ବ୍ୟାଙ୍କ ମ୍ୟାନେଜରଙ୍କ ଗାଡିରୁ ଜବତ ହେଲା ୬୦ କେଜିରୁ ଅଧିକ ଗଞ୍ଜେଇ
ବୌଦ୍ଧ: ବୌଦ୍ଧ ଟାଉନ୍ ଅଞ୍ଚଳରେ ଥିବା କଣ୍ଟମାଳ କୋଅପରେଟିଭ୍ ବ୍ୟାଙ୍କ ଶାଖା ପରିଚାଳକ ସୁନୀଲ ସାହୁଙ୍କ କାରରୁ ଜବତ ହୋଇଛି ୬୦ କେଜିରୁ ଉର୍ଦ୍ଧ୍ବ ଓଜନର ତିନି ପ୍ୟାକେଟ୍ ଗଞ୍ଜେଇ। ଏନେଇ ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇନଥିବା ସୂଚନା।
ପୋଲିସ ଦେଇଥିବା ସୂଚନାନୁସାରେ, ରବିବାର ରାତି ପ୍ରାୟ…