Latest Odisha News

BREAKING NEWS

ଖରିଫ ଧାନ ସଂଗ୍ରହ ପଞ୍ଜୀକରଣରେ ବାଧକ ସାଜିଛି ଆଇ ସ୍କାନର୍

ଭୁବନେଶ୍ୱର: ଖରିଫ ଧାନ ସଂଗ୍ରହ ପଞ୍ଜୀକରଣରେ ବାଧକ ସାଜିଛି ଆଇ ସ୍କାନର୍। ରାଜ୍ୟର ୧୬ ଜିଲ୍ଲାରେ ଆଇ ସ୍କାନର୍ ମେସିନ୍ ନଥିବାରୁ ଚାଷୀ ହଇରାଣ ହେଉଛନ୍ତି। ୧୬ ଜିଲ୍ଲା ପାଇଁ ୯୭୯ ଆଇ ସ୍କାନର୍ ମେସିନର ଆବଶ୍ୟକତା ରହିଛି। ତୁରନ୍ତ ଆଇ ସ୍କାନର୍ ଯୋଗାଇ ଦେବାକୁ ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ…

ସୁନ୍ଦରଗଡ଼ରେ ଅପପୁଷ୍ଟି ସମସ୍ୟା: କୋଇଡ଼ାରେ ଶିଶୁଙ୍କ ଦୁର୍ଦଶା!

ସୁନ୍ଦରଗଡ଼: ଅପପୁଷ୍ଟି ନିରାକରଣ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଓଡ଼ିଶାରେ ଅପପୁଷ୍ଟିର ଭୟାବହ ଚିତ୍ର ସାମ୍ନାକୁ ଆସୁଛି। ଯାଜପୁରର ନଗଡ଼ା ପରେ ଏବେ ସୁନ୍ଦରଗଡ଼ର କୋଇଡ଼ା ବ୍ଲକରୁ ଚିନ୍ତାଜନକ ଖବର। କୋଇଡ଼ାର ଖଣି ଅଞ୍ଚଳରୁ ଆସିଛି ହୃଦୟବିଦାରକ ଦୃଶ୍ୟ। ଅନେକ ଶିଶୁ ଏତେ…

ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ଇସ୍ତଫା: ବୁଲେଟପ୍ରୁଫ କାର ନମିଳିବାରୁ ଆରମ୍ଭ ହୋଇଥିଲା ବିବାଦ!

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ହଠାତ୍ ଇସ୍ତଫା ପରେ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି। କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ସେ? ଏହା ମଧ୍ୟରେ ତାଙ୍କ ସୁରକ୍ଷା ଗାଡ଼ି ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଗତ ଫେବୃଆରୀରେ ଧନଖଡ଼ଙ୍କ କାର୍ଯ୍ୟାଳୟ ଗୃହ ମନ୍ତ୍ରଣାଳୟକୁ…

ମହଙ୍ଗା ପଡିପାରେ ରାସ୍ତାରେ ପାରାଙ୍କୁ ଖାଦ୍ୟ ଦେବା, ଏପରି କରୁଥିବା ବ୍ୟକ୍ତିଙ୍କ ନାଁରେ ହେବ ଏଫଆଇଆର

ନୂଆଦିଲ୍ଲୀ: ବମ୍ବେ ହାଇକୋର୍ଟ ସାର୍ବଜନୀନ ସ୍ଥାନରେ ପାରାକୁ ଖାଦ୍ୟ ଦେବା ଉପରେ ନିଷେଧ କରିଛନ୍ତି। ଏହି ନିଷ୍ପତ୍ତି ସମ୍ପର୍କରେ କୋର୍ଟ କହିଛନ୍ତି ଯେ ଏପରି କରିବା ଦ୍ୱାରା ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେବେ ଏବଂ ଜନସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି ହେବ। ଏହା ସହିତ, କୋର୍ଟ ସାର୍ବଜନୀନ…

ମାଲେଗାଓଁ ବିସ୍ଫୋରଣ: ପୂର୍ବତନ ବିଜେପି ସାଂସଦଙ୍କ ସମେତ ସମସ୍ତେ ନିର୍ଦ୍ଦୋଷରେ ଖଲାସ୍

ମୁମ୍ବାଇ: ମାଲେଗାଓଁ ବିସ୍ଫୋରଣ, ୧୭ ବର୍ଷ ପରେ ନିର୍ଦ୍ଦୋଷରେ ଖଲାସ ହେଲେ ସମସ୍ତ ଅଭିଯୁକ୍ତ । ୨୦୦୮ ମସିହାରେ ମହାରାଷ୍ଟ୍ରର ମାଲେଗାଓଁରେ ହୋଇଥିବା ବୋମା ବିସ୍ଫୋରଣ ମାମଲାର ରାୟ ୧୭ ବର୍ଷ ପରେ ଗୁରୁବାର, ଅର୍ଥାତ୍ ଆଜି ଣୁଣାଣି ହୋଇଥିବା ବେଳେ ଏଥିରେ କୋର୍ଟ କିଛି ଏପରି ନିଷ୍ପତ୍ତି…

