Latest Odisha News

BREAKING NEWS

ଉତ୍ତରା ବସ୍ ଦୁର୍ଘଟଣା, ଆହତ ୧୨ ତୀର୍ଥଯାତ୍ରୀ ସ୍ଵତନ୍ତ ବସ୍ ଯୋଗେ ଗଲେ ପୁରୀ

ଭୁବନେଶ୍ଵର: ଭୁବନେଶ୍ବର ଉତ୍ତରା ଛକରେ ବସ୍ ଓଲଟିବା ଘଟଣା । ଚିକିତ୍ସା ପରେ ଡିସଚାର୍ଜ ହୋଇଥିବା ୧୨ ଜଣ ତୀର୍ଥଯାତ୍ରୀଙ୍କୁ ଭୁବନେଶ୍ୱର RTO-1ଙ୍କ ପକ୍ଷରୁ ସ୍ଵତନ୍ତ୍ର ବସ୍ ଯୋଗେ ପୁରୀ ପଠାଇବାର ବ୍ୟବସ୍ଥା କରାଯାଇଛି। ସେହିଭଳି, MVIଙ୍କ ଦ୍ଵାରା ଦୁର୍ଘଟଣାର କାରଣ ଅନୁଧ୍ୟାନ କରାଯାଇଛି।…

ବକ୍ସ ଅଫିସରେ ମହା ଲଢେଇ; ହ୍ରିତିକ୍ ରୋଶନଙ୍କ ‘ୱାର ୨’କୁ ଟକ୍କର ଦେବ ରଜନୀକାନ୍ତଙ୍କ…

ମୁମ୍ବାଇ: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'କୁଲି'ର ରିଲିଜ ଡେଟ ଘୋଷଣା ହୋଇଯାଇଛି। ଏହି ଫିଲ୍ମଟି ସ୍ୱାଧୀନତା ଦିବସ ପୂର୍ବ ଦିନ ଅର୍ଥାତ ୧୪ ଅଗଷ୍ଟରେ ବିଶ୍ୱବ୍ୟାପୀ ମୁକ୍ତିଲାଭ କରିବ। ସନ୍ ପିକଚର୍ସ ନିଜର X ଆକାଉଣ୍ଟରୁ ଏହାର ଏକ ଫଟୋ ପୋଷ୍ଟ କରିଛି। ଯେଉଁଥିରେ…

ଏହିପରି ଜାଣନ୍ତୁ ସୂତା କପଡା ଅସଲି କି ନକଲି..

ନୂଆଦିଲ୍ଲୀ: ବର୍ତ୍ତମାନ ବଜାରରେ ଏତେ ପ୍ରକାରର ପୋଷାକ ଉପଲବ୍ଧ ଯେ ଅସଲି ଏବଂ ନକଲି ମଧ୍ୟରେ ପାର୍ଥକ୍ୟ କରିବା ବହୁତ କଷ୍ଟକର ହୋଇଗଲାଣି । ବିଶେଷକରି ଯେତେବେଳେ ସୂତା ବା କଟନ ପୋଷାକ କଥା ଆସେ, ଅନେକ ଲୋକ ଠକାମିର ଶିକାର ହୁଅନ୍ତି । କପା ଏକ ଆରାମଦାୟକ, ଝାଳ ଶୋଷକ ଏବଂ ଚର୍ମ ଅନୁକୂଳ କପଡ଼ା…

ବ୍ରତ ଉପବାସରେ ପରିବାର ଲୋକଙ୍କୁ ଖୁଆନ୍ତୁ କେଶର ଖିରୀ

ଭୁବନେଶ୍ଵର: ଆଜି ପବିତ୍ର ରାମନବମୀ । ସକାଳୁ ସକାଳୁ ସବୁ ରାମ ମନ୍ଦିରରେ ଭକ୍ତଙ୍କ ଭିଡ ଜମିଛି । ଶ୍ରଦ୍ଧାଳୁମାନେ ଉପବାସ ରଖି ପ୍ରଭୁ ରାମଲାଲାଙ୍କ ଦର୍ଶନ ନିମନ୍ତେ ମନ୍ଦିରରେ ପହଞ୍ଚିଛନ୍ତି । ଏମିତିରେ ମହିଳାମାନେ ଉପାସ ରହି ବ୍ରତ କରୁଥିବା ବେଳେ ନିଜ ପରିବର ଲୋକଙ୍କ ପାଇଁ ବିଭିନ୍ନ…

