Latest Odisha News

ବାଂଲାଦେଶ କ୍ରିକେଟରେ ତାମିମଙ୍କ ନାଟକ ସରୁନି, ଅଧିନାୟକ ପଦରୁ ଦେଲେ ଇସ୍ତଫା

ଢ଼ାକା: ବାଂଲାଦେଶ କ୍ରିକେଟରେ ତାମିମ ଇକବାଲଙ୍କ ନାଟକ ସରିବା ନାମ ନେଉ ନାହିଁ । ଶୁକ୍ରବାର ତାମିମ ଦିନିକିଆ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତ । ଏଥିସହ ସେ ଆଘାତ ସମସ୍ୟା ଯୋଗୁ ଏସିଆ କପରେ ଖେଳିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଗତ ମାସରେ ଆଫଗାନିସ୍ତାନଠାରୁ ହାରିବା ପରେ ତାମିମ…

ବଢୁଛି ହୀରାକୁଦର ଜଳସ୍ତର, ଖୋଲିଲା ଆଉ ୫ ଗେଟ୍

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଆଉ ୫ଟି ଗେଟ୍ ଖୋଲା ଯାଇଛି । ପୂର୍ବରୁ ୨ଟି ଗେଟ୍ ଖୋଲା ଯାଇଥିବା ବେଳେ ପରେ ୫ଟି ଗେଟ୍ ଖୋଲାଯାଇ ୭ଟି ଗେଟରେ ନିଷ୍କାସନ ହେଉଥିଲା ବନ୍ୟା ଜଳ । ସନ୍ଧ୍ୟାରେ ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ଆଉ ୫ଟି ଗେଟ୍ ଖୋଲିବା ସହ ଏବେ ୧୨ଟି ଗେଟ୍ ଦେଇ ବନ୍ୟା ଜଳ…

ଉପରେ ଥିଲା ଧାନବସ୍ତା; ଭିତରେ ହେଉଥିଲା ପିଡିଏସ୍ ଚାଉଳର ଚୋରାଚାଲାଣ

ଢେଙ୍କାନାଳ: ଆଗରେ ଧାନବସ୍ତା ରଖି ଲୁଟୁଥିଲେ ପିଡିଏସ୍ ଚାଉଳ ।  ଧାନବସ୍ତା ପଛପଟେ ଚୋରା ଚାଲାଣ ହେଉଥିଲା କୁଇଣ୍ଟାଲ କୁଇଣ୍ଟାଲ ପିଡିଏସ୍ ଚାଉଳ । ହେଲେ ପୋଲିସ ଆଖିରୁ ଖସି ପାରିଲେନି । ମାଡି ବସିଲା ପୋଲିସ  । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାରେ । ଦେଙ୍କନାଳ…

ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ପରେ ‘ସତ୍ୟର ବିଜୟ’ ବୋଲି କହିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ମୋଦି ସରନେମ୍ ମାମଲାରେ ସୁପ୍ରିମକୋର୍ଟ ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି ଦେବା ସହ ଦଣ୍ଡାଦେଶ ଉପରେ ରୋକ୍ ଲଗାଇଛନ୍ତି । ଏଥିସହ ରଦ୍ଦ ହୋଇଥିବା ରାହୁଲ ଗାନ୍ଧୀଙ୍କ ଲୋକସଭା ସାଂସଦ ପଦ ମିଳିଛି । ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ପ୍ରଥମ ପ୍ରତିକ୍ରିୟା ରଖି ରାହୁଲ ଗାନ୍ଧୀ…

ଏଏସଓ ପରୀକ୍ଷାରେ ଅନିୟମିତତା: ୬ ସପ୍ତାହରେ ଚୟନ ପ୍ରକ୍ରିୟା ଶେଷ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଏଏସଓ ପରୀକ୍ଷା ଅନିୟମିତତା ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ।  ୬ ସପ୍ତାହ ମଧ୍ୟରେ  ପୂର୍ବରୁ ପ୍ରକାଶ ପାଇଥିବା ମେଧା ତାଲିକାକୁ ରଦ୍ଦ କରି ନୂଆ ମେଧା ତାଲିକା ପ୍ରକାଶ କରିବାକୁ ଓପିଏସସିକୁ ନିଦ୍ଦେର୍ଶ ଦେଇଛନ୍ତି ହାଇକୋର୍ଟ । ମେ ୧୯ ତାରିଖରେ ହାଇକୋର୍ଟ…

