Latest Odisha News

BREAKING NEWS

ବିଲ୍ଡରଙ୍କ ଠାରୁ ଲାଞ୍ଚ ନେଇ ୨ ପୋଲିସ ନିଲମ୍ବିତ

ସମ୍ବଲପୁର:ଜଣେ ନିର୍ମାଣକାରୀଙ୍କଠାରୁ ଲାଞ୍ଚ ନେବା ଅଭିଯୋଗରେ ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶରେ ଦୁଇ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ ହୋଇଛନ୍ତି । ମଙ୍ଗଳବାର  ସମ୍ବଲପୁର ଟାଉନଥାନାର ପୂର୍ବତନ ଥାନା ଅଧିକାରୀ ରଞ୍ଜନ ବିଶ୍ବାଳ ଓ ସବ ଇନସ୍ପେକ୍ଟର ଅଭିଷେକ ପ୍ରଧାନ ସସପେଣ୍ଡ ହୋଇଛନ୍ତି…

ମଞ୍ଚେଶ୍ୱରରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ; ପଡ଼ିଛି ରକ୍ତ ଛିଟା,ପୋଲିସର ଛାନଭିନ

ଭୁବନେଶ୍ବର: ମଙ୍ଗଳବାର ରାତିରେ ଜଣେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ କରାଯାଇଛି। ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଯୁବକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି ପୋଲିସ । ଗୁରୁତର ଯୁବକ ହେଲେ ରୁଦ୍ର ପାତ୍ର। ସେ ଏକ କଲେଜର ଛାତ୍ର। ରାଜଧାନୀ ଭୁବନେଶ୍ୱରର…

ମେ ୨୨ରେ ୧୦୩ ରେଳ ଷ୍ଟେସନର ପୁନର୍ବିକାଶକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ ୨୨ରେ ରାଜସ୍ଥାନ ଗସ୍ତ କରିବେ । ସେ ସକାଳ ପ୍ରାୟ ୧୧ଘଟିକାରେ ବିକାନେର ଯିବେ ଏବଂ ଦେଶନୋକରେ କରଣୀ ମାତା ମନ୍ଦିର ପରିଦର୍ଶନ କରିବେ। ଏହା ବ୍ୟତୀତ, ପ୍ରାୟ ୧୧.୩୦ ସମୟରେ, ପ୍ରଧାନମନ୍ତ୍ରୀ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ପୁନଃବିକଶିତ…

ମାଳଦ୍ଵୀପ ସାରସ ୱାର୍ଲ୍ଡ ଏକ୍ସ ପୋ ରେ ଝଲସିବ ୭ଟି ଓଡ଼ିଶା ଏସଏଚଜି ଉତ୍ପାଦ

ଭୁବନେଶ୍ୱର: ଚଳିତ ବର୍ଷ ମାଳଦ୍ଵୀପ ସାରସ ୱାର୍ଲଡ ଏକ୍ସ ପୋ ୨୦୨୫ରେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରାଳୟ ପକ୍ଷରୁ 'ଏକ ଜିଲ୍ଲା ଏକ ଉତ୍ପାଦ' (ଓଡିଓପି) ଅଧୀନରେ ଭାରତର ବିଶେଷ ଉତ୍ପାଦଗୁଡିକ ସ୍ଥାନ ପାଇବାକୁ ଯାଉଛି। ସମଗ୍ର ଦେଶରୁ ସ୍ବୟଂ ସହାୟକ ଗୋଷ୍ଠୀ ଦ୍ଵାରା ପ୍ରସ୍ତୁତ 'ଏକ ଜିଲ୍ଲା ଏକ…

ଦୁଃସାହସିକ ପର୍ଯ୍ୟଟନର ହେବ ବିକାଶ; ସାତକୋଶିଆରେ ରାଫ୍ଟିଙ୍ଗ, ହୀରାକୁଦରେ ଉଡିବ..

ଭୁବନେଶ୍ବର: ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଓଡିଶା ଦୁଃସାହସିକ ପର୍ଯ୍ୟଟନ ନିର୍ଦ୍ଦେଶାବଳୀ-୨୦୨୫ (Odisha Adventure Tourism Guidelines-2025)କୁ ଚୁଡାନ୍ତ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,…

