Latest Odisha News

BREAKING NEWS

ବନ୍ଧୁ କହି ଭାରତ ଉପରେ ୨୫% ଟାରିଫ୍ ଲଗାଇଲେ ଟ୍ରମ୍ପ, ଏମିତି ପ୍ରତିକ୍ରିୟା ରଖିଲେ କେନ୍ଦ୍ର ସରକାର….

ନୂଆଦିଲ୍ଲୀ: ଭାରତ ବିରୁଦ୍ଧରେ ବାଣିଜ୍ୟିକ ଯୁଦ୍ଧ ଘୋଷଣା କରିଛି ଆମେରିକା । ସିଧା ଲଗାଇଛି ୨୫% ଶୁଳ୍କ, ତା ସାଙ୍ଗକୁ ଜରିମାନା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ଆମେରିକା ଭାରତରୁ ଆମଦାନୀ ହେଉଥିବା ସମସ୍ତ ସାମଗ୍ରୀ ଉପରେ ୨୫% ଅଧିକ ଶୁଳ୍କ ଲାଗୁ କରିବ, ଯାହା…

ଦଲାଇ ଲାମାଙ୍କୁ ଭାରତ ରତ୍ନ ଦେବାକୁ ଦାବି, ବିଜେପି ସାଂସଦ ସମ୍ମାନ ପାଇଁ କହିଦେଲେ ଏପରି କଥା..

ନୂଆଦିଲ୍ଲୀ: ବିଜେପି ସାଂସଦ ତାପିର ଗାଓ ଲୋକସଭାରେ ଦଲାଇ ଲାମାଙ୍କ ପାଇଁ ଭାରତ ରତ୍ନ ଦାବି କରିଛନ୍ତି। ବୁଧବାର ଶୂନ୍ୟ କାଳରେ, ପୂର୍ବ ଅରୁଣାଚଳ ସାଂସଦ କହିଥିଲେ ଯେ ଭାରତ ସରକାର ଦଲାଇ ଲାମାଙ୍କ ପ୍ରତିଷ୍ଠାନକୁ ସ୍ୱୀକୃତି ଦେବା ଉଚିତ। ତାଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଉ ବୋଲି ମଧ୍ୟ ଦାବି…

ଗୋଲାପ,ଗେଣ୍ଡୁ, ମଲ୍ଲି ଗଛ ବୃଦ୍ଧି କରେ ସକାରାତ୍ମକତା; ଏହି ଦିଗରେ ଲଗାଇଲେ ମିଳିବ …

ଭୁବନେଶ୍ବର: ବାସ୍ତୁ ଶାସ୍ତ୍ର ଘରେ ସକାରାତ୍ମକତା ବୃଦ୍ଧି କରିବା ଏବଂ ନକାରାତ୍ମକତା ହ୍ରାସ କରିବା ପାଇଁ ଅନେକ ଉପାୟ ଦେଇଥାଏ। ଯଦି ଏହି ଟିପ୍ସଗୁଡ଼ିକୁ ଦୈନନ୍ଦିନ ଜୀବନରେ ଗ୍ରହଣ କରାଯାଏ, ତେବେ ଆମେ ଶୁଭ ଫଳ ପାଇପାରିବା। ବାସ୍ତୁଶାସ୍ତ୍ର ଘରର ସମସ୍ତ ଜିନିଷ ସହିତ ଜଡିତ ଟିପ୍ସ ଦେଇଥାଏ।…

ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସାଙ୍ଗକୁ ଘଡ଼ଘଡ଼ି, ୨୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସାଙ୍ଗକୁ ଘଡଘଡି ସମ୍ଭାବନା। ଉପକୂଳ ଓଡିଶା ସମେତ ଆଭ୍ୟନ୍ତରୀଣ ଓଡିଶାର ୨୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡା ଆଦି ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା।…

ରାତିରେ ପାଟି ଶୁଖିଯାଉଛି କି? ଏହି ରୋଗର ଲକ୍ଷଣ ହୋଇପାରେ…

ଭୁବନେଶ୍ବର:ରାତିରେ ପାଟି ଶୁଖିଯିବା ସମସ୍ୟାକୁ ମେଡିକାଲ ଭାଷାରେ ଜେରୋଷ୍ଟୋମିଆ କୁହାଯାଏ। ଏହା ସେତେବେଳେ ହୁଏ ଯେତେବେଳେ ଲାଳ ଉତ୍ପାଦନ ହ୍ରାସ ପାଏ । ଶୋଇବା ସମୟରେ ଆମ ଶରୀର ସାଧାରଣ ଅପେକ୍ଷା କମ୍ ଲାଳ ଉତ୍ପାଦନ କରେ, କିନ୍ତୁ ଯଦି ଏହି ସମସ୍ୟା ଲାଗି ରହେ, ତେବେ ଏହା ଠିକ୍ ନୁହେଁ ।…