ଝାରସୁଗୁଡାର ୟୁନିଅନ ବ୍ୟାଙ୍କରେ ଅଗ୍ନିକାଣ୍ଡ

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାର ସରବାହାଲ ରୋଡ୍ ସ୍ଥିତ ୟୁନିଅନ ବ୍ୟାଙ୍କ ଶାଖାରେ ରବିବାର ଦିନ ଅଗ୍ନିକାଣ୍ଡ ଘଟିଛି। ସୂଚନା ଅନୁଯାୟୀ, ସକାଳ ପ୍ରାୟ ୧୦ଟା ୩୦ମି. ସମୟରେ ବ୍ୟାଙ୍କ କୋଠାରୁ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକମାନେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ…

ବିଜେଡିରେ କିଏ ଏହି ବାହ୍ୟ ଶକ୍ତି?, ଇଙ୍ଗିତ କଲେଣି ବରିଷ୍ଠ ନେତା…

ଭୁବନେଶ୍ବର: କିଏ ଏହି ବାହ୍ୟ ଶକ୍ତି? କାହା କଥାରେ ଚାଲୁଛି ବିଜେଡି? ଓ୍ବାକଫ୍ ବିଲକୁ ବିଜେଡିର ବିରୋଧ ନେଇ, ସଭାପତି ନବୀନ ଘୋଷଣା କଲା ପରେ, କାହିଁକି ବିଲକୁ ସମର୍ଥନ ଜଣାଇଲେ ସସ୍ମିତ୍ ? ଏନେଇ ଚାଲିଛି ବିଜେଡି ଭିତରେ ତର୍ଜମା । ସେପଟେ ଓ୍ବାକଫ୍ ବିଲକୁ ସସ୍ମିତ୍ ପାତ୍ରଙ୍କ ସମର୍ଥନ ପରେ,…

ପୋଲିସ ଅଧିକାରୀଙ୍କୁ ମାଡ଼ ଅଭିଯୋଗ; ୫ ଗିରଫ

କଳାହାଣ୍ଡି: ଅଶାନ୍ତ ହୋଇପଡିଛି କଳାହାଣ୍ଡି ଥୁଆମୁଳ ରାମପୁର ଅଞ୍ଚଳ । ବାଇକ୍ ଦୁର୍ଘଟଣାରେ ଜଣେ ଯୁବକଙ୍କ ପରିବାରକୁ କ୍ଷତିପୂରଣ ଦାବି ସହିତ ଦୁର୍ଘଟଣା ଘଟାଇଥିବା ବାଇକ୍ ଚାଳକ ପ୍ରତି କଠୋର କାର୍ଯ୍ୟନୁଷ୍ଠାନ ନିଆନଯିବା ପ୍ରତିବାଦରେ ଥାନା ଉପରେ ପଥର ମାଡ କରିବା ସହ କିଛି ପୋଲିସ…

ଫୋନ୍ ବିସ୍ଫୋରଣର କାରଣ ହୋଇପାରେ ଏକ ନୋଟ୍..!

ଭୁବନେଶ୍ବର: ମୋବାଇଲ୍ କଭରରେ ଟଙ୍କା ରଖିବାର ଅନେକ ଲୋକଙ୍କର ଅଭ୍ୟାସ ରହିଛି । ଏହି ଅଭ୍ୟାସ ଯୋଗୁଁ ଆପଣ ବହୁତ କ୍ଷତି ସହିପାରନ୍ତି । ଯଦି ଆପଣ ମଧ୍ୟ ଏପରି ଭୁଲ୍ କରୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ, କାରଣ ଏହା ଦ୍ବାରା ଆପଣ ବଡ଼ ଦୁର୍ଘଟଣାରେ ପଡିପାରନ୍ତି । ଜାଣି ରଖନ୍ତୁ, ଫୋନ୍…

‘ବିଜେଡି ଏବେ ଅସ୍ତଗାମୀ ସୂର୍ଯ୍ୟ, ଆଉ ନବୀନ ଗୃହବନ୍ଦୀ’

ଭୁବନେଶ୍ବର: ଓ୍ବାକଫ୍ ବିଲ ନେଇ ବିଜେଡିର ମତ, ବଢାଇଛି ରାଜନୀତି ତାତି । ବିଜେଡିକୁ ନେଇ ଏବେ ଚାରିଆଡେ ଆଲୋଚନା  । ଚାଲିଛି କ’ଣ ଦଳରେ? କାହିଁକି ମୁହଁ ଖୋଲୁନାହାନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ? ମନଇଚ୍ଛା କାମ କରୁଛନ୍ତି ଦଳୀୟ କର୍ମଚାରୀ । ଶାସକ ଠାରୁ ନେଇ ବିରୋଧୀ କଂଗ୍ରେସ…