Latest Odisha News

BREAKING NEWS

Parliament Monsoon Session: ଜେଲ୍ ଗଲେ ପଦରୁ ବିଦା ହେବେ PM, CM, ମନ୍ତ୍ରୀ; ଲୋକସଭାରେ ବିଲ୍ ଆଗତ ପରେ କପି ଚିରି…

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଲୋକସଭାରେ ୧୩୦ ତମ ସମ୍ବିଧାନ ସଂଶୋଧନ ବିଲ୍ ୨୦୨୫, କେନ୍ଦ୍ରଶାସିତ ଅଞ୍ଚଳ ସରକାର ସଂଶୋଧନ ବିଲ୍ ୨୦୨୫ ଏବଂ ଜମ୍ମୁ ଏବଂ କାଶ୍ମୀର ପୁନର୍ଗଠନ (ସଂଶୋଧନ) ବିଲ୍ ୨୦୨୫ ଆଗତ କରିଛନ୍ତି । ଏହି ବିଲ୍‌ଗୁଡ଼ିକରେ ଏକ ବ୍ୟବସ୍ଥା ଅଛି ଯେ ଯଦି…

BRICS Alliance Strengthens: ନିଜ ଜାଲରେ ଫସିବେ ଟ୍ରମ୍ପ!, ଭାରତ ଚଳାଇଲା ଗୋଟି…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଭାରତ ଉପରେ ଖପ୍ପା । ରୁଷିଆ ସହ ସମ୍ପର୍କ ନେଇ ଭାରତ ଉପରେ ଦାଉ ସାଧୁଥିବା ଟ୍ରମ୍ପ, ଦେଶର ଆମଦାନୀ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ ଜାରି କରିଛନ୍ତି । ହେଲେ ଏବେ ଟ୍ରମ୍ପ ନିଜ ଚାଲରେ ହିଁ ଫସିବାକୁ ଯାଉଛନ୍ତି । ଭାରତ ଟ୍ରମ୍ପକୁ ମାତ୍…

Naxal Surrender:୪ ହାର୍ଡକୋର୍ ମାଓବାଦୀଙ୍କ ଆତ୍ମସମର୍ପଣ

ଛତିଶଗଡ଼: ଛତିଶଗଡ଼ର କୋଣ୍ଡାଗାଓଁ ଜିଲ୍ଲାରେ ମାଓବାଦୀଙ୍କ ବିରୋଧରେ ଚାଲିଥିବା ଅଭିଯାନକୁ ବଡ଼ ସଫଳତା ମିଳିଛି। ମଙ୍ଗଳବାର ଦିନ ଜଣେ ମାଓ ଦମ୍ପତି ସମେତ ଚାରି ଜଣ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ଛତିଶଗଡ଼ ସରକାର ଏହି ମାଓବାଦୀଙ୍କ ଉପରେ ମୋଟ ୨୨ ଲକ୍ଷ ଟଙ୍କାର ପୁରସ୍କାର…

School Student: ସ୍କୁଲ ପିଲାଙ୍କୁ ମିଳିବ ଚାଉଳ ସହ ଟଙ୍କା

ଭୁବନେଶ୍ୱର: ଚଳିତ ବର୍ଷ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ କାରଣରୁ ମେ ୫ ପରିବର୍ତ୍ତେ ୨୩ ଏପ୍ରିଲରୁ ସ୍କୁଲ ବନ୍ଦ ରଖାଯାଇଥିଲା । ଏହି ସମୟ ମଧ୍ୟରେ ୧୧ ଦିନ ମଧ୍ୟାନ୍ନ ଭୋଜନ ଦିଆଯାଇ ନଥିଲା । ସେନେଇ ଏବେ ରାଜ୍ୟର ସମସ୍ତ ଶିଶୁ (ବାଲ୍‌) ବାଟିକାଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ୧୧…

Kapila Pashu Aahar: ଲଞ୍ଚ ହେଲା କପିଲା ପଶୁ ଆହାର, ବୃଦ୍ଧି ପାଇବ ପଶୁମାନଙ୍କ କ୍ଷୀର ଉତ୍ପାଦନ କ୍ଷମତା

ଜୟପୁର: କପିଲା ପଶୁ ଆହାର ପଶୁମାନଙ୍କ ଖାଦ୍ୟ କ୍ଷେତ୍ରରେ ଏକ ବଡ଼ ନାମ ଏବଂ ଏହା ଦେଶରେ କ୍ଷୀର ଉତ୍ପାଦନ ବୃଦ୍ଧି ଅଭିଯାନରେ ସର୍ବଦା ନିୟୋଜିତ। ଏହି ମିଶନ ଯୋଗୁଁ, କପିଲା ପଶୁ ଆହାର ପଶୁଖାଦ୍ୟ କ୍ଷେତ୍ରରେ ଦେଶର ନମ୍ବର ୱାନ୍ ବ୍ରାଣ୍ଡ ରହିଛି। କମ୍ପାନୀ ନିର୍ଦ୍ଦେଶକ ବିଶାଲ ଶିବହରେ କହିଛନ୍ତି…

