Latest Odisha News

ତୁଟିଲା ବନକଲାଗି ନୀତି ବିବାଦ, ଆସନ୍ତା ୯ରେ ମହାପ୍ରଭୁଙ୍କ ବନକଲାଗି ନୀତି

ପୁରୀ: ଆସନ୍ତା ୯ତାରିଖରେ ହେବ ମହାପ୍ରଭୁଙ୍କ ବନକ ଲାଗି ନୀତି। ବନକଲାଗି ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ବିଶେଷ ନୀତି ଥିବାରୁ କାଲି ବନକଲାଗି ହେବନି । ତେଣୁ ଆସନ୍ତା ୯ ତାରିଖ ବୁଧବାର ବନକଲାଗି ପାଇଁ ନିଷ୍ପତ୍ତି ନିଆଯାଇଛି । ଖବର ଅନୁଯାୟୀ, ଦୀର୍ଘ ଏକ ମାସ ଧରି…

ଫିଲ୍ମ ‘ହେ ରାମ୍’ର ଶୁଭ ମହୁରତ

ଭୁବନେଶ୍ଵର: ବିଦିଶା କ୍ରାଫ୍ଟ ନିର୍ମିତ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ହେ ରାମ୍’ର ଶୁଭମହୁରତ୍ l ଭୁବନେଶ୍ୱର ସ୍ଥିତ ରାମ ମନ୍ଦିର ପ୍ରାଙ୍ଗଣରେ ଏହି ଚଳଚ୍ଚିତ୍ରର ଶୁଭମହୁରତ୍ ଅନୁଷ୍ଠିତ ହୋଇଯାଇଛି l ଏହି ଶୁଭମହୁରତରେ ବିଦିଶା କ୍ରାଫ୍ଟର ପ୍ରଯୋଜକ ବିଜୟ କାଣ୍ଡୋଇ, ନିର୍ଦେଶକ ବାସୁଦେବ ବରାଡ଼,…

କଲଭର୍ଟ ଭୁଶୁଡି ୫ ମୃତ୍ୟୁ ମାମଲା: ୩ ଯନ୍ତ୍ରୀ ନିଲମ୍ବିତ, ଠିକାଦାରଙ୍କ ନାଁରେ ମାମଲା

ରାୟଗଡ଼ା: କଲ୍ୟାଣସିଂହପୁର ବ୍ଲକ ଉପରସଜା ଗ୍ରାମରେ କଲଭର୍ଟ ଭୁଶୁଡି ୫ ଜଣଙ୍କ ମୃତ୍ୟୁ ଘଟଣାରେ ଗ୍ରାମ୍ୟ ନିର୍ମାଣ ବିଭାଗର ତିନି ଜଣ ଯନ୍ତ୍ରୀଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର। ସେମାନେ ହେଲେ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ମହାନ୍ତି, ସହକାରୀ ନିର୍ବାହୀ ଯନ୍ତ୍ରୀ ଭେଙ୍କଟ…

ପୁନେରୁ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ, ବୋମା ତିଆରି ପାଇଁ ଲୁଚାଇ ରଖିଥିଲେ ରାସାୟନିକ ସାମଗ୍ରୀ

ପୁନେ: ଆତଙ୍କବାଦ ନିରୋଧୀ ସ୍କ୍ୱାଡ୍‌କୁ ମିଳିଛି ସଫଳତା। ପୁନେରୁ ରାସାୟନିକ ସାମଗ୍ରୀ ସହ ଲାବରେଟୋରୀ ଉପକରଣ ଜବତ କରିଛି ମହାରାଷ୍ଟ୍ର ଏଟିଏସ୍‌। ଗତ ମାସ ୧୮ ତାରିଖରେ ୨ ସନ୍ଦିଗ୍ଧ ଆତଙ୍କବାଦୀକୁ ପୁନେ ପୋଲିସ କୋଥରୁଦ୍‌ ଅଞ୍ଚଳରୁ ଗିରଫ କରିଥିଲା। ପଚରାଉଚୁରା ବେଳେ ସେମାନଙ୍କ ମଧ୍ୟରୁ…

ରାଜଧାନୀର ବର୍ଷା ୭୧ ବର୍ଷର ରେକର୍ଡ ଭାଙ୍ଗିଲା

ଭୁବନେଶ୍ୱର:ରାଜଧାନୀର ବର୍ଷା ରେକର୍ଡ ଭାଙ୍ଗିଲା । ଭୁବନେଶ୍ୱରରେ ଅଗଷ୍ଟମାସର ବର୍ଷା ୭୧ ବର୍ଷର ରେକର୍ଡ ଭାଙ୍ଗିଛି।  ଟୁଇଟ କରି ଏହି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ ବା ଆଇଏମଡି । ୧୯୫୨ରେ ଅଗଷ୍ଟରେ ସର୍ବାଧିକ ବର୍ଷା ହୋଇଥିଲା । ହେଲେ ୨୦୨୩ ଅଗଷ୍ଟମାସର ବର୍ଷା ସେହି ରେକର୍ଡ …

