Latest Odisha News

BREAKING NEWS

‘ବିଜେଡି ଏବେ ଅସ୍ତଗାମୀ ସୂର୍ଯ୍ୟ, ଆଉ ନବୀନ ଗୃହବନ୍ଦୀ’

ଭୁବନେଶ୍ବର: ଓ୍ବାକଫ୍ ବିଲ ନେଇ ବିଜେଡିର ମତ, ବଢାଇଛି ରାଜନୀତି ତାତି । ବିଜେଡିକୁ ନେଇ ଏବେ ଚାରିଆଡେ ଆଲୋଚନା  । ଚାଲିଛି କ’ଣ ଦଳରେ? କାହିଁକି ମୁହଁ ଖୋଲୁନାହାନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ? ମନଇଚ୍ଛା କାମ କରୁଛନ୍ତି ଦଳୀୟ କର୍ମଚାରୀ । ଶାସକ ଠାରୁ ନେଇ ବିରୋଧୀ କଂଗ୍ରେସ…

ଦକ୍ଷିଣ ଭାରତକୁ ମୋଦିଙ୍କ ବଡ ଭେଟି: ଦେଶର ପ୍ରଥମ ଭର୍ଟିକାଲ ଲିଫ୍ଟ ସମୁଦ୍ର ସେତୁ ପାଇଲା ନୂଆ ରୂପ

ରାମେଶ୍ବରମ୍: ଦକ୍ଷିଣ ଭାରତକୁ ବଡ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ରାମନବମୀ ଅବସରରେ ତାମିଲନାଡୁର ରାମେଶ୍ୱରମରେ ଭାରତର ପ୍ରଥମ ଭର୍ଟିକାଲ ଲିଫ୍ଟ ସମୁଦ୍ର ସେତୁର ଉଦଘାଟନ କରିଚନ୍ତି ପ୍ରଧାନମନ୍ତ୍ରୀ । ଯାହାର ନାମ ପମ୍ବନ୍ ସେତୁ । ୫୫୦କୋଟି ଟଙ୍କା ବ୍ୟୟରେ ନିର୍ମିତ…

ଶ୍ରୀ ରାମଲଲାଙ୍କ ଅଲୌକିକ ‘ସୂର୍ଯ୍ୟ ତିଳକ’ ଦେଖିଲେ ଦେଶବାସୀ

ଅଯୋଧ୍ୟା: ଆଜି ପବିତ୍ର ରାମ ନବମୀ ଅବସରରେ ସାରା ବିଶ୍ୱବାସୀ ଦର୍ଶନ କରିଛନ୍ତି ପ୍ରଭୁ ଶ୍ରୀ ରାମଲଲାଙ୍କ ଦିବ୍ୟ ‘ସୂର୍ଯ୍ୟ ତିଳକ’ । ଏହି ସମୟରେ ସୂର୍ଯ୍ୟଙ୍କ ଅଭିଷେକ ପାଇ ଝଲସି ଉଠିଥିଲେ ବାଲକ ରାମଲଲା । ସାରା ଅଯୋଧ୍ୟା ନଗରୀର ଖୁସି କହିଲେ ନସରେ । ଶ୍ରୀରାମଙ୍କ ଲଲାଟରେ ସୂର୍ଯ୍ୟଙ୍କ କିରଣର…

ଶ୍ରୀମନ୍ଦିରରେ ସେବାୟତଙ୍କ ଦାଦାଗିରି, ମହିଳା ସାମ୍ବାଦିକଙ୍କୁ ଆକ୍ରମଣ

ପୁରୀ: ପୁଣି ଶ୍ରୀମନ୍ଦିରରେ ସେବାୟତଙ୍କ ଦାଦାଗିରି। ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଦାଦାଗିରି ଦେଖାଇଲେ ସେବାୟତ। କ୍ୟାମେରା ଓ ମୋବାଇଲ୍ ଫୋନ୍ ଛଡ଼େଇ ନେବା ସହ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ସେବାୟତ। ଆକ୍ରମଣର ଶିକାର ହୋଇ ଜଣେ ମହିଳା ସାମ୍ବାଦିକା ସଦର…

କିଛି ମାସ ପରେ ସାଜିଥାନ୍ତେ କନିଆ: ହେଲେ କାଳ ହେଲା ରୋଲର କୋଷ୍ଟର ରାଇଡ୍

ନୂଆଦିଲ୍ଲୀ: ଆଉ ମାସ କେଇଟା, କିଛି ମାସ ପରେ ହାତରେ ମେହେନ୍ଦି ଲଗେଇ, ବାଡୁଆ ପାଣିରେ ଗାଧୋଇ ନବବଧୂ ସାଜିଥାନ୍ତେ । ହେଲେ କାଳ ହେଲା ରୋଲର କୋଷ୍ଟର ରାଇଡ୍ ମଜା ନେବା । ଆମ୍ୟୁଜମେଣ୍ଟ ପାର୍କରେ ରୋଲର କୋଷ୍ଟରର ମଜା ନେଉଥିବା ବେଳେ, ଦୁର୍ଘଟଣା ଘଟି ଚାଲିଯାଇଛି ୨୪ ବର୍ଷୀୟ ମହିଳାଙ୍କ…