Cruise Bharat Mission: ଓଡ଼ିଶାରେ ଚାରୋଟି ନଦୀର ବିକାଶ ପାଇଁ କେନ୍ଦ୍ରର ବଡ଼ ଯୋଜନା, ବଢ଼ିବ ଆୟ

ଭୁବନେଶ୍ୱର: ଓଡ଼ିଶାରେ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର ସରକାର ନୂଆ ଯୋଜନା ଆଣିଛନ୍ତି। କ୍ରୁଜ ଭାରତ ମିଶନ (Cruise Bharat Mission) ଅଧୀନରେ ରାଜ୍ୟରେ ଚାରୋଟି ନଦୀ କ୍ରୁଜ ସର୍କିଟ ବିକଶିତ ହେବ। ଏହା ଦ୍ୱାରା ଓଡ଼ିଶାର ନଦୀ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ…

PadmaShri Vinod Pasayat: ପରଲୋକରେ ବିଶିଷ୍ଟ ସାହିତ୍ୟିକ ପଦ୍ମଶ୍ରୀ ବିନୋଦ ପଶାୟତ

ସମ୍ବଲପୁର: ବିଶିଷ୍ଟ ସାହିତ୍ୟିକ ପଦ୍ମଶ୍ରୀ ବିନୋଦ ପଶାୟତଙ୍କ ପରଲୋକ । ୯୧ ବର୍ଷ ବୟସରେ ଆଖି ବୁଜିଲେ ପଦ୍ମଶ୍ରୀ ବିନୋଦ ପଶାୟତ ।ସମ୍ବଲପୁର ସଦର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି । ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ହୋଇ ସେ ଚିକିତ୍ସିତ ହେଉଥିଲେ । ବୁଧବାର…

Vice President Election: ନାମାଙ୍କନ ଦାଖଲ କଲେ ଏନଡିଏ ପ୍ରାର୍ଥୀ ରାଧାକୃଷ୍ଣନ, ନିଜେ ପ୍ରସ୍ତାବକ ହେଲେ ମୋଦି….

ନୂଆଦିଲ୍ଲୀ: ଇଣ୍ଡିଆ ବ୍ଲକରୁ ଉପରାଷ୍ଟ୍ରପତି ପଦ ପାଇଁ ବି. ସୁଦର୍ଶନ ରେଡ୍ଡିଙ୍କ ନାମ ଘୋଷଣା ସହିତ, ଉପରାଷ୍ଟ୍ରପତି ପଦ ପାଇଁ ଦୌଡ଼ ଏବେ ରୋଚକ ହୋଇଛି । NDA ପ୍ରାର୍ଥୀ ସିପି ରାଧାକୃଷ୍ଣନ ଆଜି ଉପରାଷ୍ଟ୍ରପତି ପଦ ପାଇଁ ତାଙ୍କର ନାମାଙ୍କନ ଦାଖଲ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ…

Bhubaneswar Metro: ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପରେ ଅନିଶ୍ଚିତତା: ସଂସଦରେ ପ୍ରଶ୍ନ ଉଠାଇଲେ ବିଜେଡି ସାଂସଦ

ଭୁବନେଶ୍ୱର: ଭୁବନେଶ୍ୱର ମେଟ୍ରୋ (Bhubaneswar Metro) ରେଳ ପ୍ରକଳ୍ପର ଅନିଶ୍ଚିତତା ନେଇ ସଂସଦରେ ପ୍ରଶ୍ନ ଉଠାଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର (BJD MP Sasmit Patro)। କେନ୍ଦ୍ର ସରକାରଙ୍କ ନିକଟରୁ ପ୍ରକଳ୍ପର ବର୍ତ୍ତମାନ ସ୍ଥିତି ବିଷୟରେ ସେ ସ୍ପଷ୍ଟୀକରଣ ମାଗିଛନ୍ତି। ସଂସଦ…

ୟୁଏନଏସସିରେ ପୁଣି ପାକିସ୍ତାନ ମୁଖା ଖୋଲିଲା ଭାରତ, ଯୌନ ହିଂସା ନେଇ କଡା ନିନ୍ଦା କଲା….

ନୂଆଦିଲ୍ଲୀ: ପୁଣି ଭାରତ ୟୁଏନଏସସିରେ ପାକିସ୍ତାନର ପର୍ଦ୍ଦାଫାଶ କରିଛି ।  ସଂଘର୍ଷ ସମ୍ବନ୍ଧୀୟ ଯୌନ ହିଂସା ଉପରେ ଭାରତ ପକ୍ଷରୁ ବିବୃତ୍ତି ଦେବା ସମୟରେ, ଭାରତୀୟ କୂଟନୀତିଜ୍ଞ ଆଲଡୋସ୍ ମାଥ୍ୟୁ ପୁନୁସ୍ ପାକିସ୍ତାନକୁ ସଂପୂର୍ଣ୍ଣ ଧୋଇ ଦେଇଛନ୍ତି । ଜାତିସଂଘ ସୁରକ୍ଷା ପରିଷଦର ଖୋଲା…