ବର୍ଷା
ବର୍ଷା
ସରିତା ପୃଷ୍ଟି
ଟିକେ ରହିଯା,
ମୁଁ କାହିଁ କେତେ ଦିନରୁ ତୋ ଅପେକ୍ଷାରେ...
ଏତେ ତରବର କାହିଁକି?
ମୁଁ ମନଭରି ତୋ ଶୀତଳ ସ୍ପର୍ଶକୁ
ଅନୁଭବ କରିନିଏ
କିନ୍ତୁ ଏ ବିଜୁଳି?
ମୁଁ ଡ଼ରିଯାଉଛି
ଏକାମ୍ରରେ ଏ ଏକାକିତ୍ୱ
ଭାରି ଅସହ୍ୟ
ବିଜୁଳି....ଘଡ଼ଘଡ଼ି
ହଠାତ୍ ତୋର ଏ କି…