ଲୋକସଭାରେ ଆଗତ ହେଲା ଦିଲ୍ଲୀ ଅଧ୍ୟାଦେଶ ବିଲ୍‌, ସମର୍ଥନ କଲା ବିଜେଡି

ନୂଆଦିଲ୍ଲୀ: ମଙ୍ଗଳବାର ଲୋକସଭାରେ ଆଗତ ହୋଇଛି ଦିଲ୍ଲୀ ଅଧ୍ୟାଦେଶ ବିଲ୍‌। ଗୃହମନ୍ତ୍ରୀ ଅମିତ ଶାହାଙ୍କ ପକ୍ଷରୁ କେନ୍ଦ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହି ବିଲ୍ ଗୃହରେ ଆଗତ କରିଛନ୍ତି। ଆଉ ବିଲ୍‌କୁ ସମର୍ଥନ ଜଣାଇଛି ବିଜେଡି। ଏହାସହ ବିଜେଡି ବିରୋଧୀ ଦଳର ନୋ-ଟ୍ରଷ୍ଟ ମୋସନକୁ ବିରୋଧ କରିବ…

ଅବିସ୍ମରଣୀୟ ମୁହୂର୍ତ୍ତ: ଲୋକମାନ୍ୟ ତିଳକ ସମ୍ମାନରେ ସମ୍ମାନିତ ହେଲେ ମୋଦୀ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୁନେ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଠାରେ ସେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ତଥା ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଲୋକମାନ୍ୟ ତିଳକ ପୁରସ୍କାରରେ…

ପୁଣି ମଝି ଚିଲିକାରେ ମୃତ୍ୟୁର ତାଣ୍ଡବ; ବଜ୍ରପାତରେ ଚାଲିଗଲା ମତ୍ସଜୀବୀଙ୍କ ଜୀବନ

ପୁରୀ: ମଝି ଚିଲିକାରେ ମୃତ୍ୟୁର ତାଣ୍ଡବ ।  ପେଟପାଟଣା ପାଇଁ ପୁଣି ବାଜି ପଡିଲା  ଜୀବନ । ମାଛ ଧରିବା ପାଇଁ  ଗତକାଲି ଚିଲିକାକୁ ଯାଇ ବାପ-ପୁଅ ଜୀବନ ହାରିଥିଲେ । ବଜ୍ରପାତରେ ଚାଲି ଯାଇଥିଲା ଦୁଇ ଜୀବନ । ଆଜି ପୁଣି ଜଣେ ମତ୍ସ୍ୟଜୀବୀଙ୍କର ବଜ୍ରପାତରେ  ମୃତ୍ୟୁ ଘଟିଛି । ଏହି ଖବର ସାରା…

ଅକ୍ଟୋବରରେ ପଡ଼ୁଛି ଚଳିତ ବର୍ଷର ଦ୍ୱିତୀୟ ସୂର୍ଯ୍ୟ ପରାଗ, ପରାଗ ବେଳେ କରନ୍ତୁ ନାହିଁ ଏହି କାମ

ଓଡ଼ିଶା ସମ୍ବାଦ ବ୍ୟୁରୋ; ହିନ୍ଦୁ ଧର୍ମରେ ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣର ବିଶେଷ ଗୁରୁତ୍ୱ ରହିଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହାର ପ୍ରଭାବ ଆମ ମନୁଷ୍ୟ ସମାଜରେ ମଧ୍ୟ ରହିଥାଏ । ପ୍ରତିବର୍ଷ ପ୍ରାୟ ୨ ଟି ଚନ୍ଦ୍ରଗ୍ରହଣ ଓ ୨ଟି ସୂର୍ଯ୍ୟ ପରାଗ ପଡ଼ିଥାଏ। ତେବେ ଚଳିତ ବର୍ଷ ପ୍ରଥମ…

ରତ୍ନଭଣ୍ଡାର ସୁରକ୍ଷିତ, ରହିଛି ଦେଢ କୁଇଣ୍ଟାଲ ସୁନା: ସତ୍ୟପାଠରେ ତଥ୍ୟ ରଖିଲେ ସରକାର

ପୁରୀ: ଶ୍ରୀ ଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାର ସୁରକ୍ଷିତ ଅଛି । ରତ୍ନଭଣ୍ଡାର ଶେଷଥର ପାଇଁ ୧୯୭୮ ମସିହାରେ ଖୋଲା ଯାଇଥିଲା । ଦ୍ୱାଦଶ ଶତାବ୍ଦୀର ଏହି ମନ୍ଦିରର ରତ୍ନଭଣ୍ଡାର ସୁରକ୍ଷା ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ ବେଳେ ଏମିତି ତଥ୍ୟ ରଖିଛନ୍ତି ଶ୍ରୀମନ୍ଦିର ପ୍ରଶାସନ ।…