ବଢିଲା ରାସନ ସହ ଆଧାର ଲିଙ୍କର ସମୟସୀମା

ଭୁବନେଶ୍ୱର: ବଢିଲା ରାସନ କାର୍ଡ ସହ ଆଧାର ଲିଙ୍କର ସମୟସୀମା । ବର୍ତ୍ତମାନ ସରକାର ଉପଭୋକ୍ତାଙ୍କୁ ରାସନକାର୍ଡରେ ଆଧାର ଲିଙ୍କ୍ କରିବା ପାଇଁ ୩ ମାସର ସମୟ ଦେଇଛନ୍ତି । କେନ୍ଦ୍ରୀୟ ଖାଦ୍ୟ, ସୁରକ୍ଷା ବିଭାଗ ଏକ ଅଧିସୂଚନାରେ କହିଛନ୍ତି ଏବେ ଜୁନ ୩୦ ଯାଏଁ ରାସନକାର୍ଡ ସହ ଆଧାର ଲିଙ୍କ…

କାଉ ଡାକୁଛି ବାପା, ମା’, ଭିଡିଓ ଭାଇରାଲ, ସମସ୍ତେ ଆଶ୍ଚର୍ଯ୍ୟ

ମୁମ୍ବାଇ: ମହାରାଷ୍ଟ୍ର ପାଲଘରରେ ଏକ କାଉର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଭିଡିଓରେ କାଉଟି ମଣିଷର ନକଲ କରୁଥିବା ଦେଖିବାକୁ ମିଳିଛି । ଭିଡିଓଟିରେ କାଉଟି ବାରମ୍ବାର ଏବଂ ସ୍ପଷ୍ଟତାର ସହ ‘ବାପା ବାପା’ ଡାକୁଥିବା ଦେଖିବାକୁ ମିଳିଛି । ବର୍ତ୍ତ କାଉଟିକୁ ନେଇ…

ରାମ ନବମୀ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପବିତ୍ର ଶ୍ରୀରାମ ନବମୀ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୋସିଆଲ ମିଡିଆ ପ୍ଲାଟପର୍ମ 'ଏକ୍ସ' ରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ପବିତ୍ର ଶ୍ରୀରାମ ନବମୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ…

ଦମଦାର୍ କ୍ୟାମେରା ଓ ଅପଗ୍ରେଡ୍ ଡିଜାଇନ୍ ସହ ଆସିବ iPhone 17 Pro..

ନୂଆଦିଲ୍ଲୀ: ଗତବର୍ଷ ସେପ୍ଟେମ୍ବର ମାସରେ ଆପଲ୍ ଆଇଫୋନ୍ 16 ସିରିଜ୍ ଲଞ୍ଚ କରିଥିଲା । ଏହାକୁ ଛଅ ମାସରୁ ଅଧିକ ସମୟ ବିତିଗଲାଣି,ବର୍ତ୍ତମାନ କମ୍ପାନୀର ପରବର୍ତ୍ତୀ GEN iPhone 17 ଲାଇନ୍ଅପ୍ ବିଷୟରେ ଚର୍ଚ୍ଚା ହେଉଛି । ଆପଲ୍ ଏଥର ଆଇଫୋନରେ ଅନେକ ପରିବର୍ତ୍ତନ କରିବାକୁ ଯାଉଛି,ଯେଉଁଥିରେ…

ସୁନ୍ଦରଗଡ଼ ଚୋରା କୋଇଲା ଖଣିରୁ ଜବତ ହେଲା ଟନ୍ ଟନ୍ କୋଇଲା

ସୁନ୍ଦରଗଡ଼: ସୁନ୍ଦରଗଡ ଜିଲ୍ଲାର କୁଲାପଡା, ତେଲେନଡିହି ଜଙ୍ଗଲରେ ଶହ ଶହ ଚୋରା କୋଇଲା ଖଣିରେ ପ୍ରଶାସନ ପକ୍ଷରୁ ଚାଲିଥିବା ଚଢାଉରେ ଖଣିରେ ଗଚ୍ଛିତ ଥିବା କୋଇଲା ଗୁଡିକୁ ଜବତ ହୋଇଛି । ଜେସିବି ଓ ଟ୍ରକ ସାହାଯ୍ୟରେ ଗଚ୍ଛିତ କୋଇଲାକୁ ଜବତ କରି ନିଲାମ ପାଇଁ ନିଜ ଅକ୍ତିଆରକୁ ନେଲା ଖଣି ବିଭାଗ ।…