ଆଜି ରାଜ୍ୟରେ ସିଭିଲ୍ ଡିଫେନ୍ସ ମକ୍ ଡ୍ରିଲ୍, ୪ଟାରେ ବାଜିବ ଯୁଦ୍ଧ ସାଇରନ୍
ଭୁବନେଶ୍ୱର: ଆଜି (ବୁଧବାର) ଅପରାହ୍ଣ ୪ଟାରେ ବାଜିବ ଏୟାର ରେଡ ସାଇରନ୍। ସିଭିଲ ଡିଫେନ୍ସ ମକଡ୍ରିଲ ହେବ। ଅଧ ମିନିଟ୍ କି ମିନିଟିଏ ନୁହେଁ, ସାଇରନ୍ ଶଦ୍ଦରେ ୫ ମିନିଟ୍ ଧରି ଚର୍ତୁଦିଗ କମ୍ପି ଉଠିବ। ଆରମ୍ଭ ହେବ ବେସାମରିକ ନାଗରିକ ପ୍ରତିରକ୍ଷା ଅଭ୍ୟାସ। ଯୁଦ୍ଧ ପାଇଁ ଓଡ଼ିଶା କେତେ…