ଅସୀମ ମୁନିରଙ୍କୁ ଫିଲ୍ଡ ମାର୍ଶାଲ ଭାବେ ପଦୋନ୍ନତି ଦେଲା ପାକିସ୍ତାନ

ଇସଲାମାବାଦ: ଆଜି ପର୍ଯ୍ୟନ୍ତ ଯେତେଥର ପାକିସ୍ତାନ ଓ ଭାରତ ମଧ୍ୟରେ ଯୁଦ୍ଧ ହୋଇଛି ସେତେଥର ପାକିସ୍ତାନକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଏହା ସତ୍ତ୍ୱେ ମଧ୍ୟ ପାକିସ୍ତାନୀ ସେନା ନିଜ ୟୁନିଫର୍ମ ଉପରେ ଗୋଟେ ପରେ ଗୋଟେ ପଦକ ବଢ଼ାଇବାରେ ଲାଗିଛି। ତେବେ ଏହା ମଧ୍ୟରେ ପାକିସ୍ତାନୀ ସେନା…

୫ ମାଓବାଦୀ ଗିରଫ; ମୁଣ୍ଡ ଉପରେ ଥିଲା ୩୬ ଲକ୍ଷ ପୁରସ୍କାର ରାଶି

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ସୀମାରୁ ଗଡ଼ଚିରୋଲି ଅଂଚଳରେ ୫ ମାଓବାଦୀକୁ ଗିରଫ । ସେମାନଙ୍କ ନାଁରେ ସରକାର ୩୬ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ। ଗିରଫମାନଙ୍କ ମଧ୍ୟରେ ଜଣେ ଡିଭିସିଏମ ସଦସ୍ୟ, ଜଣେ ଏସିଏମ ଏବଂ ଅନ୍ୟ ୩ ଜଣ ପ୍ଲାଟୁନ ସଦସ୍ୟ ରହିଛନ୍ତି। ଗିରଫ ମାଓବାଦୀଙ୍କଠାରୁ…

ଟି୨୦ରେ ଧୋନୀ ମାରିଲେ ୩୫୦ ଛକା

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସର ମହେନ୍ଦ୍ର ସିଂ ଧୋନୀ ନିଜ ନାମରେ ଆଉ ଏକ କୀର୍ତିମାନ ଯୋଡିଛନ୍ତି । ସେ ଟି୨୦ କ୍ରିକେଟରେ ୩୫୦ ଛକା ପୂରଣ କରିଛନ୍ତି । ଏଥିସହ ସେ ୪ର୍ଥ ଭାରତୀୟ ଭାବେ ଏହି ସଫଳତା ହାସଲ କରିଛନ୍ତି । ତାଙ୍କ ପୂର୍ବରୁ ରୋହିତ ଶର୍ମା, ବିରାଟ କୋହଲି ଓ…

ପ୍ରମୁଖ ପ୍ରତିରକ୍ଷା ପ୍ରତିଷ୍ଠାନକୁ ଉନ୍ନତ ବିଜୁଳି ସେବା ଯୋଗାଉଛି ଟିପିଏସ୍ଓଡିଏଲ୍; ୩୩ କେଭି ଲାଇନରେ ବାର୍ଡ ଗାର୍ଡ…

ବ୍ରହ୍ମପୁର: ଟିପିଏସ୍ଓଡିଏଲ୍ ପକ୍ଷରୁ ଗୋପାଳପୁର ସ୍ଥିତ ଆର୍ମି ଏୟାର ଡିଫେନ୍ସ କଲେଜକୁ ସଂଯୋଗ ହୋଇଥିବା ୩୩ କେଭି ବିଦ୍ୟୁତ ଲାଇନର ଉନ୍ନତିକରଣ କରାଯାଇଛି। ଯାହା ଫଳରେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଅନୁଷ୍ଠାନକୁ ଭରସାଯୋଗ୍ୟ ବିଜୁଳି ଯୋଗାଣ ହୋଇପାରିବ। ଓଡ଼ିଶା ଉପକୂଳରେ ଥିବା…

ଅପହୃତ୍ ଟ୍ରେଡର କେନ୍ଦ୍ରାପଡ଼ାରୁ ଉଦ୍ଧାର, ୭ ଅଭିଯୁକ୍ତ ଗିରଫ

କଟକ: ଜଣେ ବ୍ୟବସାୟୀଙ୍କ ଅପହରଣ ମାମଲାକୁ ତଦନ୍ତ କରି ମାତ୍ର ଦୁଇ ଦିନ ମଧ୍ୟରେ ପିଡୀତଙ୍କୁ ଉଦ୍ଧାର କରିଛି ପୋଲିସ। ଏଥିରେ ସଂପୃକ୍ତ ଥିବା ମୋଟ ୭ ଜଣ ଅପରାଧୀଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାରୁ ଗିରଫ କରିଛି। ଅପହୃତ୍ ବ୍ୟକ୍ତିଙ୍କ ନାମ ସୌମ୍ୟରଞ୍ଜନ ଏବଂ ତାଙ୍କ ବୟସ ୩୧ ବର୍ଷ ବୋଲି…