Latest Odisha News

ତିନୋଟି କବିତା

ତିନୋଟି କବିତା ସସ୍ମିତା ରାଉତ ୧. ତୃଷ୍ଣା ବେପରୁଆ ଆଞ୍ଜୁଳେ ଶବ୍ଦକୁ ଉଚ୍ଛାଳିଲି ଆକାଶକୁ କିଛି ତ,  ଖାଲି ଖାଲି ବାଦଲ ! ମୋ ଛାତିରେ ଭରି ତୃଷ୍ଣା; କିଛି ବିନ୍ଦୁ ବିନ୍ଦୁ ସାଜି ଭିଜାଇଲେ ଆଉ କାହା ମାଟି ସେତିକି ମୋ କବିତା ! *** ୨. ଷଡ଼ଯନ୍ତ୍ର ଶ୍ରାବଣ…

ପାରିଜାତ

ପାରିଜାତ ଶୁଭଶ୍ରୀ ମହାରଣା ସରଗର ପାରିଜାତ ଚାହେଁ ନାହିଁ ଚାହେଁ ନାହିଁ ଦୁର୍ମୂଲ୍ୟ ସମ୍ପତ୍ତି ଚାହେଁ ନାହିଁ ଇନ୍ଦ୍ରଧନୁ ସାତରଙ୍ଗ ଚାହେଁ ନାହିଁ ହୀରା ଲୀଳା ମୋତି। ଚାହେଁ ଖାଲି ଟିକେ ନିବିଡତା ଭରିଥିବ ପ୍ରେମ ପିଆସାରେ ସେଥିରେ ମୁଁ ମିଶାଇବି ମୋ ଆତ୍ମୀୟତା ଇତିହାସ ରଚିବ…

ଛାତିତଳର କଥା

ଛାତିତଳର କଥା ଅମିୟ ବେଜ୍ ― ଏଇ ଦେହଟାରେ ଛୁରୀ କତୁରୀ ଚାଲିବ ? ପୁଣି ଛୁଞ୍ଚି ଫୋଡି ସିଲେଇ ହେବ । ଶେଷକୁ କଟାମଟା ଦାଗ ଛାଡ଼ିଦେଇ ଯିବ ସବୁଦିନକୁ ? ନାଃ ! ଥାଉ । ସେଇମିତି ଅକଟା ଥା' ତୁମେ । ଦର୍କାର ନାହିଁ ଆମର । ଆଉରି କେତେ ରକମର ବ୍ୟବସ୍ଥା ଅଛି। ନୋଇଲେ ନିଜକୁ ଟିକେ ସମ୍ଭାଳି…

କହିବ ଯଦି

କହିବ ଯଦି ସୁଦାମବନ୍ଧୁ ଭଟ୍ଟମିଶ୍ର କହିବ ଯଦି ଭାଂଗିଦେବି ନିଜକୁ ତମ ପାଇଁ ଥରେ ଭାଂଗିଗଲା ପରେ ଜାଣେନା ଆଉଥରେ ମତେ ମୁଁ ଗଢ଼ିପାରିବି କି ନାଇଁ! .............. ଏନ୍‍-୩ / ୨୮୮ ଆଇ.ଆର.ସି. ଭିଲେଜ୍‍, ଭୁବନେଶ୍ୱର ଓଡ଼ିଶା ସମ୍ବାଦର ସାହିତ୍ୟ ବିଭାଗକୁ…

ପ୍ରେମ ପରି କିଛି (୨)

ପ୍ରେମ ପରି କିଛି (୨) ଡ. ଶୁଭଶ୍ରୀ ଲେଙ୍କା ଠିକ୍ ମୋ ଝର୍କା ସାମ୍ନାର ଝଙ୍କାଳିଆ କ୍ରୋଟନ୍ ଡାଳରେ ବସା ବାନ୍ଧୁଛନ୍ତି ଟେନିସ୍ ବଲ୍ ଠୁ ଆହୁରି ଛୋଟ ଚଢେ଼ଇ ଦୁଇଟି କିଚିରି ମିଚିରି ବ୍ୟସ୍ତତାରେ ବୋହିଆଣୁଛନ୍ତି ମନ ମୁତାବକ କାଠିକୁଟା ମା’ ଚଢେ଼ଇଟି ଅଣ୍ଡା ପାରିବ ବୋଧେ କେତେ…