ବାଚାଳାମି କରୁଛନ୍ତି ଟ୍ରମ୍ପ: ଟାରିଫ୍ ପରେ ଏବେ ଭାରତର ଅର୍ଥନୀତିକୁ କହିଲେ ମୃତ, ତଥାପି ଚାହୁଁଛନ୍ତି ଭାରତ ସହ…

ନୂଆଦିଲ୍ଲୀ: ଭାରତ ଉପରେ ଶୁଳ୍କ ଘୋଷଣା ପରେ, ଏବେ ବାଚାଳଙ୍କ ପରି ଭାରତ ଉପରେ ବୟାନ ଦେବାରେ ଲାଗିଛନ୍ତି ଟ୍ରମ୍ପ । ଏବେ ଭାରତର ଅର୍ଥନୀତିକୁ ମୃତ ବୋଲି କହିଛନ୍ତି । ଟାରିଫ୍ ପରେ ଏବେ ଡୋନାଲ୍ଡ ଟ୍ରମ୍ପ ଭାରତ ଏବଂ ରୁଷ ଉପରେ ତୀବ୍ର ଆକ୍ରମଣ କରିଥିଲା ବେଳେ ସେମାନଙ୍କ କାରବାର ଦ୍ୱାରା…

ହାତୀ ଆକ୍ରମଣରେ ୩ ଜଣଙ୍କ ମୃତ ଘଟଣା, ଫରେଷ୍ଟର୍ ଓ ଫରେଷ୍ଟ ଗାର୍ଡ ନିଲମ୍ବିତ

ଢେଙ୍କାନାଳ: ହିନ୍ଦୋଳ ଥାନା ବାଘ ଧରିଆ ଗାଁରେ ହାତୀ ଆକ୍ରମଣରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ଅଭିଯୋଗରେ ରାସୋଳ ଫରେଷ୍ଟର୍ ଓ ଫରେଷ୍ଟ ଗାର୍ଡଙ୍କୁ ନିଲମ୍ବନ କରାଯାଇଛି। ଅନ୍ୟପଟେ ଏହି ମୃତକମାନେ ହେଲେ ଝୁଲଣା ଦେହୁରୀ…

ଭାରତକୁ ଟାରିଫ୍, ପାକିସ୍ତାନ ସହ ଟ୍ରେଡ୍: କଟାକ୍ଷ କଲେ ଟ୍ରମ୍ପ, କହିଲେ, ‘ଦିନ ଆସିବ ପାକିସ୍ତାନଠୁ…..’

ନୂଆଦିଲ୍ଲୀ: ଭାରତ ବିରୁଦ୍ଧରେ ଏକ ପ୍ରକାର ବାଣିଜ୍ୟ ଯୁଦ୍ଧ ଘୋଷଣା କରି ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଚାରିଆଡୁ ଘେରିଛନ୍ତି । ପ୍ରଥମେ ଟାରିଫ୍ ମାଡ, ତାପରେ ଏବେ ପାକିସ୍ତାନ ସହ ଟ୍ରେଡ୍ ଡିଲ୍ ଘୋଷଣା କରିଛନ୍ତି ଟ୍ରମ୍ପ । ଭାରତୀୟ ଆମଦାନୀ ଉପରେ ଅତିରିକ୍ତ…

ଏପଟେ ଟାରିଫ୍ ସେପଟେ ବନ୍ଧୁ ସମ୍ବୋଧନ….୨୫% ଶୁଳ୍କ ପରେ ଭାରତକୁ କିଛି ଏମିତି କହିଲେ ଟ୍ରମ୍ପ….

ନୂଆଦିଲ୍ଲୀ: ଭାରତ ଉପରେ ଆମେରିକା ଦ୍ୱାରା ୨୫ ପ୍ରତିଶତ ଆମଦାନୀ ଶୁଳ୍କ ଲାଗୁ କରିବାର ଘୋଷଣା ପରେ, ଏବେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପକ୍ଷରୁ ଭାରତକୁ ନେଇ ନୂଆ ସଫେଇ ଆସିଛି । ନିଜ ବିବୃତ୍ତିରେ, ଯେତେବେଳେ ତାଙ୍କୁ ପଚରାଗଲା ଯେ ସେ ଭାରତ ସହିତ ଶୁଳ୍କ ଆଲୋଚନା କରିବାକୁ…

ହ୍ୱାଟସଆପ୍ ମାଧ୍ୟମରେ ସମନ ପଠାଇପାରିବେ ନାହିଁ, ରାଜ୍ୟ ସରକାରଙ୍କ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ହ୍ୱାଟସଆପ୍ ଭଳି ଇଲେକ୍ଟ୍ରୋନିକ୍ ମାଧ୍ୟମରେ ପୋଲିସ ତଦନ୍ତ ପାଇଁ ସମନ ପଠାଇବାକୁ ଅନୁମତି ମାଗି ହରିୟାଣା ସରକାର ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ। ସୁପ୍ରିମକୋର୍ଟ ହରିୟାଣା ସରକାରଙ୍କ ଏହି ଆବେଦନକୁ ଖାରଜ କରିଦେଇଛନ୍ତି ଏବଂ କହିଛନ୍ତି ଯେ ପୋଲିସ ତଦନ୍ତ ପାଇଁ ସମନ କେବଳ…