ବାଲି ଚୋରି ରୋକିବାକୁ ଅଣାଯିବ ନୂଆ ଆଇନ: ରାଜସ୍ବ ମନ୍ତ୍ରୀ
ରାଉରକେଲା: ଏବେ ସାବାଡ ହେବେ ବାଲି ମାଫିଆ । ସରକାରୀ ସଂପତ୍ତି ଲୁଟ୍ କରି ମାଫିଆମାନେ ବ୍ୟକ୍ତିଗତ ଭାବେ ଲାଭବାନ ହେଉଛନ୍ତି । ଏମାନଙ୍କ ଉପରେ ସରକାର ନଜର ରଖିଛନ୍ତି । ବାଲି ଚୋରଙ୍କୁ ଏଣିକି ଛଡା ଯିବ ନାହିଁ । ବାଲି ଚୋରି ରୋକିବାକୁ ଅଣାଯିବ ନୂତନ ଆଇନ ବୋଲି ଗୁରୁବାର କହିଛନ୍ତି ରାଜସ୍ବ…