ଆବର୍ଜନା ବିକିଲେ ମୋଦି ସରକାର, ଚନ୍ଦ୍ରାୟନ-୩ ବଜେଟଠୁ ଅଧିକ ଆୟ
ନୂଆଦିଲ୍ଲୀ: ମୋଦି ସରକାର ଗତ ଏକ ମାସ ମଧ୍ୟରେ ସ୍କ୍ରାପ୍ ବିକ୍ରୟ କରି ୮୦୦ କୋଟି ଟଙ୍କା ରୋଜଗାର କରିଛନ୍ତି।ଯାହାକି ଚନ୍ଦ୍ରାୟନ-୩ର ବଜେଟ ଠାରୁ ମଧ୍ୟ ଅଧିକ ଅଟେ। ଏହି ଚନ୍ଦ୍ରୟାନ-୩ ମୂଲ୍ୟ ୬୧୫ କୋଟି ଥିବା ନେଇ ଜଣାପଡ଼ିଛି।
ଏହି ଅଭିଯାନ ଅକ୍ଟୋବର ୨ରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ…