Latest Odisha News

BREAKING NEWS

ଆଫଗାନିସ୍ତାନ ପର୍ଯ୍ୟନ୍ତ ବ୍ୟାପ୍ତ ହେବ ଚୀନର ସିପିଇସି ପ୍ରକଳ୍ପ, ଭାରତ ଉପରେ ପଡିପାରେ ଏହି ପ୍ରଭାବ …

ନୂଆଦିଲ୍ଲୀ: ଭାରତ ବିରୁଦ୍ଧରେ ଖୋଲାଖୋଲି ଭାବରେ ପାକିସ୍ତାନ ସହିତ ଛିଡା ହେବା ପରେ, ଚୀନ୍ ଆଉ ଏକ ଷଡ଼ଯନ୍ତ୍ର ରଚୁଛି। ଚୀନ୍ ପାକିସ୍ତାନ ଏବଂ ତାଲିବାନ ମଧ୍ୟରେ ସମ୍ପର୍କକୁ ଉନ୍ନତ କରିବାରେ ଲାଗି ପଡିଛି । ଚୀନର ମହତ୍ୱାକାଂକ୍ଷୀ ପ୍ରକଳ୍ପ ଚୀନ-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି)…

ପରେଶ ରାୱଲଙ୍କ ବିନା ‘ହେରା ଫେରି ୩’ ସମ୍ଭବ ନୁହେଁ: ସୁନୀଲ ସେଟ୍ଟୀ

ମୁମ୍ବାଇ: ପରେଶ ରାୱଲ 'ହେରା ଫେରି ୩'ରୁ ବାହାର ଯାଇଛନ୍ତି। ସେ ନିଜେ ଏନେଇ କରିଥିଲେ। ଏବେ ଫିଲ୍ମରେ ଶ୍ୟାମ ଚରିତ୍ରରେ ଅଭିନୟ କରିଥିବା ସୁନୀଲ ସେଟ୍ଟୀ ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ପରେଶ ରାୱଲଙ୍କ ଏହି ପଦକ୍ଷେପ ଏକ ଝଟକା ଭଳି। "ଏହା ମୋ ପାଇଁ ଏକ…

ଟି୨୦ରେ ସୂର୍ଯ୍ୟକୁମାରଙ୍କ ଆଉ ଏକ ସଫଳତା

ମୁମ୍ବାଇ: ସୂର୍ଯ୍ୟକୁମାର ଯାଦବ ଚଳିତ ଆଇପିଏଲରେ ନିଜ ନାମରେ ଆଉ କୀର୍ତିମାନ ଯୋଡିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ ଅବସରରେ ସେ ଟି୨୦ କ୍ରିକେଟରେ କ୍ରମାଗତ ୨୫ରୁ ଊର୍ଦ୍ଧ୍ୱ ରନ କରିବାରେ ଟେମ୍ବା ବାଭୁମାଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ସେ ପ୍ରଥମ ଭାରତୀୟ ଭାବେ ଏହି…

ନିମାପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ହେଲଥ୍ ଏଟିଏମ ଉଦଘାଟିତ୍ 

ଭୁବନେଶ୍ୱର: ନିମାପଡା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଆଜି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏକ ଅତ୍ୟାଧୁନିକ ଡିଜିଟାଲ ହେଲଥ୍ କିଓସ୍କ–ସ୍ଵୟମ ହେଲଥ୍ ଏଟିଏମ ଉଦଘାଟନ କରାଯାଇଛି। ଏହି ଏଟିଏମ ସ୍ୱୟମ ଘରୋଇ ଅନୁଷ୍ଠାନ ଦ୍ୱାରା ସ୍ଥାପନ କରାଯାଇଛି। ଏହି ହେଲଥ ଏଟିଏମ ମାଧ୍ୟମରେ ଉପାନ୍ତ…

ଡ଼ାକ୍ତରରୁ କୁଖ୍ୟାତ ସିରିଏଲ୍ କିଲର; ରାଜସ୍ଥାନରୁ ଗିରଫ ଦେବେନ୍ଦ୍ର ଶର୍ମା

ନୂଆଦିଲ୍ଲୀ: କୁଖ୍ୟାତ ସିରିଏଲ୍ କିଲର 'ଡକ୍ଟର ଡେଥ୍'  ଓରଫ ଦେବେନ୍ଦ୍ର ଶର୍ମାକୁ ଦିଲ୍ଲୀ ପୋଲିସ ରାଜସ୍ଥାନର ଦୌସା ରୁ ଗିରଫ କରିଛି। ସେ ଆଲିଗଡ଼ର ଛାରା ଥାନା ଅଞ୍ଚଳର ପୁରାଇନି ଗାଁର ବାସିନ୍ଦା ହୋଇଥିବା ବେଳେ ତାଙ୍କର ବୟସ ୬୭ ବୋଲି ଜଣାପଡ଼ିଛି। ସେ ଛାରା ଥାନାରେ ହିଷ୍ଟରିସିଟର ଭାବରେ…

