Earthquake: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ଭୂମିକମ୍ପ; ତ୍ରୀବତା ରହିଛି ୫.୪
ନୂଆଦିଲ୍ଲୀ: ରବିବାର (ନଭେମ୍ବର ୯, ୨୦୨୫) ଦିନ ୧୨:୦୬ ସମୟରେ ଭାରତର ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଏହାର ତୀବ୍ରତା ୫.୪ ବୋଲି ରିପୋର୍ଟ କରିଛି, ଯାହାର କେନ୍ଦ୍ରସ୍ଥଳ ଭୂମିରୁ ପ୍ରାୟ ୯୦…