ଓଡ଼ିଶାର ୨୫ଟି ରେଲୱେ ଷ୍ଟେସନର ନବୀକରଣ ପାଇଁ ଶିଳାନ୍ୟାସ କରିବେ ପିଏମ୍ ମୋଦି

ଭୁବନେଶ୍ୱର: ଦେଶର ୫୦୮ଟି ରେଲୱେ ଷ୍ଟେସନର ନବୀକରଣ ପାଇଁ ଅଗଷ୍ଟ ୬ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଶିଳାନ୍ୟାସ କରିବେ । ଭିଡିଓ କନଫରେନ୍ସିଂ ଯୋଗେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ୨୫ ରେଲୱେ ଷ୍ଟେସନର ନବୀକରଣ ପାଇଁ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବେ । ଏସବୁ…

ପାଗଳ କଲା ଅନଲାଇନ ପ୍ରେମ; ୭୦ ବର୍ଷର ବୃଦ୍ଧଙ୍କୁ ଜୀବନସାଥୀ କଲେ ୨୮ ବର୍ଷର ଯୁବତୀ

ନୂଆଦିଲ୍ଲୀ: ପାଗଳ କରିଛି ଅନଲାଇନ ପ୍ରେମ ।  ପ୍ରଥମେ ଡେଟିଂ ସାଇଡରୁ ବନ୍ଧୁତା ଆଉ ତାପରେ ବିବାହ । କୁହାଯାଏ ପ୍ରେମ ଶାଶ୍ୱତ ଓ ଚିରନ୍ତନ । ପ୍ରେମ ମାନେନା ବାଧାବନ୍ଧନ । ସେ ଦେଖେନି ଜାତି, ଗୋତ୍ର ବା ବୟସ ବା ଦେଶର ପ୍ରତିବନ୍ଧକ । ସେଥିପାଇଁ ତ ୭୦ ବର୍ଷର ଜଣେ ବୃଦ୍ଧଙ୍କୁ ସେ ଦେଇ ବସିଥିଲେ…

ବନ୍ୟା ଓ ପରବର୍ତ୍ତୀ ସ୍ଥିତି ନେଇ ଆଲର୍ଟ ରହିବାକୁ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ହୀରାକୁଦ ବନ୍ୟା ଜଳ ଛାଡ଼ିବା ପରେ ଅନେକ ଅଞ୍ଚଳ ଜଳମଗ୍ନ ହୋଇ ବନ୍ୟା ସ୍ଥିତି ସୃଷ୍ଟି ହୋଇପାରେ । ଏହି ସମୟରେ ଅନେକ ଜଳବାହିତ ରୋଗ ଦେଖା ଦେଇଥାଏ । ଯାହାକୁ ନେଇ କ୍ଷେତ୍ର ସ୍ତରୀୟ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଆଲର୍ଟ କରିଛି ସ୍ୱାସ୍ଥ୍ୟ ବିଭାଗ । ଏନେଇ ଜନସ୍ୱାସ୍ଥ୍ୟ…

ଉଡାଣ ଭରିବାର ୩ ମିିନିଟ ପରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ

ପାଟଣା : ପାଟଣା ବିମାନ ବନ୍ଦରରେ ଇଣ୍ଡିଗୋ ବିମାନର ଜରୁରୀ ଅବତରଣ । ବିହାରର  ପାଟଣାରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନ ହଠାତ ଜରୁରୀ ଅବତରଣ କଲା ।   ପାଟଣା ଏୟାରପୋର୍ଟ ନିର୍ଦ୍ଦେଶକ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି,  6E 2433 ଇଣ୍ଡିଗୋ ବିମାନଟି ଦିଲ୍ଲୀ ଅଭିମୁଖେ …