୨୪ ଘଣ୍ଟା ମଧ୍ୟରେ ଭାରତ ଛାଡିବାକୁ ପାକ ଅଧିକାରୀଙ୍କୁ ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ହାଇକମିଶନରେ କାର୍ଯ୍ୟରତ ଜଣେ ଅଧିକାରୀଙ୍କୁ ପର୍ସୋନା ନନ୍ ଗ୍ରାଟା ଘୋଷଣା କରି ୨୪ ଘଣ୍ଟା ମଧ୍ୟରେ ଦେଶ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି।ଉକ୍ତ ପାକିସ୍ତାନୀ ଅଧିକାରୀ ଜଣକ ଅନେକ ସନ୍ଦେହ ଜନକ କାର୍ଯ୍ୟ ରେ ଜଡ଼ିତ ଥିବାରୁ ଭାରତ ଏହି…

ପୋଲିସ ପରିଚୟ ଦେଇ ଲକ୍ଷେ ଟଙ୍କା ଝାମ୍ପି ନେଇଥିବା ୨ଲୁଟେରା ଗିରଫ

ଗଞ୍ଜାମ: ନିଜକୁ ପୋଲିସ ପରିଚୟ ଦେଇ ଗାଡ଼ି ଅଟକାଇ ଝାମ୍ପି ନେଇଥିଲେ ଲକ୍ଷେ ଟଙ୍କା । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ନିକଟରେ ଥିବା ଏନଏସି ଚେକଗେଟ୍ ନିକଟରେ ଏଭଳି ଲୁଟ୍ ଘଟଣା ଘଟିଥିଲା । ଏହି ଲୁଟ୍ ଘଟଣାରେ ୨ଲୁଟେରା ଗିରଫ ହୋଇଛନ୍ତି । ଖବରଅନୁସାରେ,ମଙ୍ଗଳବାର ସକାଳେ ଦିଗପହଣ୍ଡି…

ଆଇପିଏଲରେ ସର୍ବାଧିକ ମ୍ୟାଚ ହାରିଲେ ଧୋନୀ

ଚେନ୍ନାଇ: ଆଇପିଏଲ ଇତିହାସରେ ଶ୍ରେଷ୍ଠ ଅଧିନାୟକ ଭାବେ ମହେନ୍ଦ୍ର ସିଂ ଧୋନୀଙ୍କ ଏକ ସ୍ୱତନ୍ତ୍ର ପରିଚୟ ରହିଛି । ତାଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗସ ୫ ଥର ଟାଇଟଲ ହାସଲ କରିଛି । ତେବେ ଏହା ସତ୍ୱେ ଧୋନୀଙ୍କ ନାମରେ ଏକ ଅଲୋଡା ରେକର୍ଡ ମଧ୍ୟ ରହିଛି । ସେ ଆଇପିଏଲ ଇତିହାସରେ ସର୍ବାଧିକ…

କେନ୍ଦ୍ରାପଡାରେ ସ୍ଥାପନ ହେବ ସୁପର ସ୍ପେଶାଲିଷ୍ଟ ଦାତବ୍ୟ ଚିକତ୍ସାଳୟ 

ଭୁବନେଶ୍ୱର: ଖୁବ୍ ଶୀଘ୍ର କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ୧୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେଶାଲିଷ୍ଟ୍ ଦାତବ୍ୟ ଚିକିତ୍ସାଳୟ ପ୍ରତିଷ୍ଠା ହେବ। ଫଳରେ କେନ୍ଦ୍ରାପଡ଼ା ଜିଲ୍ଲାବାସୀଙ୍କ ବହୁ ଦିନର ଦାବି ପୂରଣ ହେବାକୁ ଯାଉଛି। କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅନୁରୋଧକ୍ରମେ…

ମୁଖ୍ୟମନ୍ତ୍ରୀଙ୍କ ‘ଆମେ ପଢିବା ଆମ ଭାଷାରେ’ ଏବଂ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ନେଇ ସମୀକ୍ଷା

ଭୁବନେଶ୍ବର: ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ରାଜ୍ୟର ଅଙ୍ଗନବାଡି କେନ୍ଦ୍ର ମାନଙ୍କରେ  କାର୍ଯ୍ୟକାରୀ ହେଉଥିବା  ‘ଆମେ ପଢିବା ଆମ ଭାଷାରେ’ ଏବଂ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେବାକୁ ଥିବା ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ…