ହକି ବିଶ୍ୱକପ୍ -୨୦୨୬ ପାଇଁ ଜର୍ମାନୀର ଯୋଗ୍ୟତା ହାସଲ; ଏବେ ଭାରତର ପାଳି…
ନୂଆଦିଲ୍ଲୀ: ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ବକପ-୨୦୨୬ ଲାଗି ୩ ଥର ଚମ୍ପିଆନ ଜର୍ମାନୀ ଯୋଗ୍ୟତା ହାସଲ କରିଛି । ଚଳିତ ୟୁରୋହକି ଚାମ୍ପିଅନସିପ୍ ୨୦୨୫ର ଫାଇନାଲରେ ପ୍ରବେଶ କରିବା ପରେ ଜର୍ମାନୀ ଆଗାମୀ FIH ହକି ବିଶ୍ୱକପ୍ ବେଲଜିୟମ ଏବଂ ନେଦରଲ୍ୟାଣ୍ଡ ୨୦୨୬ ପାଇଁ ଯୋଗ୍ୟତା ଅର୍ଜନ କରିଛି ।…