Latest Odisha News

BREAKING NEWS

ଗଳ୍ପ : ଅହମିକାର ଆରପାଖ

ହିମାଂଶୁ ଆଚାରୀ  ନିଜ ଜୀବନଠୁ ଆଉ ବଡ ଶିକ୍ଷକ କିଏ ? ପ୍ରତି ମୁହୂର୍ତ୍ତରେ ସେ ଆମକୁ ଶିଖାଏ ବଞ୍ଚିବାର ରହସ୍ୟ । ହଠାତ୍ ଏ କଥା ପଦକ ଅଚାନକ ଉଲକା ପରି ଖସିପଡିଲା ଦୀପାଙ୍କ ଓଠରୁ । ଚମକିଗଲେ ଶ୍ରୀକାନ୍ତ ବାବୁ ! ଗତ କାଲି ଜିଲ୍ଲା ପ୍ରଶାସନ ତରଫରୁ ପାଳିତ ହେଇଥିବା ଗୁରୁଦିବସ ଅବସରରେ…

କବିତା : କର୍ଣ୍ଣ ବିକର୍ଣ୍ଣ କୁମ୍ଭକର୍ଣ୍ଣ

ଶିବ ସୁନ୍ଦର କର୍ଣ୍ଣ ମୋ ହାତରେ ଥିଲା ବିଜୟ କିନ୍ତୁ ପ୍ରାରମ୍ଭରୁ ପରାଜୟ ଲେଖି ସାରିଥିଲା ଭାଗ୍ୟ ଗୁରୁଙ୍କ ସୂଚୀରେ ଅଜାତି ତ ଆଜନ୍ମ ଅଯୋଗ୍ୟ ସାଧିବାକୁ ଲକ୍ଷ.. ଧରିନେଲି ଅଧର୍ମର ମାର୍ଗ ସେଇଠି ହିଁ ବରିଥିଲି ଶ୍ରାପ ଆଉ ବିଦ୍ୟା ଭୁଲିବାର ଯୋଗ ଚାହିଁଥିଲେ କଣ ପାଇନଥାନ୍ତି…

କବିତା : ଲୁହ

ରବି ପଣ୍ଡା ହୃଦୟର କେଉଁ କୋଣେ ଛପିଥାଏ ସୁକୁମାର ଅଂଶ ଆବେଗର ଆବେଶରେ ଶିହରଣ ଖେଳିଯାଏ ସେଠି ସତେ ଏତେ ସମ୍ବେଦନା ଭରିଥାଏ ଲାଜକୁଳୀ ପରି ଟିକିଏ ନରମ ଛୁଆଁ ସାରିଦିଏ ତା' ସହନ ଶକ୍ତି। ଛଳ ଛଳ ହୁଏ ଆଖି ଟଳଟଳ ଲୁହ ଦୁଇ ବୁନ୍ଦା ଟପ ଟପ ଝରିପଡ଼େ ଯେମିତିକି ଫାଟିଯାଏ ଛାତି କୋଉଠୁ ଉଠାଏ…

କବିତା : ସବୁକିଛି ମିଳି ଯାଏ 

ଅନସୂୟା ପଣ୍ଡା ଘଟଣାର ଅର୍ଥ ଜାଣି ଥିବା ଲୋକ ହିଁ ସୁଖୀ, ହେଲେ କଣ ଜାଣି କି ଲାଭ ଯେ? ଉଚ୍ଚ ପର୍ବତ ସବୁ ଜାଣେ, ବିଶାଳ ଆକାଶର ଗମ୍ଭୀରତା, ଅନନ୍ତ ସାଗରର ଅସ୍ଥିରତା, ଚୁଲବୁଲି ବର୍ଷାର ଚଞ୍ଚଳତା, ସର୍ବସଂହା ପୃଥିବୀର ସ୍ଥିରତା l ସେ ସୁଖୀ କି? ବୋଧ ହୁଏ ସେ ସୁଖୀ, ଖୁବ…

ବଙ୍ଗଳାରେ ପରାଜୟର ଅର୍ଥ ହେଉଛି ଭାରତରେ ପରାଜୟ; ମମତା ବାନାର୍ଜୀ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ଭାରତୀୟ ଜନତା ପାର୍ଟି (ବିଜେପି) ଉପରେ ଆକ୍ରମଣ କରି କହିଛନ୍ତି ଯେ ଯଦି ପଶ୍ଚିମବଙ୍ଗ ୨୦୨୧ ବିଧାନସଭା ନିର୍ବାଚନରେ ଦଳ ପରାଜିତ ହୁଏ, ତେବେ ଏହା ଭାରତର ଅବଶିଷ୍ଟାଂଶରୁ ମଧ୍ୟ ଲୋପ ପାଇବ। ବଙ୍ଗଳାର ହୁଗୁଲିରେ ଏକ ରାଲିକୁ…

