମ ପରି ଶୁଣାଗଲା।ଆଜିର ଏହି ଇଣ୍ଟରନେଟ୍…

କବିତା : ବାରାଙ୍ଗନା

ସୁପ୍ରିୟା ପଣ୍ଡା ଆଉ ଅଳ୍ପ କିଛି କ୍ଷଣ ବାକି ଅଛି ନିଷ୍ପ୍ରଭ ଆଲୁଅର ପଥ  , ବନ୍ଦ କୋଠରୀରୁ ଶୁଭେ ନାହିଁ ଶବ୍ଦ ବାହାରେ ସବୁ ଚିକଚାକ ଛବି । କିଛି ନୁଆ ନୁହେଁ ସେଇ ନିତିଦିନ ଆଖି ଠାର ମିଲନର ପର୍ବ ଆତ୍ମା ଖାଲି କବଳିତ ହୁଏ ଅଧରର ପାଖୁଡ଼ା ମେଳରେ ଅବଶ୍ୟ ଏଇଟା ବି ଠିକ…

କବିତା : ଶୂନ୍ୟ ହାତ

ମନୋଜ ମିଶ୍ର  ତତେ ଦେଖିନି.. ତୁ କାଳେ ଖୁବ ଭଲ ଶବ୍ଦ ଯୋଡୁ ମୂର୍ତ୍ତି ଗଢୁ ଜୀବନ୍ତ ଜୀବନ୍ତ, ଆଙ୍କି ଦେଲୁ ଚିତ୍ର ଖୁବ ନିଚ୍ଛକ ଯେମିତି ରକ୍ତ ଠୁଁ ଭାତ..! ତୁ ବି ଅଦେଖା.. ଖେପିଗଲୁ ପିଣ୍ଢା ରୁ ପିଣ୍ଢା ଅଣ୍ଟିଖୋଲି ମୁହେଁ ତାଙ୍କ ବୋଳି ଦେଲୁ ତୋ ଘାଟ ମଶାଣି…

କବିତା : କୁହୁଡି ପହଁରା

ସୁବ୍ରତ କୁମାର ଜେନା ସ୍ଥିର ଏଇ କ୍ଷଣ, ହେଲେ ପ୍ରକୃତି ନିଏ ଲେଉଟାଣି, ଅଡ଼ୁଆ ତାଡୁଆ ଅନେକ ପ୍ରଶ୍ନଗୁଛ, କିନ୍ତୁ ଭାଗ୍ୟଯେ ବାଆଁରା ପକ୍ଷୀ, କେବେ ଉର୍ଦ୍ଧଗାମୀ କେବେ ରସାତଳ , ପ୍ରୟାସ କିନ୍ତୁ ଲାଗି ରହିଛି ନିରନ୍ତର, ହୁଏତ ବାନ୍ଧିପାରେ ଜହ୍ନକୁ ହାତ ପାପୁଲିରେ । ବାଲି…

କବିତା: ଆଜି ଯେ ଜାଗର

ସାଧନା ପଣ୍ଡା  ତୁମ ଆରାଧନା କରନ୍ତି ଭକତେ ପୂଜା ପାଉଅଛ ଏ ମହି ମରତେ 'ମୁଁ ‘କାର’ ବରଜି ‘ଓଁ’ କାରକୁ ହେଜି ଜାଗର ପାଳିବୁ ଆଜି ଭକ୍ତି ଚିତ୍ତେ । ପ୍ରତି ରାତ୍ରି ଜାଳି ନୟନ ଦୀପାଳି ହୃଦ କପିଳାସ ଭକ୍ତି ରସେ ବାହି ପ୍ରୀତି ଝର ଆନନ୍ଦ ଅଶ୍ରୁର ସ୍ୱୟଂ ସ୍ୱୟମ୍ଭୁଙ୍କୁ ଜପେ ହରଷେ…