କାନ୍ଥ

କାନ୍ଥ ଧିରେନ୍ ବାଗ ଚାରିଆଡେ କାନ୍ଥ ଯା ଭିତରେ ମୁଁ ଥାଏ ଏକ ବନ୍ଦି ଶରଣାର୍ଥୀ ଆଉ କେବେ ନଥାଇ ଉଡେ ମୁକ୍ତ ଆତ୍ମା ପରି । ଦିନ ଆସି ଦିନ ଯାଏ ସମୟ ଅବିରତ ଗଡି ଚାଲେ କିନ୍ତୁ ଦୃଷ୍ଟି କାନ୍ଥରୁ ବାଜି ଫେରିଆସେ ଉଦାସ ହେଇ । ଯେବେ ଅଣନିଃଶ୍ୱାସୀ ମନ ଖୋଜେ ନୂତନ ଆଲୋକ…

କେମିତି?

କେମିତି? ପ୍ରଜ୍ଞା ପାରମିତା ନିମିଷକେ ପାରିଲିନି ଜାଣି ତୁମ ଆଗମନର ସମ୍ବାଦ... ନା ବାରି ପାରିଲି ତୁମ ବାସ୍ନାର ଆଭାସ କେମିତି ଦୃଷ୍ଟି ନିକ୍ଷେପିଲ ଏଇ ପଥଶ୍ରାନ୍ତ ପଥିକ ଉପରେ କେମିତି ଅଣ୍ଡାଳି ପାରିଲ ମୋତେ ଏ ଅଗନା ଅଗନି ବନସ୍ତ ମଧ୍ୟରେ ମୁଁ ତ ହରାଇ ସାରିଥିଲି…

ଟିକେ ବିରତି ନେବା

ଟିକେ ବିରତି ନେବା ଲୋପାମୁଦ୍ରା ନାୟକ ଚାଲ ପ୍ରିୟ !!! ତୁମ ଓଠର ଶୋଷକୁ ମୋ ଓଠରେ ନ ମାରି ନିଜ'ନିଜକୁ ଚାରିଫୁଟିଆ ଘରେ ବନ୍ଦ କରିଦେବା ଗୁରୁଣ୍ତି ଗୁରୁଣ୍ଡି ତାତିଟା ହାଁ ମେଲେଇବା ଉପରେ ରାଜନୀତି ଚୁଲିରେ ଏବେ ବିରାଟ ବଡ ହାଣ୍ତି ଅପମିଶ୍ରଣ ଚାଉଳ ଫୁଟିବାଫୁଟିବା ଉପରେ…

ଜୀଇଁଵାକୁ ଚାହେଁ

ଜୀଇଁଵାକୁ ଚାହେଁ ଅଭୀପ୍ସା ଜେନା ସମ୍ଭାବନାର ମନ୍ତ୍ର ସେ ଜୀଵନର ମୁଗ୍ଧଗୀତ ସେ ଆଖିରେ ଆଖିଏ ସ୍ୱପ୍ନ ଭୁଞ୍ଜିଥିବା ଆତ୍ମାଟିଏ ଆଉ ଆଜି ତା ଆଖିରେ ଅସୁମାରୀ କ୍ଷତ! ମେଘମାଳ ଡେଇଁ ଉଡ଼ି ଵୁଲୁଥିଲା ମନର କପୋତ ତାର ହଠାତ୍ କେହି ଛେଦକଲା ଡେଣା ଦୁଇ ତାର। ମନେ ତାର…

ଅଜସ୍ର ଫୁଲର ଉପତ୍ୟକା

ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ (୧୯୫୩) ପରିଣତ ବୟସରେ ଲେଖାଲେଖି ଆରମ୍ଭ କରିଥିଲେ ମଧ୍ୟ ବିଗତ ଅଳ୍ପକିଛି ବର୍ଷ ଭିତରେ ସେ ନିଜ କଥାସାହିତ୍ୟ ପାଇଁ ପାଠକମାନଙ୍କ ମନରେ ହାସଲ କରିସାରିଛନ୍ତି ସ୍ୱତନ୍ତ୍ର ସ୍ଥାନ । ସ୍ମୃତିର ତୃତୀୟ ପାହାଚ, ନିସ୍ତବ୍ଧ ରାତି ଓ ସ୍ମୃତିର ସିନ୍ଦୁକ, ଗୋଟିଏ ସନ୍ଧ୍ୟାର…