ଲକ୍ଷେ ଛୁଇଁବ କି ଗୋଲ୍ଡ ପ୍ରାଇସ? ଜାଣନ୍ତୁ ଆଜି କେତେ ରହିଛି ମୂଲ୍ୟ..
ଭୁବନେଶ୍ବର: ସୁନା ଦରରେ ରହୁନି ସ୍ଥିରତା । ୨୪ କ୍ୟାରେଟ୍ ସୁନା ମୂଲ୍ୟ ରାଜଧାନୀ ଭୁବନେଶ୍ବରରେ ୧୦ ଗ୍ରାମ ପିଛା ୯୫ ହଜାର ୬୭୦ ଟଙ୍କା ହେଲାଣି । ସେହିପରି ଆଜି ୨୨ କ୍ୟାରେଟ୍ ସୁନା ମୂଲ୍ୟ ଭୁବନେଶ୍ବରରେ ୮୭,୭୦୦ଟଙ୍କା ରହିଛି ।
ରୂପାର ମୂଲ୍ୟ ରାଜଧାନୀ ରେ ୧୦ ଗ୍ରାମ ପିଛା ୧୧୦୦ଟଙ୍କା…