ଧୋକା ଦେଲା ଚାଇନା ମାଲ୍, ଆକ୍ରମଣ ବେଳେ କାମ ଦେଲାନି ପାକିସ୍ତାନର ଏୟାର ଡିଫେନ୍ସ ସିଷ୍ଟମ
ନୂଆଦିଲ୍ଲୀ: ଧୋକାଦେଲା ଡୁପ୍ଲିକେଟ୍ ଚାଇନା ମାଲ୍। କାମ ଦେଲାନି ପାକିସ୍ତାନର ଏୟାର ଡିଫେନ୍ସ ସିଷ୍ଟମ। ଭାରତଠୁ ବର୍ତ୍ତିବାକୁ ଚୀନଠାରୁ ଏୟାର ଡିଫେନ୍ସ ସିଷ୍ଟମ ଆଣିଥିଲା ପାକିସ୍ତାନ । ପାକିସ୍ତାନ ତାର ବାୟୁ ପ୍ରତିରକ୍ଷାକୁ ସୁଦୃଢ଼ କରିବା ପାଇଁ ଚୀନ୍ ନିର୍ମିତ HQ-9 ବାୟୁ ପ୍ରତିରକ୍ଷା…