ସୁଧ ଲୋଭ ଦେଖାଇ ୧୨ ଲକ୍ଷ ଓ ଚାକିରି ଦେବା କହି ଲୁଟ ଘଟଣାରେ ୨ ଗିରଫ
ଭୁବନେଶ୍ବର:ଅଧିକ ସୁଧ ଦେବାକୁ କହି ଠକେଇ କରିଥିବା ଅଭିଯୁକ୍ତ ସାଇବର ଠକକୁ ସାଇବର ଥାନା ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲା ପ୍ରମୋଦ କୁମାର ମହାନ୍ତି। ଅଭିଯୁକ୍ତର ଦୁଇଟି ଆକାଉଣ୍ଟରୁ ପୋଲିସ ୮ଲକ୍ଷ ୩୯ ହଜାର ୯୦୦ଟଙ୍କା ଫ୍ରିଜ କରିଛି। ଏହି ଘଟଣାରେ ଆହୁରି ଅନେକ ଅଭିଯୁକ୍ତ…