ଗଳ୍ପ : ପରିଶୋଧ

ବିମଳା ଶଂକର ଦାଶ " ନା ତା'ର ମଦନା । ଆପଣଙ୍କ ଗାଁ ର କୁଆଡେ ..ନେହୁରା ହୋଇ କହୁଛି ବାବୁଙ୍କୁ ଯେମିତି ହେଉ ଦେଖା କରି କି ହିଁ ଯିବ , ଯେତେ ମନା କଲେ ବି ଜମାରୁ ଶୁଣୁନି .." --ଦରବାନ ଆସି କହିଲା । ଇଂଜିନିୟର୍ ଆଲୋକ ବିରକ୍ତି ହୋଇ କହିଲେ .."କହି ଦିଅ ବାବୁ ଘରେ ନାହାନ୍ତି ,…

ପ୍ରେମଠୁ ବିରହ ନିଜର ଲାଗେ; ଅନ୍ତର୍ଯ୍ୟାମୀ ମିଶ୍ର

ସିଏ ମତେ ବାସିରେ ପଚାରେନି ଅଥଚ ସେ ମୋ ଧମନୀରେ ରକ୍ତ ହୋଇ ବୋହୁଥାଏ ପ୍ରତି ମୂହୂର୍ତ୍ତରେ... ତା କଥା ବେଶୀ ବେଶୀ ଭାବିଲେ ମୋତେ ଉଦାସ୍ ଉଦାସ୍ ଲାଗେ ମୁଁ ଅଗଣାରେ ମସିଣା ପାରି ଆକାଶକୁ ଚାହିଁ ପଡିରହେ ... ଆକାଶରେ ମେଘଖଣ୍ଡ ଆଉ ଜହ୍ନର ଲୁଚକାଳି ଖେଳରେ ତା ମୁହଁ ଝାପ୍ସା ଝାପ୍ସା…

ଭାଙ୍ଗୁଛନ୍ତି ଘର, ନଷ୍ଟ କରୁଛନ୍ତି ଫସଲ : ତେଲକୋଇରେ ଥମୁନି ହାତୀ ଉପଦ୍ରବ

ତେଲକୋଇ: ଥମୁନି ହାତୀ ଉପଦ୍ରବ । କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟ୍‌ ଅଞ୍ଚଳରେ ହାତୀ ଉପଦ୍ରବ ବଢିବାରେ ଲାଗିଛି । ଯାହାକୁ ନେଇ ସ୍ଥାନୀୟଲୋକଙ୍କ ମନରେ ଅସନ୍ତୋଷ ଓ ଭୟ ସୃଷ୍ଟି ହୋଇଛି । ଖବର ଅନୁଯାୟୀ, ହାତୀ ପଲ ଅଞ୍ଚଳରେ କେତେବେଳେ କାହା ଘର ଭାଙ୍ଗୁଛନ୍ତି ତ ଆଉ…

ଡେଡ୍ ଲାଇନ:୨୦୨୩ ସୁଦ୍ଧା ଲୋୟର ସୁକତେଲ ପ୍ରକଳ୍ପ କାମ ସାରିବାକୁ ନିର୍ଦ୍ଦେଶ, ବିସ୍ଥାପିତଙ୍କୁ ମିଳିବ ଉଚିତ ଥଇଥାନ ଓ…

ବଲାଙ୍ଗିର: ଅତି ଶୀଘ୍ର ସମ୍ପୂର୍ଣ୍ଣ ହେବ ବଲାଙ୍ଗୀର ଜିଲ୍ଲାର ଲାଇଫ ଲାଇନ ପ୍ରକଳ୍ପ ଲୋୟର ସୁକତେଲ । ଦିଆଗଲାଣି ଡେଡ୍ ଲାଇନ । ଆଗାମୀ ୨୦୨୩ ସୁଦ୍ଧା କାମ ସମ୍ପୁର୍ଣ୍ଣ କରିବାକୁ ନିର୍ଦେଶ ମିଳିସାରିଛି । ଏନେଇ ଜୋରସୋରରେ ଚାଲିଛି ପ୍ରସ୍ତୁତି । ବିସ୍ଥାପିତଙ୍କ ସମସ୍ୟାର ସମାଧାନ ସହ କାମକୁ…

ମା’ ସମଲେଶ୍ବରୀଙ୍କ ଶେଷ ଦର୍ଶନ ନାଁରେ ଶୋଭାଯାତ୍ରା, ବିସ୍ଥାପିତ ଲୋକଙ୍କ ନିଆରା ପ୍ରତିବାଦ

ସମ୍ବଲପୁର: ବିସ୍ଥାପିତ ଲୋକ ନିଆରା ଢ଼ଙ୍ଗରେ ପ୍ରତିବାଦ । ସମ୍ବଲପୁରର ଅଧିଷ୍ଟାତ୍ରି ଦେବୀ ମା’ ସମଲେଶ୍ବରୀ ଦେବୀଙ୍କ ମନ୍ଦିର ଉନ୍ନୟନ କାର୍ଯ୍ୟ ପାଇଁ ଘର ଉଚ୍ଛେଦ ହେଉଥିବା ବିସ୍ଥାପିତ ଲୋକ ନିଆରା ପ୍ରତିବାଦ କରିଛନ୍ତି । ମା’ଙ୍କ ଶେଷ ଦର୍ଶନ ନାଁରେ ଏକ ଶୋଭାଯାତ୍ରା ଆୟୋଜନ କରାଯାଇଛି । ଏହି…