ନୀଟ୍ ବିରୋଧୀ ବିଲ୍କୁ ଖାରଜ କଲେ ରାଷ୍ଟ୍ରପତି;ଲଢେଇ ଜାରି ରହିବ କହିଲେ ଷ୍ଟାଲିନ୍
ନୂଆଦିଲ୍ଲୀ: ତାମିଲନାଡୁର ସରକାରଙ୍କୁ ଲାଗିଛି ବଡ଼ ଝଟ୍କା। ଡାକ୍ତରୀ ପାଠ୍ୟକ୍ରମ ପାଇଁ ହେଉଥିବା ଜାତୀୟ ପ୍ରବେଶିକା ଏବଂ ଯୋଗ୍ୟତା ପରୀକ୍ଷା(NEET ) ବିରୋଧରେ ରାଜ୍ୟ ସରକାର ଆଣିଥିବା ବିଲ୍କୁ ଖାରଜ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନୀଟ୍ ପରିସରରୁ ତାମିଲନାଡୁକୁ ବାଦ୍ ଦେବା ଲାଗି…