ଶକ୍ତିଶାଳୀ ସାଟେଲାଇଟ୍ ନିସାର, ମହାକାଶରୁ ପୃଥିବୀ ଉପରେ ରଖିବ ତିକ୍ଷ୍ଣ ନଜର

ଶ୍ରୀହରିକୋଟା: ବିଶ୍ୱ ଦେଖିଲା ଭାରତର ସାଟେଲାଇଟ ପାୱାର। ଶ୍ରୀହରିକୋଟା ସ୍ଥିତ ସ୍ପେଶ୍ ଷ୍ଟେସନ୍‌ରୁ ଲଞ୍ଚ୍ ହେଲା ଭାରତ-ଆମେରିକାର ଐତିହାସିକ ମିଳିତ ମିଶନ। ମହାକାଶରୁ ପୃଥିବୀ ପୃଷ୍ଠ ଉପରେ ରଖିବ ତୀକ୍ଷ୍ଣ ନଜର। ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା (ଇସ୍ରୋ) ତା’ର ସବୁଠାରୁ ମହଙ୍ଗା…

ନନ-ଆଲକୋହଲିକ୍ ଫ୍ୟାଟି ଲିଭର କ’ଣ? ଏହିମାନଙ୍କ ଠାରେ ଅଧିକ ଦେଖାଯାଏ ..

ଭୁବନେଶ୍ବର:ଆମ ଦେଶରେ ଜୀବନଶୈଳୀ ଏବଂ ଖାଦ୍ୟ ଅଭ୍ୟାସ ଯେଉଁ ଗତିରେ ପରିବର୍ତ୍ତନ ହେଉଛି, ସେହି ଗତିରେ ରୋଗଗୁଡ଼ିକ ବୃଦ୍ଧି ପାଉଛି। କିଛିଦିନ ତଳେ AIIMS ଦ୍ୱାରା କରାଯାଇଥିବା ଏକ ଗବେଷଣା ଅନୁଯାୟୀ, ଭାରତୀୟ ଜନସଂଖ୍ୟାର ପ୍ରାୟ ୩୦% ନନ-ଆଲକୋହଲିକ୍ ଫ୍ୟାଟି ଲିଭର ରୋଗ (NAFLD-Nonalcoholic…

OAS ସ୍ବାମୀଙ୍କ ନାଁରେ ଥାନାରେ ଅଭିଯୋଗ କଲେ ସ୍ତ୍ରୀ;ନବଜାତ ପୁଅକୁ ସ୍ବାମୀ ଗ୍ରହଣ କରୁ ନଥିବା…

ଭୁବନେଶ୍ବର: ଓଏଏସ୍ ଅଧିକାରୀଙ୍କ ନାଁରେ ମହିଳା ଥାନାର ଦ୍ବାରସ୍ଥ ହେଲେ ପତ୍ନୀ । ହସ୍ପିଟାଲ ବେଡ଼ରେ ସ୍ତ୍ରୀ ପିଲାକୁ ଛାଡି ଚାଲିଗଲେ ଓଏଏସ୍ ବାବୁ। ପତ୍ନୀ ଓ ନବଜାତ ପୁଅ ପ୍ରତି ନିଷ୍ଠୁରତା ଓ ମାନସିକ ନିର୍ଯାତନାର ଅଭିଯୋଗ ହୋଇଛି ।ଭୁବନେଶ୍ୱର ମହିଳା ଥାନାରେ ଏପରି ଅଭଯୋଗ କରିଛନ୍ତି ଓଏଏସ୍…

ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକକୁ ନା; ପ୍ଲାଷ୍ଟିକ ଲାଗିଥିବା ଫୁଲତୋଡ଼ା ବି ମନା

ଭୁବନେଶ୍ୱର:`ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ଉପରେ ଲାଗିଲା କଟକଣା । ଏହି ସଂପର୍କରେ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ ରାଜ୍ୟର ସମସ୍ତ ବିଭାଗୀୟ ସଚିବଙ୍କୁ ଏକ ଚିଠି ଜାରି କରି ନିର୍ଦ୍ଦେଶ ଦେଇଛନ୍ତି। ପରିବେଶ ସୁରକ୍ଷା ଓ ପ୍ଲାଷ୍ଟିକ…

ଜାତୀୟ ସ୍ୱାର୍ଥ ସର୍ବୋପରି; ଟ୍ରମ୍ପଙ୍କ ୨୫% ଶୁଳ୍କ ଉପରେ ଭାରତର ପ୍ରତିକ୍ରିୟା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଗଷ୍ଟ ୧ ତାରିଖରୁ ଭାରତ ଉପରେ ନୂଆ ଶୁଳ୍କ ଲାଗୁ ନେଇ ଘୋଷଣା କରିଛନ୍ତି। ଡୋନାଲ୍ଡ ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ଟ୍ରୁଥ୍ ସୋସିଆଲରେ ଏକ ପୋଷ୍ଟରେ ଟ୍ରମ୍ପ…