ମୁଣ୍ଡରେ ଅଳିଆ ଭରି ରହିଛି; ରଣବୀର ଆଲ୍ଲହବାଦିଆଙ୍କୁ କୋର୍ଟଙ୍କ ଭର୍ତ୍ସନା…
ନୂଆଦିଲ୍ଲୀ: ସମୟ ରୈନାଙ୍କ ଶୋ’ ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟରେ ୟୁଟ୍ୟୁବର ରଣବୀର ଆଲ୍ଲହବାଦିଆଙ୍କ ଅଶ୍ଳୀଳ ଥଟ୍ଟା ମାମଲାରେ ମଙ୍ଗଳବାର ଦିନ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି।
ଶୋ’ରେ ରଣବୀର ଦେଇଥିବା ବୟାନ ଉପରେ କୋର୍ଟ ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ ସେମାନଙ୍କ ମୁଣ୍ଡରେ ଅଳିଆ ଭରି…